ବେଲୁଚିସ୍ତାନ,୧।୭:ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଏବଂ ଟ୍ୟାଙ୍କ ସିଟିରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ତେବେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।…
ପ୍ୟାରିସ/ଲକ୍ଷ୍ନୌ,୧।୭: ଫ୍ରାନ୍ସରେ ଏକ ନାବାଳକକୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ସହରରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦଙ୍ଗାରେ ଏପର୍ଯ୍ୟନ୍ତ ୮୭୫…
ମେକ୍ସିକୋ,୧।୭:ଦକ୍ଷିଣ ମେକ୍ସିକୋରେ ଅପହରଣକାରୀମାନେ ତିନି ଦିନ ପୂର୍ବରୁ ୧୬ଜଣ ପୋଲିସ କର୍ମୀଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଶୁକ୍ରବାର ସେମାନଙ୍କୁ ଅପହରଣକାରୀ ମୁକ୍ତ କରିଛନ୍ତି। ଏନେଇ ମେକ୍ସିକୋର ଚିଆପାସ…
ଓ୍ବାଶିଂଟନ୍,୧।୭:ସମ୍ପ୍ରତି ସମୟ ଏବଂ ୟୁଜର୍ସଙ୍କ ଚାହିଦାକୁ ଆଖି ଆଗରେ ରଖି ଟ୍ବିଟରରେ ବିଭିନ୍ନ ବିଭିନ୍ନ ପ୍ରକାର ଫିଚର୍ସକୁ ଯୋଡା ଯାଉଛି ଏବଂ କିଛିକୁ ପରିବର୍ତ୍ତନ ମଧ୍ୟ କରାଯାଉଛି।…
ଇସଲାମବାଦ,୧।୭:ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ବସ୍ ଧକ୍କା ହେବା ଫଳରେ ୭ଜଣଙ୍କର ମତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର…
ଇସଲାମାବାଦ,୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଚାଇନାକୁ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ, ଯେତେବେଳେ ପାକିସ୍ତାନ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲା, ସେତେବେଳେ ଏକ ଋଣ ପାଇଁ…
ଲଣ୍ଡନ,୧।୭: ଇଂଲଣ୍ଡର ରାଜା ଚାଲର୍ସଙ୍କ ଘରର ଖର୍ଚ୍ଚ ବହୁତ ବୃଦ୍ଧି ପାଇଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ ପରିବାରର ଖର୍ଚ୍ଚର ମୂଲ୍ୟ ୧୦୭.୫ ନିୟୁତ ପାଉଣ୍ଡକୁ…
ପ୍ୟାରିସ,୧।୭: ଆଫ୍ରିକୀୟ ଯୁବକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନାହିଁ। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ…
ଲଣ୍ଡନ,୧।୭: ବ୍ରିଟେନ୍ ପରିବେଶ ମନ୍ତ୍ରୀ ଜାକ୍ ଗୋଲ୍ଡସ୍ମିଥ୍ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପରିବେଶ ବିଭାଗକୁ ନେଇ ପ୍ରଧାନମନ୍ତ୍ରୀ ଋଷି ସୁନକ ଅଣଦେଖା କରୁଥିବା ଅଭିଯୋଗ…
ବ୍ରାସିଲିଆ,୧।୭: ରାଜନୈତିକ କ୍ଷମତାର ଅପବ୍ୟବହାର ଓ ଗଣମାଧ୍ୟମର ଦୁରୁପଯୋଗ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋଙ୍କୁ ମହଙ୍ଗା ପଡ଼ିଛି। ଗତ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନ ପ୍ରଚାରବେଳେ ଲିବରାଲ୍…