ମସ୍କୋ,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ମଙ୍ଗଳବାର ରୁଷିଆରେ ପହଞ୍ଚିଛନ୍ତି। ସେ ଏଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଏକ ସମ୍ମିଳନୀ…
କୁଏତ,୧୨।୯: ୧୯୯୦ରେ ଇରାକ କୁଏତ ଉପରେ ଆକ୍ରମଣ କରିଥିଲା। ବ୍ରିଟିଶ ଯାତ୍ରୀ ଏବଂ କର୍ମଚାରୀମାନେ ମଧ୍ୟ ଇରାକ ଏବଂ କୁଏତ ମଧ୍ୟରେ ଚାଲିଥିବା ଯୁଦ୍ଧର ଶିକାର ହୋଇଥିଲେ।…
ବେଜିଂ,୧୨।୯: ଗତ କିଛି ଦିନ ହେବ ଦକ୍ଷିଣ ଚାଇନାରେ ପ୍ରବଳ ବର୍ଷା ହଇଚଇ ସୃଷ୍ଟି କରିଛି। ଏହି କାରଣରୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା…
ଇସଲାମାବାଦ,୧୨।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ସ୍ବତନ୍ତ୍ର କୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି। ରିପୋର୍ଟ ଅନୁଯାୟୀ, ଅଧିକାରୀ ଗୋପନୀୟତା…
ମସ୍କୋ,୧୨।୯: ରୁଷିଆର ୟୁରାଲ ଏୟାରଲାଇନ୍ସର ବିମାନ ୧୩୮୩କୁ ଜରୁରୀ ଅବତରଣ କରାଯାଇଛି। ବିମାନରେ ୧୫୯ ଜଣ ଯାତ୍ରୀ ଥିଲେ। ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁଯାୟୀ ବିମାନଟି ରୁଷିଆର…
ଓ୍ବାଶିଂଟନ୍,୧୨।୯: ଦକ୍ଷିଣ ଆମେରିକା ମହାଦ୍ୱୀପରେ ମଙ୍ଗଳବାର ଚିଲି-ବୋଲିଭିଆ ସୀମା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ ସେଣ୍ଟର…
ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୫୧) ତାଙ୍କ ଏୟାରବସ ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି…
ନୂଆଦିଲ୍ଲୀ,୧୨।୯: ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ଏନସିଏସ ଅନୁଯାୟୀ ଆଣ୍ଡାମାନ ସାଗରରେ…
କାବୁଲ,୧୨।୯: ଆଫଗାନିସ୍ତାନର ଜଣେ ପୂର୍ବତନ କମାଣ୍ଡର ଦାବି କରିଛନ୍ତି ଯେ ତାଲିବାନକୁ ବିଭିନ୍ନ ଦଳରେ ବିଭକ୍ତ କରି ଆଫଗାନିସ୍ତାନ ପୁଣିଥରେ ଗୃହଯୁଦ୍ଧ ଆଡକୁ ଗତି କରୁଛି। ଆମେରିକାର…
ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେରେ…