ଅନ୍ତର୍ଜାତୀୟ

ୟୁକ୍ରେନକୁ ୧୨୮ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

କିଭ୍‌,୨୨।୯: ୧୯ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ୟୁକ୍ରେନ ପୁଣିଥରେ ଆମେରିକାର ସାମରିକ…

3 years ago

୪୦ ଛାତ୍ରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଯଣାଗ୍ରସ୍ତ, ୨ ମୃତ, ଅନେକ ଆହତ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ନ୍ୟୁୟର୍କ ସିଟିରେ ଏକ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଛାତ୍ର ଆହତ ହୋଇଛନ୍ତି। ସିଏନଏନ ନ୍ୟୁୟର୍କ ଗଭର୍ନର କ୍ୟାଥି…

3 years ago

କାନାଡାର ଅଭିଯୋଗକୁ ନେଇ ଟେନସନରେ ଆମେରିକା

ଓ୍ବାଶିଂଟନ୍‌,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ଭାରତର ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ,…

3 years ago

ଆମେରିକା ଗସ୍ତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଜେଲେନସ୍କି

ଓ୍ବାଶିଂଟନ୍‌,୨୨।୯: ଆଜିକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତରେ ଅଛନ୍ତି। ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ଜେଲେନସ୍କି ଏବଂ ତାଙ୍କ ସ୍ତ୍ରୀ ଓଲେନା…

3 years ago

ସ୍ବିଜରଲ୍ୟାଣ୍ଡରେ ବୁର୍କା ଉପରେ ନିଷେଧାଦେଶ, ଉଲ୍ଲଂଘନ କଲେ ଗଣିବେ ୧୧୦୦ ଡଲାର ଜରିମାନା

ବର୍ନ,୨୨।୯: ସ୍ବିଜରଲ୍ୟାଣ୍ଡରେ ନିଷିଦ୍ଧ ହୋଇଛି ବୁର୍କା। ବୁଧବାର ଦେଶରେ ରହୁଥିବା ମୁସଲମାନ ସମ୍ପ୍ରଦାୟକୁ ଏକ ବଡ଼ ଝଟ୍‌କା ଦେଇ ସଂସଦର ନିମ୍ନ ଗୃହ ବୁଧବାର ବୁର୍କା ନିଷିଦ୍ଧ…

3 years ago

ଚାଇନାକୁ ଟାର୍ଗେଟ୍‌ କଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମାସ୍ବାମୀ ଚାଇନା ଟାର୍ଗେଟ କରିଛନ୍ତି। ଚାଇନାଠାରୁ ଆର୍ଥିକ ସ୍ବାଧୀନତା ଘୋଷଣା କରିବାକୁ ସେ ଆହ୍ବାନ କରିଛନ୍ତି। ସେ ଭାରତ ସମେତ…

3 years ago

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ

ଲଣ୍ଡନ,୨୧।୯: ବ୍ରିଟେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେିଭର୍ଲି ସୁରକ୍ଷା ପରିଷଦର ସୁଧାର ଉପରେ…

3 years ago

କାନାଡ଼ାରେ ଭାରତୀୟ ଭିସା ସେବା ସ୍ଥଗିତ

ନୂଆଦିଲ୍ଲୀ,ଓଟାଓ୍ବା/୨୧।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ଦେଇଥିବା ବିବୃତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ…

3 years ago

ଜାନୁୟାରୀ ଶେଷ ସପ୍ତାହରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ,୨୧ା୯: ପାକିସ୍ତାନରେ ସାଧାରଣ ନିର୍ବାଚନ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ନିର୍ବାଚନ କମିଶନର କହିଛନ୍ତି,…

3 years ago

ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି ବିରାଟକାୟ ଉଲ୍‌କା ପିଣ୍ଡ, ଯାହାକି ୨୨ ପରମାଣୁ ବୋମା ଶକ୍ତି ସହ ସମାନ: ନାସା

ନ୍ୟୁୟର୍କ,୨୧ା୯: ମହାକାଶରୁ ପୃଥିବୀ ଆଡ଼କୁ ଆସୁଥିବା ଏକ ବିରାଟକାୟ ଉଲ୍‌କାପିଣ୍ଡ ପୃଥିବୀକୁ ଧ୍ୱଂସ କରିବ ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ପ୍ରକୃତ ତାରିଖ ବି କହିସାରିଲେଣି।…

3 years ago