ଅନ୍ତର୍ଜାତୀୟ

କାନାଡା ପ୍ରତିରକ୍ଷା ମନ୍ତ୍ରୀଙ୍କ ବଦଳିଲା ସ୍ବର: କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ

ଅଟାଓ୍ବା,୨୫।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ହତ୍ୟା ପାଇଁ ଭାରତକୁ ଦାୟୀ…

3 years ago

ଆମେରିକୀୟ ବିଦ୍ୟାଳୟ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୩୦ ରୁ ୧୬ଜଣ ମୂଳ ଭାରତୀୟ ଛାତ୍ରୀଛାତ୍ର…

ଓ୍ବାଶିଂଟନ,୨୫।୯ : ଆମେରିକାର ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ୩୦ ଜଣ ଛାତ୍ରୀଛାତ୍ରଙ୍କ…

3 years ago

ଅଜଣା ବନ୍ଧୁକଧାରୀଙ୍କ ଦ୍ୱାରା ନାଇଜେରିଆରେ ୧୪ ଜଣଙ୍କୁ ହତ୍ୟା,୬୦ ଅପହୃତ…

ଆବୁଜା,୨୫।୯: ନାଇଜେରିଆରେ ଗୁଳି ଚାଳନା ଓ ଅପହରଣ ମାମଲା ସାମ୍ନାକୁ ଆସିଛି। କିଛି ଅଜଣା ବନ୍ଧୁକଧାରୀ ୧୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ସହିତ…

3 years ago

ନିଜ ରାଷ୍ଟ୍ରଦୂତଙ୍କୁ ନାଇଜରରୁ ଫେରାଇ ଆଣିଲା ଫ୍ରାନ୍ସ…

ପ୍ୟାରିସ, ୨୫।୯: ଆଫ୍ରିକୀୟ ଦେଶ ନାଇଜରରେ ସାମରିକ କ୍ଷମତା ଦଖଲର ପ୍ରାୟ ଦୁଇମାସ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ଘୋଷଣା କରିଛନ୍ତି ନାଇଜରରୁ ଫ୍ରାନ୍ସ ନିଜର…

3 years ago

ଏହି କମ୍ପାନୀରେ ସିଇଓ ଭାବେ ନିଯୁକ୍ତି ହେଲା ଏଆଇ ରୋବଟ

ପୋଲାଣ୍ଡ,୨୪।୯: ଏଆଇ ବା ଆଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦୁନିଆରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିପାଇଁ ଭବିଷ୍ୟତରେ ଲୋକମାନେ ଚାକିରି ହରାଇବାକୁ ଭୟ କରୁଛନ୍ତି। କର୍ମଚାରୀଙ୍କ ତୁଳନାରେ…

3 years ago

ଇରାନରେ ୩୦ବୋମା ନିଷ୍କ୍ରୟ କଲା ଟିମ୍‌, ପାକିସ୍ତାନର ଲିଙ୍କ ଥିବା ଆଶଙ୍କା

ତେହେରାନ,୨୪।୯: ଇରାନ ପୋଲିସ ତେହେରାନରେ ଏକ ବଡ ଷଡଯନ୍ତ୍ରର ଖୁଲାସା କରିଛି। ତେହେରାନରେ ୩୦ଟି ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରୟକାରୀ ଦଳ। ଏହି ମାମଲାରେ ପୋଲିସ…

3 years ago

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ…

3 years ago

ଛାଡପତ୍ର ମାଗିବାରୁ ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ନ୍ୟୁୟର୍କ,୨୪।୯: ଆମେରିକାର ଆରିଜୋନାରେ ଜଣେ ମହିଳା ଛାଡପତ୍ର ମାଗିବାରୁ ତାଙ୍କ ସ୍ବାମୀଙ୍କୁ ଗୁଳି କରିଛନ୍ତି। ପୋଲିସ ମହିଳାଙ୍କୁ ଗିରଫ କରିଛି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅନେକ…

3 years ago

ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

3 years ago

‘ନିଜ୍ଜର କୌଣସି ସାଧୁ ନୁହଁନ୍ତି’, ଟ୍ରୁଡୋଙ୍କୁ ସମାଲୋଚନା କଲା କନାଡାର ଗଣମାଧ୍ୟମ

ଅଟାଓ୍ବା,୨୪।୯: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ…

3 years ago