ବାଗଦାଦ୍,୨୯।୮: ଇରାକର ଦକ୍ଷିଣ ସହର ନାସିରିଆରେ ଏକ ଟ୍ରକ ସହିତ ଏକ ବସ ଧକ୍କା ହେବା ଫଳରେ ୯ ଜଣ ଇରାନ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି…
ଲଣ୍ଡନ,୨୯ା୮: ବ୍ରିଟେନ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ବୈଷୟିକ ସମସ୍ୟା ଦେଖାଦେବାରୁ ସୋମବାର ଶତାଧିକ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ବ୍ରିଟେନର ନ୍ୟାଶନାଲ ଏୟାର ଟ୍ରାଫିକ୍ ସର୍ଭିସ (ଏନ୍ଏଟିଏସ୍) ବିମାନ…
ଜାକର୍ତ୍ତା.୨୯।୮: ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) ସୂଚନା…
ବେଜିଂ,୨୯।୮: ଚାଇନା ମାନଚିତ୍ରର ଏକ ନୂତନ ସଂସ୍କରଣ ପ୍ରକାଶ କରିଛି। ଚାଇନା ମାନଚିତ୍ର ପ୍ରକାଶ କରିବା ମାତ୍ରେ ବିବାଦ ଉପୁଜିଥିଲା। ଚାଇନା ଭାରତର ଅରୁଣାଚଳ ପ୍ରଦେଶ, ଅକସାଇ…
ଓଟାଓ୍ବା,୨୮।୮: ସେପ୍ଟେମ୍ବର ୯ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ହେବେ। ଏହାକୁ ଜଷ୍ଟିନ ଟ୍ରୁଡୋ…
ଇସଲାମାବାଦ,୨୮।୮: ସୋମବାର ପାକିସ୍ତାନର ମାନବାଧିକାର ଆଇନଜୀବୀ ଇମାନ ମଜାରୀ ଏବଂ ପୂର୍ବତନ ସାଂସଦ ଅଲି ୱଜିରଙ୍କୁ ଇସଲାମାବାଦ ଆତଙ୍କବାଦ ନିରୋଧୀ କୋର୍ଟ ଏକ ଦେଶଦ୍ରୋହ ମାମଲାରେ ଜାମିନ…
କାବୁଲ,୨୮।୮: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେ ମାପ କରାଯାଇଛି। ସୂଚନା ଦେଇ ଭୂକମ୍ପ କେନ୍ଦ୍ର କହିଛି…
ଲଣ୍ଡନ,୨୮।୮: ପଶ୍ଚିମ ଇଂଲଣ୍ଡର ଶୃସ୍ବରୀରେ ଜଣେ ୨୩ ବର୍ଷିୟ ଭାରତୀୟ ମୂଳ ବାସିନ୍ଦା ଡେଲିଭରି ଡ୍ରାଇଭରଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମ ଇଂଲଣ୍ଡର…
ଓ୍ବାଶିଂଟନ,୨୮।୮: ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀଭାବେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ବାମୀ ନିଜର ମଜଭୁତ ଦାବିଦାର ଉପସ୍ଥାପନ…
ଇସଲାମାବାଦ,୨୮ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଅଟକ ଜେଲରେ ରହିଛନ୍ତି। ଜେଲ୍ ନିୟମ ଅନୁଯାୟୀ ତାଙ୍କୁ ଶଯ୍ୟା, ତକିଆ, ଗଦି ଏବଂ ଏୟାର କୁଲର…