ଲଣ୍ଡନ,୫।୮: କୋଭିଡର ପ୍ରକୋପ ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଶେଷ ହୋଇନାହିଁ।୨୦୨୦ରେ ଆରମ୍ଭ ହୋଇଥିବା ଏହି ମହାମାରୀ ପ୍ରାୟ ତିନି ବର୍ଷ ପରେ ମଧ୍ୟ ଶେଷ ହେବାର…
ଇସଲାମାବାଦ,୫।୮: ଶନିବାର ପାକିସ୍ତାନର ଫେଡେରାଲ ରାଜଧାନୀର ଏକ ଜିଲା ଏବଂ ଅଧିବେଶନ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ବ୍ୟକ୍ତିଗତ କ୍ଷମତାରେ ଡକାଇଛନ୍ତି। ତେବେ ତୋଶାଖାନା…
ଓ୍ବାଶିଂଟନ,୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମକଦ୍ଦମାକୁ ଖାରଜ କରି କହିଛନ୍ତି ଯେ ଏହା ଜୋ ବାଇଡେନଙ୍କ ନିରାଶା। ଶୁକ୍ରବାର…
ଓ୍ବାଶିଂଟନ,୫।୮: ଶୁକ୍ରବାର ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା ଏବଂ ଦଙ୍ଗାର ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ, ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ ଏବଂ ଦେଖଉ…
ଇସ୍ତାନବୁଲ,୫।୮: ତୁର୍କୀ ଗସ୍ତ କରିପାରନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପୁଟିନଙ୍କ ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ କହିଛନ୍ତି ଏବେ ପର୍ଯ୍ୟନ୍ତ ପୁଟିନଙ୍କ…
ମସ୍କୋ,୫ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନିଙ୍କୁ ଏକ କୋର୍ଟ ଶୁକ୍ରବାର ୧୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।…
ମସ୍କୋ,୫।୮: ୨୦୨୩ରେ ରୁଷିଆ ଏହାର ପ୍ରତିରକ୍ଷା ଖର୍ଚ୍ଚ ଲକ୍ଷ୍ୟକୁ ଦ୍ୱିଗୁଣିତ କରି ୧୦୦ ବିଲିୟନ ଡଲାରରେ ପହଞ୍ଚାଇଛି। ପାଶ୍ଚାତ୍ୟ ଦେଶଗୁଡିକ ସତ୍ତ୍ୱେ ରୁଷିଆର ଅର୍ଥନୀତି ବଢିବାରେ ଲାଗିଛି।…
ମସ୍କୋ,୫।୮: ରୁଷିଆ ବନ୍ଦର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ ରୁଷିଆର ଯୁଦ୍ଧ ଜାହାଜ ନଷ୍ଟ ହୋଇଯାଇଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ଏହି…
ଇସଲାମବାଦ,୪।୮: ପୂର୍ବତନ ଇମ୍ରାନ ଖାନଙ୍କୁ ମିଳିଛି ଆଶ୍ୱସ୍ତି। ପାକିସ୍ତାନର ଇସଲାମବାଦ ହାଇକୋର୍ଟ ଇମ୍ରାନଙ୍କୁ ତୋଶାଖାନା ମାମଲାରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଇମ୍ରାନଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ଦୋଷୀ…
ଲଣ୍ଡନ/ଭାରତ,୪।୮: ଭାରତ ହେଉଛି ବିଶ୍ୱର ଅନ୍ୟତମ ସମନ୍ବିତ ତଥା ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଅନୁଷ୍ଠାନମାନେ ସ୍ବାଧୀନ ହୋଇ କାମ କରନ୍ତି। ଲଣ୍ଡନରେ ଏକ ବିଶେଷ କାର୍ଯ୍ୟକ୍ରମରେ…