ଅନ୍ତର୍ଜାତୀୟ

ଇମ୍ରାନ୍‌ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ଜେଲରେ ସୁବିଧା ବୃଦ୍ଧି କଲେ ସରକାର

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲରେ ଅନେକ ସୁବିଧା ଦିଆଯାଇଛି। ଇମ୍ରାନ୍‌ଙ୍କ କୋଠରୀରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ପଞ୍ଜାବର ଆଇଜି ଜେଲ ମିଆନ…

2 years ago

ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ସୋମବାର କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ପାକିସ୍ତାନୀ କୋର୍ଟ ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ଇମ୍ରାନ୍‌ ଖାନଙ୍କ ବିରୋଧରେ ହୋଇଥିବା…

2 years ago

ଆପଲ ସିଇଓ ଟିମ କୁକଙ୍କ ଫେକ ଆକାଉଣ୍ଟ ଡିଲିଟ କଲା ଇନଷ୍ଟାଗ୍ରାମ

ଓ୍ବାଶିଂଟନ,୨୮।୮: ସୋସିଆଲ ମିଡିଆରେ ବହୁ ବଡ ବଡ ଲୋକଙ୍କ ଫେକ ଆକାଉଣ୍ଟ ମଧ୍ୟ ଦେଖିବାକୁ ମିଳିଥାଏ। ଇନଷ୍ଟାଗ୍ରାମ ନିକଟରେ ଟେକ୍ନୋଲୋଜି କମ୍ପାନୀ ଆପଲର ସିଇଓ ଟିମ କୁକଙ୍କ…

2 years ago

ସିରିଆକୁ ଟାର୍ଗେଟ କଲା ଇସ୍ରାଏଲ

ଦୁବଇ,୨୮।୮: ସିରିଆ ଓ ଇସ୍ରାଏଲ ମଧ୍ୟରେ ଥିବା ଶତ୍ରୁତା ବିଶ୍ୱ ବିଖ୍ୟାତ। ଉଭୟ ଦେଶ କିଛି ଦିନ ହେବ ପରସ୍ପର ଉପରେ ଆକ୍ରମଣ କରି ଚାଲିଛନ୍ତି। ଏଥର…

2 years ago

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ କମ…

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥାଏ।…

2 years ago

ତାଇଓ୍ବାନର ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହେଲେ ଫକ୍ସକନର ସଂସ୍ଥାପକ ଟେରି ଗୋ, ନିଜେ କଲେ ଘୋଷଣା

ତାଇପେଇ ସିଟି,୨୮।୮: ଫକ୍ସକନ ଟୋକ୍ନୋଲୋଜି ଗ୍ରୁପର ସଂସ୍ଥାପକ ଟେରି ଗୋ ସୋମବାର ଘୋଷଣା କରିଛନ୍ତି କି ସେ ୨୦୨୪ରେ ଏକ ସ୍ବାଧିନ ପ୍ରାର୍ଥୀ ଭାବେ ତାଇଓ୍ବାନର ରାଷ୍ଟ୍ରପତି…

2 years ago

ଲାଇଭ ଟେଲିକାଷ୍ଟରେ ଆଙ୍କରଙ୍କୁ ପ୍ରପୋଜ କଲେ ରିପୋର୍ଟର, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୮।୮: ଜଣେ ସାଧାରଣ ନାଗରିକ ନିଜ ଖୁସି ପ୍ରକାଶ କରିବା ପାଇଁ ଯେ କୌଣସି ସୀମାକୁ ଯାଇପାରେ। ଯଦି ପ୍ରେମର କଥା ଉଠିଲା ତେବେ ମଣିଷ ନିଜ…

2 years ago

ରୁଷିଆ-ଚାଇନା ନୌସମରାଭ୍ୟାସ…

ମସ୍କୋ/ବେଜିଂ,୨୮।୮ : ରୁଷିଆର ଯୁଦ୍ଧ ଜାହାଜ ଚାଇନା ନୌସେନା ସହିତ ପ୍ରଶାନ୍ତ ମହାସାଗରରେ ମିଳିତ ନୌସମରାଭ୍ୟାସ କରିଛି। ଦୁଇ ଦେଶ ଆମେରିକାର ପଶ୍ଚିମ ତଟ ନିକଟରେ ନୌସମରାଭ୍ୟାସ…

2 years ago

ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଲା ଜାପାନ…

ଟୋକିଓ,୨୮।୮ : ଜାପାନ ଏହାର ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଛି। ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପ୍ରଥମ ପ୍ରୟାସ ଅନ୍ତର୍ଗତ ସୋମବାର ଜାପାନ ଏଚ୨ଏ ରକେଟ…

2 years ago

ଚାଇନାରୁ ଆସୁଛି ଧମକପୂର୍ଣ୍ଣ କଲ,ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ବିଷୟରେ କହିଲା ଜାପାନ…

ଟୋକିଓ,୨୮।୮ : ଚାଇନା ଏବଂ ଜାପାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଉଛି। ଜାପାନ ପ୍ରଶାନ୍ତ ମହାସାଗରରେ ଥିବା ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ପରେ…

2 years ago