ଓଟାଓ୍ବା,୨।୯: କାନାଡା ଶୁକ୍ରବାର ଅପ୍ରତ୍ୟାଶିତ ଭାବରେ କହିଛି ଯେ ଭାରତ ସହ ଏକ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କରିଛି। ତିନିମାସ ପୂର୍ବେ ଦୁଇ…
ଓ୍ବାଶିଂଟନ୍,୨।୯: ଆମେରିକା ସଂସଦ ଜିଇ ଏରୋସ୍ପେସ ଏବଂ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ଏଚଏଏଲ)ର ସହଭାଗିତାରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଁ ଇଞ୍ଜିନ ଉତ୍ପାଦନକୁ ସବୁଜ ସଙ୍କେତ…
ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍ମାନ ଶାନମୁଗରତ୍ନମ୍ ରାଷ୍ଟ୍ରପତି ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର ଘୋଷଣା…
ବ୍ୟାଙ୍କକକ୍,୧।୯: ଥାଇଲାଣ୍ଡର ରାଜା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ଜେଲ ଦଣ୍ଡକୁ ଆଠ ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି। ଶିନାୱାତ୍ରା ଦୀର୍ଘ ୧୫ ବର୍ଷ…
ଇସଲାମାବାଦ,୧।୯: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଟିଟିପି ଆତ୍ମଘାତୀ ଆକ୍ରମଣରେ ୯ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାକିସ୍ତାନର…
ଟୋକିଓ,୧।୯: ଜାପାନର ଫୁକୁସିମା ଆଣବିକ କାରଖାନାରୁ ବା ନ୍ୟୁକ୍ଲିୟର ପ୍ଲାଣ୍ଟରୁ ରେଡିଓଆକ୍ଟିଭ ଜଳକୁ ପ୍ରଶାନ୍ତ ମହାସାଗରରେ ଛାଡିବାକୁ ନେଇ ଚାଇନା କ୍ରୋଧିତ ହୋଇଛି। ଏଭଳି ପରିସ୍ଥିତିରେ ଦୁଇ…
ଇସଲାମବାଦ,୧।୯:ପାକିସ୍ତାନରେ ଘନେଇଲାଣି ବିଦ୍ୟୁତ ସଙ୍କଟ। ଏହି ପ୍ରସଙ୍ଗରେ ଲୋକମାନେ ବହୁ ଆଗରୁ ଲଗାତାର ବିରୋଧ କରିଆସୁଛନ୍ତି। ବର୍ଦ୍ଧିତ ହାରକୁ ସରକାର ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। …
ଟୋକିଓ,୧।୯: ଚାଇନା ଏବଂ ଉତ୍ତର କୋରିଆ ସହ ମୁକାବିଲା କରିବା ପାଇଁ ଜାପାନ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଜାପାନ ରେକର୍ଡ ୫୨.୬୭…
ମନିଲା,୧।୯: ଫିଲିପାଇନ୍ସର ରାଜଧାନୀ ମନିଲାସ୍ଥିତ ଏକ ପୋଷାକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। କୋଠାଟିର ଦୁଇ ମହଲା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।…
ବେଜିଂ,୧।୯: ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସେପ୍ଟେମ୍ବର୫ରୁ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ ସମ୍ମିଳନୀରେ ଭାଗ ନେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ। ଏନେଇ…