ଅନ୍ତର୍ଜାତୀୟ

ପ୍ରଥମ ଥର ଘୁଷୁରୀ ଭ୍ରୁଣରେ ବିକଶିତ ହେବ ମାନବ କିଡନୀ, ଚାଇନା ବୈଜ୍ଞାନିକଙ୍କ ବଡ ସଫଳତା

ବେଜିଂ,୯।୯: ମେଡିକାଲ ବିଜ୍ଞାନରେ ଅଙ୍ଗ ପ୍ରତିରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଠିକ ସମୟରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଙ୍ଗର ଉପଲବ୍ଧ ନ ହେବା ହେତୁ ଅନେକ…

2 years ago

ମାଓ ନିଆଁରେ ନିଖୋଜ ଅଛନ୍ତି ୬୬ଜଣ

ହଓ୍ବାଇ,୯।୯: ଆମେରିକାର ହଓ୍ବାଇ ସହରର ମାଓ ଜଙ୍ଗଲରେ ଏକ ମାସ ପୂର୍ବରୁ ବ୍ୟାପକ ଅଗ୍ପିକାଣ୍ଡ ଘଟିଥିଲା। ନିଆଁରେ ଜଙ୍ଗଲର ଅଧିକାଂଶ ଭାଗ ଜଳିପଡି ପାଉଁଶ ହୋଇଯାଇଥିଲା। ତେବେ…

2 years ago

ଆମେରିକାରେ ୧୦ ଲକ୍ଷ ବ୍ୟାରେଲ ଇରାନି ତୈଳର କାର୍ଗୋ ଜବତ, ବଢିପାରେ ଉତ୍ତେଜନା

ଓ୍ବାଶିଂଟନ,୯।୯: ଆମେରିକାର ନ୍ୟାୟ ବିଭାଗ ଶୁକ୍ରବାର ରିପୋର୍ଟ କରିଛି ଯେ ସେମାନେ ଚଳିତ ବର୍ଷ ୧୦ ଲକ୍ଷ (ଏକ ମିଲିୟନ) ବ୍ୟାରେଲ ଇରାନ ତେଲର ଏକ କାର୍ଗୋ…

2 years ago

ଜଣାଶୁଣା ଫ୍ୟାଶନ ଡିଜାଇନର ମାର୍କ ବୋହାନଙ୍କ ପରଲୋକ

ପ୍ୟାରିସ,୯।୯: ଫ୍ୟାଶନ ଡିଜାଇନର୍‌ ମାର୍କ ବୋହାନଙ୍କ ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୨୨, ୧୯୨୬ରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିବା ବୋହାନ ପିଲାଦିନରୁ ଚିତ୍ରାଙ୍କନ ଏବଂ…

2 years ago

୨୦୨୪ରେ ପୁଣି ଲଢିବି ନିର୍ବାଚନ: ନାନସି ପେଲୋସି

ଓ୍ବାଶିଂଟନ,୯।୯: ପ୍ରତିନିଧି ସଭାର ପୂର୍ବତନ ସ୍ପିକର ନାନସି ପେଲୋସି ଶୁକ୍ରବାର କହିଛନ୍ତି ଯେ ସେ ୨୦୨୪ରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଡେମୋକ୍ରାଟମାନେ କାର୍ଯ୍ୟ କରୁଥିବାରୁ ସେ କଂଗ୍ରେସ…

2 years ago

ମରକ୍କୋରେ ଭୂକମ୍ପ: ଚାଲିଗଲା ୨୯୬ ଜୀବନ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା

ରାବତ୍‌,୯।୯: ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଶୁକ୍ରବାର ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛଇ। ଯେଉଁଥିରେ ପ୍ରାୟ ୧୩୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାର ଜିଓଲୋଜିକାଲ…

2 years ago

ଦିଲ୍ଲୀରେ ବାଇଡେନ

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ବୈଠକ ପାଇଁ ବିଭିନ୍ନ ଦେଶର ପ୍ରମୁଖ ନେତା ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ…

2 years ago

ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ପ୍ରସଙ୍ଗ ‘ଭାରତ’

ମାଲେ,୮।୯: ହିନ୍ଦ୍‌ ମହାସାଗରସ୍ଥିତ ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରଚାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ପ୍ରାର୍ଥୀ…

2 years ago

ଜି-୨୦: ଦିଲ୍ଲୀରେ ପହଞ୍ଚିଲେ ଏହି ସବୁ ଦେଶର ପ୍ରମୁଖ ଅତିଥି

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ୩୦ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ବଡ ବଡ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରେ ଜାପାନ…

2 years ago

ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଆବୁ କାସିମଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,ନୂଆଦିଲ୍ଲୀ,୮।୯: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ଗୋଟିକ ପରେ ଗୋଟିଏ ପାକିସ୍ତାନରେ କରାଯାଉଛି ହତ୍ୟା। ଏହି ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରୁଛନ୍ତି। ଯାହାକୁ ପାକିସ୍ତାନୀ ପୋଲିସ…

2 years ago