ଅନ୍ତର୍ଜାତୀୟ

ପାକିସ୍ତାନ ହିନ୍ଦୁମାନେ ଗଠନ କରିଥିଲେ, ପୂର୍ବତନ ପାକ ଚିଫ ଜଷ୍ଟିଶଙ୍କ ପୁଅଙ୍କ ବୟାନ କାହିଁକି ହେଉଛି ଭାଇରାଲ

ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନର ଇତିହାସ ବହୁତ ପୁରୁଣା। ସ୍ବାଧୀନତା ସମୟରେ ବିଭାଜନ ପୂର୍ବରୁ ଉଭୟ ଦେଶ ଗୋଟିଏ ଥିଲେ। ଅବଶ୍ୟ, ୧୯୪୭ରେ ସ୍ବାଧୀନତା ପରେ ଉଭୟ…

3 years ago

ପଦବୀ ଛାଡିବେ ମହାରାଣୀ ମାର୍ଗେଟ ଦ୍ୱିତୀୟ: କଲେ ଘୋଷଣା…

କୋପେନହେଗେନ,୧।୧ : ଡେନମାର୍କର ରାଣୀ ମାର୍ଗେଟ ଦ୍ୱିତୀୟ ନୂଆ ବର୍ଷରେ ସମସ୍ତଙ୍କୁ ଚକିତକାରୀ ଖବର ଦେଇଛନ୍ତି। ସେ ତାଙ୍କର ୫୨ ବର୍ଷର ଶାସନ ଶେଷ କରିବାକୁ ଘୋଷଣା…

3 years ago

ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆମେରିକାକୁ ଚେତାବନୀ ଦେଇ ୨୦୨୪ ନୂଆବର୍ଷକୁ ସ୍ବାଗତ କଲେ କିମ…

ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ତଥା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେବା ସହିତ ୨୦୨୪ ବର୍ଷକୁ…

3 years ago

ସୁନକଙ୍କ ବଡ଼ ପଦକ୍ଷେପ: ଲୋହିତ ସାଗରରେ ବିଦ୍ରୋହୀଙ୍କୁ ସାବାଡ କରିବାକୁ ପହଞ୍ଚିବ ବ୍ରିଟେନ ନୌସେନା…

ଲଣ୍ଡନ,୧।୧ : ବ୍ରିଟେନ ବର୍ତ୍ତମାନ ଇରାନର ହୋଉଥି ବିଦ୍ରୋହୀମାନଙ୍କ ବିରୋଧରେ ଲୋହିତ ସାଗରରେ ପଦକ୍ଷେପ ନେବାକୁ ଯୋଜନା କରୁଛି। ଏନେଇ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ଆକ୍ସନ…

3 years ago

ଲୋହିତ ସାଗରରେ ହୋଉଥିର ଆକ୍ରମଣ ଜାରି

କୋପେନ୍‌ହେଗେନ୍‌/ଦୁବାଇ,୧ା୧: ଇରାନ ସମର୍ଥିତ ହୋଉଥି ଆତଙ୍କବାଦୀମାନେ ଲୋହିତ ସାଗର ସମେତ ବିଭିନ୍ନ ସାମୁଦ୍ରିକ ପଥରେ ଯାଉଥିବା ପଣ୍ୟବାହୀ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରୁଥିବାରୁ ଏବେ ଅନ୍ତର୍ଜାତୀୟ…

3 years ago

ପାକିସ୍ତାନରେ ନୂଆବର୍ଷରେ ଲୋକେ କ’ଣ କିଣୁଛନ୍ତି, ସକାଳୁ ଠିଆ ହୋଇଛନ୍ତି ଲମ୍ବା ଲାଇନରେ

ଇସଲାମାବାଦ,୩୧।୧୨: ଜାନୁଆରୀ ୧ ରେ ସମଗ୍ର ବିଶ୍ୱର ଲୋକମାନେ ନୂଆ ବର୍ଷ ପାଳନ କରିବେ। ତେବେ ସମସ୍ତେ ନୂଆ ବର୍ଷକୁ ସମାନ ଭାବରେ ପାଳନ କରନ୍ତି ନାହିଁ…

3 years ago

ସର୍ବ ପ୍ରଥମେ ନ୍ୟୁଜିଲାଣ୍ଡରେ ପାଳନ ହେଲା ନୂଆବର୍ଷ ୨୦୨୪

ଓ୍ବିଲିଙ୍ଗଟନ,୩୧।୧୨: ବର୍ଷ ୨୦୨୩ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ନ୍ୟୁଜିଲାଣ୍ଡରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହୋଇଛି। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରବିବାର ରାତି ୧୨ଟା…

3 years ago

ରେଡ ସି’ରେ ପୁଣି ବାଲେଷ୍ଟିକ ମିଶାଇଲ ପକାଇଲେ ହୁତି ବିଦ୍ରୋହୀ

ଓ୍ବାଶିଂଟନ,୩୧।୧୨: ଆମେରିକା ପୁଣିଥରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଗୁଳି ଚଳାଇଥିବା ଦୁଇଟି ଆଣ୍ଟି-ଜାହାଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି…

3 years ago

‘ମ୍ୟାନ ଅଫ ଦ ଇୟର’ ଘୋଷଣା କରାଯିବାରୁ ବିବାଦକୁ ଆସିଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୩୧।୧୨: ଇଟାଲୀର ଏକ ଖବରକାଗଜ ଦ୍ୱାରା ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ‘ମ୍ୟାନ ଅଫ ଦି ଇୟର’ ଭାବରେ ମନୋନୀତ ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ…

3 years ago

ଗାଜାରେ ଭୟଙ୍କର ପରିସ୍ଥିତି: ଭିକ ମାଗି ଚଳୁଛନ୍ତି ଲୋକେ

ଜେରୁଜେଲମ୍‌,୩୧ା୧୨: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଆସୁଛି। ହମାସ୍‌କୁ ମୂଳୋତ୍ପାଟନ କରିବା ପାଇଁ ଇସ୍ରାଏଲ ଗାଜାକୁ ଧ୍ୱଂସ କରିଛି। ଇସ୍ରାଏଲର ଗ୍ରାଉଣ୍ଡ…

3 years ago