ଅନ୍ତର୍ଜାତୀୟ

ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର…

ବେଜିଂ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ବିବାଦ ମଧ୍ୟରେ ମାଲଦ୍ୱୀପ ଚାଇନାରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ…

3 years ago

ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହେଲେ ଗାବ୍ରିଏଲ ଅଟଲ୍‌

ପ୍ୟାରିସ,୯।୧୦: ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୩୪ ବର୍ଷୀୟ ଗାବ୍ରିଏଲ ଅଟଲ୍‌। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଙ୍ଗଳବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସେ ଏବେ ଦେଶର…

3 years ago

ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ

ବର୍ଲିନ,୯।୧: ଯଦି କୌଣସି ଟ୍ରିପ୍‌ରେ ଯିବା ପାଇଁ ଆପଣଙ୍କୁ ଚାକିରୀ ଛାଡି ଦେବାକୁ କୁହାଯାଏ, କ’ଣ ଆପଣ ଚାକିରୀ ଛାଡିଦେବେ? ନୁହେଁ ନା। ସାଧାରଣତଃ ଟ୍ରିପ୍‌ କିମ୍ବା…

3 years ago

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬

ଟୋକିଓ,୯।୧: ପୁଣିଥରେ ଜାପାନରେ ଭୂକମ୍ପ ଝଟକା। ମଙ୍ଗଳବାର ଜାପାନର ହୋନସୁର ପଶ୍ଚିମ ଉପକୂଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରେକର୍ଡ…

3 years ago

ଇମ୍ରାନ୍‌ ଖାନଙ୍କୁ ଝଟକା, ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ହେଲେ ଗିରଫ

ଇସଲାମାବାଦ,୯।୧: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ମେ ୨ରେ ହୋଇଥିବା ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ଇମ୍ରାନ୍‌ ପ୍ରଥମରୁ…

3 years ago

ଏହି ଦେଶରେ କୁକୁର ମାଂସ ଖାଇବା, ବିକ୍ରି କରିବା ଉପରେ ଲାଗିବ ପ୍ରତିବନ୍ଧକ

ସିଓଲ,୯।୧: ଦକ୍ଷିଣ କୋରିଆ ସଂସଦ ମଙ୍ଗଳବାର କୁକୁର ମାଂସ ଖାଇବା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ବିଲ ପାରିତ କରିଛି। ଦକ୍ଷିଣ କୋରିଆ…

3 years ago

ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୯ା୧: ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ପୂର୍ବରୁ ଏହି…

3 years ago

ଭାରତ ସହ ବିବାଦ ପରେ ମାଳଦ୍ଵୀପରେ ରାଜନୈତିକ ଅସ୍ଥିରତା! ରାଷ୍ଟ୍ରପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ, ୯ା୧: ଭାରତର ଶକ୍ତିକୁ ଅଣଦେଖା କରିବା ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ମହଙ୍ଗା ପଡିପାରେ। ପୂର୍ବରୁ ମାଳଦ୍ଵୀପର ବିରୋଧୀମାନେ ଭାରତ ସହିତ ସମ୍ପର୍କକୁ ସୁଦୃଢ଼…

3 years ago

୨୨ ବର୍ଷ ପରେ ଲଣ୍ଡନରେ ପହଞ୍ଚିଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ

ଲଣ୍ଡନ,୯।୧: ୨୨ ବର୍ଷ ପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଗସ୍ତରେ ଲଣ୍ଡନରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାରତ-ବ୍ରିଟେନ ପ୍ରତିରକ୍ଷା…

3 years ago

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି

ଓ୍ବାଶିଂଟନ,୯।୧: ଆମେରିକାର ହ୍ବାଇଟ ହାଉସର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ସୋମବାର ଜଣେ ଡ୍ରାଇଭର ତାଙ୍କ କାର ସହିତ ରାଷ୍ଟ୍ରପତି ବାଇଡେନଙ୍କ…

3 years ago