ଅନ୍ତର୍ଜାତୀୟ

ଗାଜାରେ ବନ୍ଦୀମାନେ ମୁକ୍ତ ହେବା ପରେ ବାଇଡେନ କହିଲେ ମାନବିକତା ଦୃଷ୍ଟିରୁ ଯୁଦ୍ଧ ବନ୍ଦ କରିବା ଉଚିତ

ଓ୍ବାଶିଂଟନ,୨।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧରେ ହିଂସା ଏବଂ ବିବାଦକୁ…

2 years ago

ଗାଜାରେ ଦିନକୁ ଦିନ ବୃଦ୍ଧି ପାଉଛି ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍‌,୨ା୧୧: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୭ ଦିନ ବିତିଲାଣି। ତଥାପି ଥମୁନି ଆକ୍ରମଣ। ଗାଜାରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।…

2 years ago

ଗାଜାର ଜବାଲିଆ କ୍ୟାମ୍ପରେ ଆକ୍ରମଣ ପରେ ହସ୍ପିଟାଲରେ ଜେନେରେଟର ସେବା ବନ୍ଦ

ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ହେବାର ୨୭ ଦିନ ବିତିଗଲାଣି । ଗାଜାରେ ଇସ୍ରାଏଲର କାର୍ଯ୍ୟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ…

2 years ago

ସଂସଦ ଭାଙ୍ଗିଦେଲେ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଭିକ, ଏହି ତାରିଖରେ ନିର୍ବାଚନ କରିବାକୁ ଅପିଲ

ବେଲଗ୍ରେଡ,୨।୧୧: ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡାର୍‌ ଭୁଭିକ ସଂସଦ ଭଙ୍ଗ କରିଛନ୍ତି। ୧୭ ଡିସେମ୍ବରରେ ସ୍ଥାନୀୟ ନିର୍ବାଚନ ସହିତ ନୂତନ ସଂସଦକୁ ଭୋଟ ଦେବାକୁ ସେ ଆହ୍ବାନ କରିଛନ୍ତି।…

2 years ago

ଫେବୃୟାରୀ ୧୧ରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ,୨ା୧: ପାକିସ୍ତାନରେ ନିର୍ବାଚନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦେଶର ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରିଛନ୍ତି। ଫେବୃୟାରୀ ୧୧ରେ ପାକିସ୍ତାନରେ…

2 years ago

ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା ହମାସ: ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ହିଁ ଆମେ ଶାନ୍ତି ପାଇବୁ

ଜେରୁଜେଲମ,୨।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକକୁ ଜୋରଦାର କରିଛି। ହମାସର ଅନେକ ବରିଷ୍ଠ ସଦସ୍ୟ ଇସ୍ରାଏଲର…

2 years ago

ପାକିସ୍ତାନରେ ଲାଗିଲା ଏମରଜେନ୍ସି

ଇସଲାମବାଦ,୨।୧୧: ପାକିସ୍ତାନରେ ଲାଗିଛି ଏମରଜେନ୍ସି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ସମସ୍ୟା ସହରବାସୀଙ୍କ ସମେତ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି।…

2 years ago

‘ଆମର ଉଦ୍ଦେଶ୍ୟ ଅପହରଣ ନୁହେଁ, କେବଳ ହତ୍ୟା’

ତେଲ୍‌ ଅଭିଭ୍‌,୨ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିବୁତଜ୍‌ କଫର ଅଜାଙ୍କୁ ଲୁଟ୍‌ କରିବାରେ ସମ୍ପୃକ୍ତ ହମାସ୍‌…

2 years ago

କ୍ୟାନସର୍‌ ଭଲ ହେବା ପାଇଁ ମହିଳାଙ୍କ ଶରୀରରେ ଡାକ୍ତର ଲଗାଇଲେ ସିମେଣ୍ଟ-ଲେମ୍ବୁ ମିଶ୍ରଣ,ଆଉ ତା’ପରେ…

ବେଜିଂ,୨।୧୧: ଚାଇନାରେ ଠକେଇର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସ୍ବଘୋଷିତ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଚାଲିଛି। ଏହି ଠକେଇରେ ଜଣେ ମହିଳା…

2 years ago

ପୁରୁଣା ସହଯୋଗୀ ଇସ୍ରାଏଲର ହାତ ଛାଡିଲେ

ଜେରୁଜେଲମ,୨।୧୧: ଆଜିକୁ ୨୭ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇସ୍ରାଏଲ ସେନା ଲଗାତାର ଗାଜା ସୀମାରେ ଟ୍ୟାଙ୍କର ଦ୍ୱାରା ଆକ୍ରମଣ କରୁଛନ୍ତି। ସେନା ଜବାଲିଆ…

2 years ago