କଲମ୍ବୋ, ୧।୮: ରାଜା ରାବଣ ବିଶ୍ୱର ପ୍ରଥମ ବିମାନ ଚାଳକ ଥିଲେ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ୫୦୦୦ବର୍ଷ ପୂର୍ବରୁ ସେ ଉଡାଣ କରିଥିଲେ। ଶ୍ରୀଲଙ୍କା…
ବେଜିଂ,୧।୮: ଚାଇନାର ରାଜଧାନୀ ବେଜିଂରୁ ଏଣିକି ମୁସଲମାନଙ୍କ ସମସ୍ତ ପ୍ରତୀକକୁ ହଟାଯିବ ବୋଲି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଲାଲ ରେସ୍ତୋରାଁଠାରୁ ଆରମ୍ଭ କରି ଫୁଡ ଷ୍ଟଲ…
ଇସଲାମାବାଦ୍,୧।୮: ପାକିସ୍ତାନ ଜଣେ ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କରିଛି। ଗୁପ୍ତଚର ଜଣକ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗାଜି ଖାଁ ଜିଲାର ରାଖିଗଞ୍ଜ ଅଞ୍ଚଳରୁ ଗିରଫ…
ଇସଲାମାବାଦ୍,୧।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କେତେକ ସ୍ଥାନରେ ଲୋକଙ୍କୁ ଦୁଇବେଳା ଖାଇବାକୁ ମଧ୍ୟ ମିଳୁନି। ଏଠାରେ ରୁଟି ଦାମ୍ ୧୦ରୁ ୧୨ ଟଙ୍କା ରହିଥିବାବେଳେ…
ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’ ହୋଇସାରିଥିବା…
ଲଣ୍ଡନ, ୧।୮: ଲଣ୍ଡନରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କ ଛୋଟ ଭୁଲ ପାଇଁ ତାଙ୍କୁ ମାତ୍ର ୫୦ ମିନିଟ୍ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି…
ଜାତିସଂଘ,୧ା୮(ପି.ଟି. ): ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବ୍ୟବହାର କରାଯାଉଥିବାରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଚିନ୍ତାବ୍ୟକ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରେ ହିଜ୍ବୁଲ ମୁଜାହିଦ୍ଦିନ ଓ…
ଓ୍ବାଶିଂଟନ,୧।୮: ଅଲକାଏଦାର ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଓସାମା ବିନ୍ ଲାଦେନଙ୍କ ପୁଅ ହମଜା ବିନ୍ ଲାଦେନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଆମେରିକା ଗଣମାଧ୍ୟମ।…
ଓ୍ବାଶିଂଟନ : ପିଲାମାନେ ସୁସ୍ଥ ରହିବା ପାଇଁ ସପ୍ତାହକୁ ତିନି ଦିନ ମଧ୍ୟମ କିମ୍ବା କଠିନ ବ୍ୟାୟାମ କରିବାକୁ ପଡିବ। ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ଆଣ୍ଡ୍…
ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର ଚାରିପାଖରେ…