ଅନ୍ତର୍ଜାତୀୟ

ଜୁଆଖେଳକୁ ନେଇ ଗୁଳି: ୪ ନିହତ

ନ୍ୟୁୟର୍କ, ୧୩ା୧୦ : ନ୍ୟୁୟର୍କର ବ୍ରୁକଲିନ୍‌ସ୍ଥିତ ୭୪ ଉଟିକା ଆଭେନ୍ୟୁଠାରେ ଶନିବାର ସକାଳେ ଗୁଳିକାଣ୍ଡ ଘଟିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ…

7 years ago

ନ୍ୟୁୟର୍କରେ ବିସ୍ଫୋରଣ: ୪ ମୃତ, ୩ ଆହତ

ନ୍ୟୁୟର୍କ,୧୨।୧୦: ଆମେରିକାର ନ୍ୟୁୟର୍କରେ ଥିବା ଏକ ପ୍ରାଇଭେଟ କ୍ଲବରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

7 years ago

ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’: ଜଣେ ମୃତ, ୭୦ ଆହତ

ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ କରିବା…

7 years ago

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଘଣ୍ଟାରେ ଜଳୁଛି ୮ଶହ ଏକର; ଏକ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଲସ୍‌ ଏଞ୍ଜେଲ୍ସ୍‌,୧୨।୧୦: ଆମେରିକା କାଲିଫର୍ନିଆ ଜଙ୍ଗଲରେ ଗତ ଦୁଇଦିନ ତଳେ ଲାଗିଥିବା ନିଆଁ ଶନିବାର ଭୟଙ୍କର ରୂପ ନେଇଛି। ସୁରକ୍ଷା ଦୃଷ୍ଟିରୁ ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର…

7 years ago

୩୮ ବୋଇଂ ବିମାନରେ ଦେଖାଦେଲା ତ୍ରୁଟି

ନ୍ୟୁୟର୍କ,୧୨।୧୦: ବିମାନ ଓ ରକେଟ୍‌ ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ବୋଇଂ ଏରୋସ୍ପେଶ ଏବେ ପୁଣିଥରେ ଅଡୁଆରେ ପଡିଛି। ଗତବର୍ଷ ଅକ୍ଟୋବର ଓ ଚଳିତ ବର୍ଷ ମାର୍ଚ୍ଚରେ ଦୁର୍ଘଟଣା…

7 years ago

ସଙ୍କଟରେ ଆର୍ଥିକ ସ୍ଥିତି: ଲେବାନନ୍‌ରେ ସାମୁହିକ ବିବାହକୁ ପସନ୍ଦ କରୁଛନ୍ତି ଲୋକେ

ଜେରୁଜେଲମ୍‌,୧୨।୧୦: ଇସ୍ରାଏଲ୍‌ ସହିତ ୨୦୦୬ଠାରୁ ଲେବାନନ୍‌ର ଗୃହଯୁଦ୍ଧ ଲାଗି ରହିଛି। ଫଳରେ ଲେବାନନ୍‌ର ଆର୍ଥିକ ସ୍ଥିତି ଏବେ ସଙ୍କଟ ଜନକ ହୋଇଛି। ଲୋକଙ୍କ ପାଖରେ ଟଙ୍କା ନ…

7 years ago

ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ ବଢ଼ାଇବା…

7 years ago

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଅଭିଜ୍ଞ…

7 years ago

ଆଲେକ୍ସି ଲିଓନୋଭ୍‌ଙ୍କ ପରଲୋକ

ମସ୍କୋ,୧୨ା୧୦: ୧୯୬୫ରେ ସ୍ପେସ୍‌ଓ୍ବାକ୍‌ (ମହାକାଶରେ ପଦଚାରଣ) କରିବାରେ ପ୍ରଥମ ବ୍ୟକ୍ତି ସୋଭିଏଟ୍‌ ଯୁଗର ମହାକାଶଚାରୀ ଆଲେକ୍ସି ଲିଓନୋଭ୍‌ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା।…

7 years ago

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତି ନୋବେଲ ପୁରସ୍କାର

ଷ୍ଟକହୋମ୍‌,୧୧।୧୦: ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲିଙ୍କୁ ଶାନ୍ତି ପାଇଁ ୨୦୧୯ର ନୋବେଲ ପୁରସ୍କାର ଦିଆଯାଇଛି। ଇଥିଓପିଆର ଚୀର ଶତ୍ରୁ ଇରିଟ୍ରିଆ ସହ ଚାଲିଥିବା ସଂଘର୍ଷର ସରଳ…

7 years ago