ଅନ୍ତର୍ଜାତୀୟ

ଇସ୍ତଫା ଦେଇପାରନ୍ତି ବେଲାରୁସ ରାଷ୍ଟ୍ରପତି

ମିନ୍ସକ,୨୯ ।୧୧: ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲାକାଶୋକେ ନିକଟରେ ତାଙ୍କ ପଦ ଛାଡି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ସେ ଗତ ୨୬ ବର୍ଷ ହେବ…

5 years ago

ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!

ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା ।…

5 years ago

ଲକ୍‌ଡାଉନ୍‌କୁ ବିରୋଧ: ୧୫୫ ଗିରଫ

ଲଣ୍ଡନ,୨୯।୧୧: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ରେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ଡିସେମ୍ବର ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ…

5 years ago

ଓ୍ବାର୍କ ଆଟ୍‌ ହୋମ୍‌ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ

ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍‌ ହୋମ୍‌) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି କାମ…

5 years ago

ବର୍ବରତାର ସମସ୍ତ ସୀମା ପାର କଲା ବୋକୋ ହରମ 

ଅବୁଜା,୨୯ ।୧୧: ନାଇଜେରିଆରେ ବୋକୋ ହରମ ଧାନ କ୍ଷେତରେ କାମ କରୁଥିବା ପାଖାପାଖି ୪୩ ଜଣ ମଜୁରିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହାସହ…

5 years ago

ମହଙ୍ଗା ପଡିଲା ଲକ୍‌ଡାଉନ ଅନୁଭୂତି ଶେୟାର କରିବା!

ବେଜିଂ,୨୮ ।୧୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କୁହାଯାଏ ।…

5 years ago

ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ

ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍‌ ପଦାର୍ଥ ଅକାମୀ ହେବା ପରେ…

5 years ago

ପାକିସ୍ତାନର ପ୍ରଥମ କିନ୍ନର ହେଲେ ଓକିଲ: କେବେ ଭିକ ମାଗିବାକୁ ହୋଇଥିଲେ ବାଧ୍ୟ

ଇସ୍‌ଲାମାବାଦ,୨୮।୧୧: ପାକିସ୍ତାନର ନିଶା ରାଓ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ କିନ୍ନର ଯିଏ ଓକିଲ ହୋଇଛନ୍ତି। ଦିନ ଥିଲା…

5 years ago

ଯୁଦ୍ଧ ପାଇଁ ଚାଇନାର ଅଣ୍ଟାଭିଡ଼ା: ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ବେଜିଂ,୨୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦେଶର ସୈନ୍ୟ ବାହିନୀଙ୍କ ଉଦ୍ଦେଶ୍ୟରେ ଦେଇଥିବା…

5 years ago

ଇରାନ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା ପଛରେ ଇସ୍ରାଏଲ୍‌ ହାତ ସନ୍ଦେହ

ତେହରାନ୍‌,୨୮।୧୧: ଇରାନ୍‌ର ଖ୍ୟାତି ସମ୍ପନ୍ନ ପରମାଣୁ ବୈଜ୍ଞାନିକ ମୋହସିନ୍‌ ଫଖରିଜାଦେହଙ୍କୁ ତେହରାନ୍‌ ନିକଟରେ ହତ୍ୟା କରାଯାଇଛି। ସେ କାର୍‌ରେ ଯାଉଥିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ଗୁରୁତର…

5 years ago