ଅନ୍ତର୍ଜାତୀୟ

ଫେସ୍‌ବୁକ୍‌ ପୋଷ୍ଟ ମାଧ୍ୟମରେ ସମ୍ଭାବ୍ୟ ଯୁଦ୍ଧ ତାରିଖ କହିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

କ୍ୱିଭ୍‌,୧୫।୨: ୟୁକ୍ରେନ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ୟୁକ୍ରେନକୁ ଘେଣିବା ପାଇଁ ରୁଷିଆ ଆକ୍ରମଣ ପାଇଁ ୧.୩୦ଲକ୍ଷ ସେନ୍ୟ ଓ ମିସାଇଲ ପ୍ରସ୍ତୁତ କରି ରଖିଛି।…

5 years ago

ସେନାର ଶକ୍ତି ବୃଦ୍ଧି କରୁଛି ଚାଇନା

ବେଜିଂ,୧୫ ।୨: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚାଇନାର ସାମରିକ ଶକ୍ତି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସାମରିକ ଉପକରଣର ଯୁଦ୍ଧ ପରୀକ୍ଷଣ ପାଇଁ…

5 years ago

ଆରଏସ୍‌ଏସ୍‌କୁ ନାଜିବାଦୀ ବୋଲି କହିଲେ ଇମ୍ରାନ

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ କଶ୍ମୀର ପ୍ରସଙ୍ଗକୁ ଟାର୍ଗେଟ କରିଛନ୍ତି । ସେ ଏଥର କହିଛନ୍ତି ଭାରତ-ପାକିସ୍ତାନ ସମ୍ପର୍କରେ ବାଧା ସଷ୍ଟି ପାଇଁ…

5 years ago

ଅଡୁଆରେ ଇମ୍ରାନ୍‌!

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଲଗାତାର ଭାବେ ତାଙ୍କ ବୈଦେଶିକ ନୀତିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ହେଲେ ଏଥର ସେ ଯେଉଁ କାରଣ…

5 years ago

ପସନ୍ଦର ଫୁଲ ଦେଲେନି ବୋଲି ମାଳିଙ୍କୁ ଏମିତି ସଜା ଦେଲେ ଉତ୍ତର କୋରିଆ ଶାସକ

ପ୍ୟୋଙ୍ଗୟୋଙ୍ଗ,୧୪।୨: ଉତ୍ତର କୋରିଆର କ୍ରୁର ଶାସକ ଭାବେ ପରିଚିତ କିମ ଜୋଙ୍ଗ ଉନ ପିତା କିମ ଜୋଙ୍ଗ ଇଲ୍‌ଙ୍କ ଜନ୍ମବାର୍ଷିକୀରେ ସ୍ମାରକ ଏବଂ ରାସ୍ତା ସଜାଇବା ପାଇଁ…

5 years ago

କାନାଡାରେ ୫୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗୁ ହେଲା ଏମରଜେନ୍ସି

ଓଟାୱା,୧୫ ।୨: କାନାଡାରେ କରୋନା ମହାମାରୀକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରି କରାଯାଉଥିବା ପ୍ରଦର୍ଶନକୁ ରୋକିବା ପାଇଁ ସେଠାରେ ସୋମବାରଠାରୁ ଏମରଜେନ୍ସି ଲାଗୁ କରାଯାଇଛି ।…

5 years ago

ବଢ଼ୁଛି ଯୁଦ୍ଧ ଆଶଙ୍କା

କ୍ୱିଭ୍‌, ୧୫ା୨:ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ସୀମାରେ…

5 years ago

ଗଛରେ ଝୁଲାଇ ପିଟିପିଟି ମାରିଦେଲେ

ଇସ୍‌ଲାମାବାଦ,୧୪।୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଧର୍ମଗ୍ରନ୍ଥ କୋରାନ ଚିରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରିଦେଇଛନ୍ତି। ଜଣେ ଲୋକ କୋରାନ ପୃଷ୍ଠା ଚିରିବା ସହ…

5 years ago

ଫ୍ରାଙ୍କ୍‌-ଓ୍ବାଲ୍‌ଟର ହେଲେ ପୁଣି ଜର୍ମାନୀର ରାଷ୍ଟ୍ରପତି

ବର୍ଲିନ,୧୪।୨: ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ୍‌-ଓ୍ବାଲ୍‌ଟର ଟେଇନମେଇର ରାଷ୍ଟ୍ରପତି ଭାବେ ୫ ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ସ୍ବତନ୍ତ୍ର ସଂସଦୀୟ ସଭାରେ ତାଙ୍କୁ ନିର୍ବାଚନ କରାଯାଇଛି। ପ୍ରମୁଖ…

5 years ago

ଅଷ୍ଟ୍ରେଲିଆ ଦୂତାବାସ ସ୍ଥାନାନ୍ତର

ସିଡ୍‌ନୀ,୧୪।୨: ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ଥିବା ଅଷ୍ଟ୍ରେଲିଆ ଦୂତାବାସକୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମ ୟୁକ୍ରେନର ଲଭିଭ୍‌ ସହରର ଏକ…

5 years ago