ଅନ୍ତର୍ଜାତୀୟ

୧୫ ଦିନରେ ୧୫ ଦେଶରେ ପହଞ୍ଚିଲା ମଙ୍କିପକ୍ଦ, ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଲା…

ଓ୍ବାଶିଂଟନ, ୨୬।୫ : କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ମଙ୍କିପକ୍ସ ଆତଙ୍କ ସୃଷ୍ଟି କରିଛି। ମାତ୍ର ୧୫ ଦିନରେ ଏହା ୧୫ଦେଶକୁ ବ୍ୟାପିଛି। ୟୁରୋପିଆନ୍‌ ୟୁନିଅନ୍‌…

4 years ago

୧୦ ଛୋଟ ଦେଶ ସହିତ ଚାଇନାର ବୁଝାମଣା ଯୋଜନାକୁ ବିସ୍ତାରବାଦୀ ନୀତି କହିଲା ଆମେରିକା…

ଓ୍ବାଶିଂଟନ/ବେଜିଂ, ୨୬।୫ : ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୦ଟି ଛୋଟ ଦେଶ ସହିତ ବୁଝାମଣା କରିବା ଯୋଜନା କରିଛି। ଏସବୁ ଦେଶର ସୁରକ୍ଷା ଠାରୁ ଆରମ୍ଭ…

4 years ago

ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇଲା…

ଇସଲାମାବାଦ, ୨୬।୫ : ପାକିସ୍ତାନର ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଅଟକାଇବା ବେଳେ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି।…

4 years ago

ମେଟ୍ରୋ ଷ୍ଟେଶନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ

ଇସଲାମାବାଦ,୨୬ ।୫: ପଡୋଶୀ ଦେଶ ପାକିସ୍ତାନରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ବିରୋଧର ନିଆଁରେ ଜଳୁଛି ପାକିସ୍ତାନ । ଶହବାଜ ସରକାରଙ୍କ ବିରୋଧରେ ଇମ୍ରାନ…

4 years ago

ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୧ ନବଜାତ ଶିଶୁ ଜୀବନ୍ତ ଦଗ୍ଧ…

ଡାକାର, ୨୬।୫ : ସେନେଗାଲର ଟିଓ୍ବାଉନେ ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୧ ନବଜାତ ଶିଶୁଙ୍କର…

4 years ago

ଇସଲାମାବାଦରେ ମୁତୟନ ହେଲେ ପାକିସ୍ତାନୀ ସେନା

ଇସଲାମାବାଦ,୨୬ ।୫: ପାକିସ୍ତାନ ସରକାର ଇସଲାମାବାଦରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସେଠାରେ ପାକିସ୍ତାନୀ ସେନା ଯବାନ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ବିଳମ୍ବିତ…

4 years ago

ଇମ୍ରାନ୍‌ଙ୍କ ଆଜାଦୀ ମାର୍ଚ୍ଚ

ଇସ୍‌ଲାମାବାଦ, ୨୬ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ୍‌ ଖାନ୍‌ ହଟିଯିବା ପରେ ଏବେ ପୁନର୍ବାର କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦେଶରେ ତୁରନ୍ତ ନିର୍ବାଚନ…

4 years ago

ଗନ୍‌ ପଲିଟିକ୍ସ: ଅସ୍ପଷ୍ଟ ଆଭିମୁଖ୍ୟ

ଓ୍ବାଶିଂଟନ୍‌, ୨୬ା୫: ଆମେରିକାରେ ବନ୍ଧୁକ ହିଂସା ଏକ ମହାମାରୀ ରୂପ ନେଇସାରିଛି । ଏହା ଆମ ପାଇଁ ଏକ ଆନ୍ତର୍ଜାତିକ ଲଜ୍ଜା। ବହୁତ ହୋଇଗଲାଣି। ଏବେ କାର୍ଯ୍ୟାନୁଷ୍ଠାନର…

4 years ago

କାବୁଲରେ ମସଜିଦ, ମିନି ବସରେ ୪ ବିସ୍ଫୋରଣ: ୧୬ ମୃତ

କାବୁଲ,୨୬ ।୫: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ମସଜିଦ ଓ ଉତ୍ତର ସହର ମଜାର-ଏ-ଶରିଫରେ ୩ ମିନି ବସରେ ହୋଇଥିବା ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ…

4 years ago

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ପରେ ପାକିସ୍ତାନରେ ହଟଚମଟ

ଇସଲାମାବାଦ୍‌,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ କୋର୍ଟ…

4 years ago