ଅନ୍ତର୍ଜାତୀୟ

ରହୁଥିବା ଠିକଣା କହିଲେ ଜେଲେନ୍‌ସ୍କି, ଶେୟାର କଲେ ଲୋକେଶନ୍‌

କ୍ୱିଭ୍‌, ୭ା୩: ୟୁକ୍ରେନ୍‌ ଉପରେ୧୩ ଦିନ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି। ନୋ-ଫ୍ଲାଏ…

4 years ago

ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…

ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ବଡ଼ ଝଟକା ଦେଇଛନ୍ତି।…

4 years ago

ଜାତିସଂଘର ସୁରକ୍ଷା ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ !…

ଜେନେଭା,୮।୩ : ଜାତିସଂଘର ନିରାପତ୍ତା ପରିଷଦ ପୃଥିବୀର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ସୁରକ୍ଷାର ଦାୟିତ୍ୱବୋଧ(ଆର୍‌ଟୁପି) ଅନ୍ତର୍ଗତ କୌଣସି ରାଷ୍ଟ୍ର ଉପରେ ଅନ୍ୟ…

4 years ago

ଆମେରିକା-ବ୍ରିଟେନ୍‌ ଉପରେ ବର୍ଷିଲେ ଜେଲେନସ୍କି, ୧୩ ଦିନ ଧରି ପାଶ୍ଚାତ୍ୟ ଦେଶ ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଆମେରିକା, ବ୍ରିଟେନ୍‌ ସମେତ ସମସ୍ତ ପାଶ୍ଚାତ୍ୟ ଦେଶଙ୍କ ଉପରେ ବର୍ଷିଛନ୍ତି। ଗତ ୧୩ ଦିନ ଧରି ପାଶ୍ଚାତ୍ୟ…

4 years ago

୩ ଲକ୍ଷ ନାଗରିକଙ୍କୁ ବନ୍ଧକ ରଖିଛି ରୁଷିଆ, ୟୁକ୍ରେନ୍‌ର ଅଭିଯୋଗ…

କ୍ୱିଭ୍‌,୮।୩ : ରୁଷିଆ ବିରୋଧରେ ୟୁକ୍ରେନ୍‌ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ ୩ ଲକ୍ଷ ନାଗରିକଙ୍କୁ ମାରିୟୁପୋଲ୍‌ଠାରେ ବନ୍ଧକ ରଖିଥିବା ୟୁକ୍ରେନ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।…

4 years ago

ଅଜ୍ଞାତ ସ୍ଥାନରେ ଲୁଚିଛନ୍ତି ଜେଲେନସ୍କି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି। ତାଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକାର ନୌସେନା ସିଲ ଏବଂ ବ୍ରିଟିଶ ଏସ୍‌ଏଏସ୍‌…

4 years ago

ତାଲିବାନ୍‌ ଶାସନରେ ୪୦୦ ନାଗରିକଙ୍କୁ ହତ୍ୟା…

କାବୁଲ,୮।୩ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଆରମ୍ଭ ହେବାଠାରୁ ଇତିମଧ୍ୟରେ ୪୦୦ ନାଗରିକଙ୍କୁ ହତ୍ୟା କରାଯାଇଛି। ଏସମ୍ପର୍କରେ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ…

4 years ago

ପେଟ୍ରୋଲ-ଡିଜେଲ ଦାମ ଦୁଇଗୁଣା ହେବା ଆଶଙ୍କା ଘନେଇଲା…

ନୂଆଦିଲ୍ଲୀ/ଓ୍ବାଶିଂଟନ/ମସ୍କୋ,୮।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାରରେକର୍ଡ ସ୍ତରରେ ପହଞ୍ଚିଛି। ୨୦୦୮ ଗତ ୧୪ ବର୍ଷ ପରେ…

4 years ago

ସୁମିରୁ ଆରମ୍ଭ ହେଲା ରେସକ୍ୟୁ ଅପରେଶନ: ଉଦ୍ଧାର ହେବେ ୭ଶହ ଭାରତୀୟ ଛାତ୍ର

କ୍ୱିଭ୍‌,୮।୩: ୟୁକ୍ରେନର ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ବାହାର କରିବା ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁମିରୁ ଫସି ରହିଥିବା ଡାକ୍ତରୀ ଛାତ୍ରମାନଙ୍କୁ ରେଡ୍‌ କ୍ରସ…

4 years ago

ଯୁଦ୍ଧର ବିଭୀଷିକା, ରାସ୍ତାରେ ମଣିଷ ମୃତଦେହ ଖାଉଛନ୍ତି କୁକୁର,୧୨ ହଜାର ରୁଷିଆ ସୈନ୍ୟ ମୃତ…

କ୍ୱିଭ୍‌/ମସ୍କୋ, ୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ୧୩ ଦିନ ଧରି ଜାରି ରହିଛି। ଯୁଦ୍ଧର ବିଭୀଷିକା ସମଗ୍ର ମାନବ ଜାତିଙ୍କୁ ପୁଣିଥରେ ମର୍ମାହତ କରିଛି। ୟୁକ୍ରେନ୍‌…

4 years ago