ଅନ୍ତର୍ଜାତୀୟ

ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ… 

ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ…

6 months ago

ପୁଣି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ପେଶାଓ୍ବର ଯାଉଥିବା ଟ୍ରେନରେ ବିସ୍ଫୋରଣ

ପେଶାଓ୍ବର,୧୦।୮: ରବିବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେଶନ ନିକଟରେ…

6 months ago

ଶେଷ ହୋଇନି ରୁଷିଆ-ୟୁକ୍ରେନ ଯୁଦ୍ଧ, ଆହୁରି ହେବ ଭୟଙ୍କର, ଜେଲେନ୍‌ସ୍କି କହିଲେ…

କ୍ୱିଭ୍‌,୧୦ା୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରୁଷିଆ ସେନା ଗତ ୮ ଘଣ୍ଟା ଧରି ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି।…

6 months ago

ହଠାତ୍‌ ପାକିସ୍ତାନରେ ଚହଳ, ଭାରତ କଲା…

ନୂଆଦିଲ୍ଲୀ,୧୦।୮: ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବା ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତୀୟ ବିମାନ ପାଇଁ ଏୟାରସ୍ପେସ…

6 months ago

ଟ୍ରମ୍ପଙ୍କ ଟାରିଫକୁ ଦେଖି ଆମେରିକା ମନ୍ତ୍ରୀ କହିଲେ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ

ଓ୍ବାଶିଂଟନ,୯।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଭାରତ ଏବଂ ଆମେରିକା ମଧ୍ୟରେ…

6 months ago

ଭାରତ ଭଳି ଜବାବ ଦେଲା ଚାଇନା, ରୁଷିଆ ତେଲକୁ ନେଇ କହିଲା ଏମିତି କଥା

ବେଜିଂ,୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଟ୍ରମ୍ପ ପ୍ରଥମେ ଭାରତ ଉପରେ ମୋଟ ୫୦ ପ୍ରତିଶତ…

6 months ago

ପୁଟିନଙ୍କ ସହ ସାକ୍ଷାତ ପୂର୍ବରୁ ବଡ଼ ଝଟକା ଦେଲେ ଟ୍ରମ୍ପ, ଦୁଇ ଶତ୍ରୁ ଦେଶଙ୍କୁ କଲେ ଏକାଠି

ଓ୍ବାଶିଂଟନ,୯।୮: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ଆମେରିକାର ମଧ୍ୟସ୍ଥତାରେ ଆଜରବାଇଜାନ ଏବଂ ଆର୍ମେନିଆ ଏକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି…

6 months ago

ଗାଜା ଦଖଲ ଯୋଜନାକୁ ଇସ୍ରାଏଲ୍‌ର ମଞ୍ଜୁରୀ

ଜେରୁଜେଲମ୍‌,୯ା୮ : ଗାଜାର ଶାସକ ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ୨୨ ମାସ ଧରି ଯୁଦ୍ଧ ଚଳାଇଥିବା ଇସ୍ରାଏଲ୍‌ ଏବେ ଗାଜା ସିଟିକୁ ସମ୍ପୂର୍ଣ୍ଣ ସେନା ଅକ୍ତିଆରକୁ ନେବା…

6 months ago

ଏହି ଦିନ ହେବ ଟ୍ରମ୍ପ-ପୁଟିନଙ୍କ ଭେଟ: ତାରିଖ, ସ୍ଥାନ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୯।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଅଗଷ୍ଟ, ୨୦୨୫ରେ ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି…

6 months ago

ଭାରତ ଉପରେ ଟାରିଫ୍‌ ଲାଗିବା ପରେ ପାକିସ୍ତାନର ଲାଗିଗଲା ଲଟେରୀ, ହେଲା ବଡ଼ ଫାଇଦା

ୱାଶିଂଟନ,୯।୮: ଆମେରିକା ଭାରତ ଉପରେ ଟାରିଫ୍‌ ଲାଗୁ କରିଛି। ଏହି ଟାରିଫ୍‌ ଯୋଗୁଁ ଭାରତର ବ୍ୟବସାୟୀମାନେ ଚିନ୍ତିତ ଥିବା ବେଳେ, ପାକିସ୍ତାନ ବଲ୍ଲେ ବଲ୍ଲେ ହୋଇଯାଇଛି। ପଞ୍ଜାବ…

6 months ago