ଅନ୍ତର୍ଜାତୀୟ

ସମ୍ପର୍କୀୟଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କଲେ ପରିବାର ଲୋକେ

ଜେରୁଜେଲମ୍‌,୧୭ା୧୧: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରିବାର ନାଁ ନେଉନି। ବରଂ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି।…

6 months ago

ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ, ୧୮ ମୃତ

ଜେରୁଜେଲମ,୧୭।୧୧: ଗାଜାର ଜବାଳିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ୱାଫା ନ୍ୟୁଜ ଏଜେନ୍ସିର ରିପୋର୍ଟ…

6 months ago

ଫିଲିପାଇନ୍ସରରେ ଭୂକମ୍ପ ଝଟକା

ମାନିଲା,୧୭।୧୧: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟକା। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫ୍‌ଜି) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି।…

6 months ago

ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ

ସନା,୧୭।୧୧: ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ମୂଳବାସିନ୍ଦା ମଲୟାଲୀ ନର୍ସ ନିମିଷା ପ୍ରିୟା ଫସିବାରେ ଲାଗିଛନ୍ତି। ଏହି ମାମଲାରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ…

6 months ago

ବାଇଡେନଙ୍କ ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ କହିବା ତାଙ୍କ ମନ୍ତ୍ରୀଙ୍କୁ ଆସିଲାନି ପସନ୍ଦ

ଓ୍ବାଶିଂଟନ୍‌,୧୭।୧୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୁଧବାର ପ୍ରାୟ ଚାରି ଘଣ୍ଟା ଧରି ଏକ ବୈଠକ ହୋଇଥିଲା, କିନ୍ତୁ…

6 months ago

ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ

ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ…

6 months ago

ହମାସ୍‌ ନେତାଙ୍କ ଘର ଉଡ଼ାଇଦେଲା ଇସ୍ରାଏଲ

ଇସ୍ରାଏଲୀ ସୈନ୍ୟମାନେ ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କ ଗାଜାସ୍ଥିତ ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ତାଙ୍କ ବାସଭବନ ଧ୍ୱସ୍ତବିଧ୍ୱସ୍ତ ହେବାବେଳର ଭିଡିଓକୁ ସେମାନେ ଶେୟାର କରିଛନ୍ତି।…

6 months ago

ଆମେରିକୀୟଙ୍କୁ ଲାଡେନ୍‌ଙ୍କ ଚିଠି ଭାଇରାଲ

ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଟିକ୍‌ଟକ୍‌ ଭିଡିଓରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ-ହମାସ୍‌ ଯୁଦ୍ଧବେଳେ ‘ଅକୁପେଶନ୍‌ ଅଫ୍‌ ଆଓ୍ବାର ପାଲେଷ୍ଟାଇନ୍‌’ ଲେଖାଥିବା…

6 months ago

ପୁଣି ଭାରତକୁ ନାଲିଆଖି ଦେଖାଇଲା କାନାଡ଼ା

ଓଟାଓ୍ବା,୧୭।୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା-ଭାରତ ସମ୍ପର୍କର ତିକ୍ତତା କମିବାର ନାଁ ଧରୁନି। ସମ୍ପ୍ରତି ବ୍ୟବସାୟ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ…

6 months ago

ୟୁଏଇରେ ୪୫ କୋଟି ଟଙ୍କାର ଲଟେରୀ ଜିତିଲେ ଭାରତୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି।…

6 months ago