ଅନ୍ତର୍ଜାତୀୟ

ଅଭିନେତ୍ରୀଙ୍କୁ ଗିରଫ କଲା ଇରାନ

କାଇରୋ,୧୯।୧୨: ଇରାନ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବାବେଳେ ମିଥ୍ୟାର ପ୍ରସାର କରୁଥିବା ଅଭିଯୋଗରେ ଦେଶର ଖ୍ୟାତନାମା ଅଭିନେତ୍ରୀ ତାରାନେହ ଆଲିଦୁସ୍ତିଙ୍କୁ ଗିରଫ କରାଯାଇଛି। ଓସ୍କାର ବିଜୟୀ…

4 years ago

ପ୍ରଧାନମନ୍ତ୍ରୀ ହେବାକୁ ପ୍ରଚଣ୍ଡ ଆଗ୍ରହୀ

କାଠମାଣ୍ଡୁ ,୧୯।୧୨: ସିପିଏନ୍‌-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ ରବିବାର ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଭେଟିଛନ୍ତି। ସେ ନୂଆ ସରକାରରେ ପ୍ରଧାନମନ୍ତ୍ରୀ…

4 years ago

ଇସ୍ତଫାପତ୍ର ଲେଖିଛନ୍ତି ପୋପ୍‌

ରୋମ୍‌,୧୯।୧୨: ୨୦୧୩ରେ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଇସ୍ତଫା ପତ୍ର ଲେଖି ରଖିଥିବା ସଦ୍ୟ ସାକ୍ଷାତ୍‌କାରରେ କହିଛନ୍ତି। ଆଗାମୀ ଦିନରେ…

4 years ago

ଆସନ୍ତା ମାସରୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଫେରି ସେବା

କଲମ୍ବୋ,୧୯ ।୧୨: ଭାରତ ଓ ଶ୍ରୀଲଙ୍କା ଆସନ୍ତା ମାସରୁ ଶ୍ରୀଲଙ୍କାର ଜାଫନା ଜିଲାରେ କାଂକେସଂତୁରଇ ବନ୍ଦର ଓ ପୁଡୁଚେରୀ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ କରିବେ…

4 years ago

ସାତ ଦିନ ମଧ୍ୟରେ ସରକାର ଗଠନ କରନ୍ତୁ ରାଜନୈତିକ ଦଳ, ରାଷ୍ଟ୍ରପତି ଭଣ୍ଡାରି ଦେଲେ ଅଲଟିମେଟମ

କାଠମାଣ୍ଡୁ,୧୯ ।୧୨: ନେପାଳରେ ନିର୍ବାଚନ ସରିଥିଲେ ବି ଏବେ ପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇପାରି ନାହିଁ । ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନେପାଳର…

4 years ago

ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ

କାବୁଲ ,୧୮।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲର ଉତ୍ତରରେ ଥିବା ସଲଙ୍ଗ ଟନେଲ୍‌ରେ ଏକ ଇନ୍ଧନ ଟ୍ୟାଙ୍କର ଶନିବାର ରାତିରେ ବିସ୍ଫୋରଣ ହେବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିବା…

4 years ago

ମୁଁ ନରେନ୍ଦ୍ର ମୋଦି, ଆରଏସଏସକୁ କରେ ନାହିଁ ଭୟ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ୍‌,୧୮।୧୨: ଜାତିସଂଘରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ବିରୋଧ କରାଯାଉଛି।…

4 years ago

ପୋଲିସ ଗାଡି ଉପରକୁ ବୋମା ମାଡ: ୮ ପୋଲିସକର୍ମୀ ମୃତ୍ୟୁ

ବାଗଦାଦ,୧୮।୧୨: ଇରାକ ରାଜଧାନୀ ବାଗଦାଦଠାରୁ ପ୍ରାୟ ୨୩୮ କିଲୋମିଟର ଦୂର ତୈଳ ସମୃଦ୍ଧ କିରକୁକ ସହରରେ ଫେଡେରାଲ ପୋଲିସ କର୍ମଚାରୀଙ୍କ ଏକ ଗାଡି ଉପରକୁ ବୋମା ମାଡ…

4 years ago

ତାଇଓ୍ବାନରେ ସୈନ୍ୟ ସଙ୍କଟ…

ତାଇପେ,୧୮।୧୨ : ଯେଉଁ ସମୟରେ ଚାଇନାର ଆକ୍ରୋଶର ଆଶଙ୍କା ବଢୁଛି, ତାଇୱାନ ଏକ ଭିନ୍ନ ପ୍ରକାରର ଆହ୍ବାନର ସମ୍ମୁଖୀନ ହେଉଛି। ଦେଶର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ…

4 years ago

‘ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ ମୋଦିଙ୍କ ମତ’

ଓ୍ବାଶିଂଟନ,୧୮ା୧୨: ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ନିର୍ଦ୍ଦେଶକ ବିଲ୍‌ ବର୍ନସ କହିଛନ୍ତି, ପରମାଣୁ ଅସ୍ତ୍ର ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତ ୟୁକ୍ରେନ ଯୁଦ୍ଧ ସମୟରେ…

4 years ago