ଅନ୍ତର୍ଜାତୀୟ

ନେପାଳରେ ହିମସ୍ଖଳନ: ୮ ଜଣ ବରଫ ତଳେ ରହିଥିବା ଆଶଙ୍କା…

କାଠମାଣ୍ଡୁ,୨।୫ : ନେପାଳର ଦାର୍ଚୁଲା ଜିଲାରେ ହିମସ୍ଖଳନ ଘଟିଛି। ଏହି ଘଟଣାରେ ୮ ଜଣ ବରଫ ତଳେ ରହିଥିବାର ଆଶଙ୍କା ରହିଛି। ପୋଲିସ କହିଛି, ସେମାନଙ୍କର ସନ୍ଧାନ…

3 years ago

ଖେବର ପଖତୁନଖ୍ବାରେ ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି କମାଣ୍ଡର ବି ସାମିଲ

ପେଶାଓ୍ବର,୨।୫: ପାକିସ୍ତାନ ସୁରକ୍ଷାକର୍ମୀ ଦେଶର ଅଶାନ୍ତ ଅଞ୍ଚଳ ଖେବର ପଖତୁନଖ୍ବାରେ ଭିନ୍ନ ଭିନ୍ନ ଗୁଇନ୍ଦା ଆଧାରିତ ଅଭିଯାନରେ ଜଣେ କୁଖ୍ୟାତ ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) କମାଣ୍ଡର ଓ ଦୁଇ…

3 years ago

ତାଜିକିସ୍ତାନରେ ୫.୧ ତୀବ୍ରତାର ଭୂକମ୍ପ

ଦୁଶାଂବେ,୨।୫: ତାଜିକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୧। ନେଶନାଲ ସେଣ୍ଟର ଫର ସସ୍ମୋଲୋଜି ପକ୍ଷରୁ ଏହି ସୂଚନା…

3 years ago

ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ…

3 years ago

ରାଜ କପୁରଙ୍କ ମହଲର ମାଲିକାନା ଆବେଦନ ଖାରଜ…

ଇସଲାମାବାଦ,୨।୫ : ବଲିଉଡ କିମ୍ବଦନ୍ତୀ ରାଜ କପୁରଙ୍କ ମହଲର ମାଲିକାନା ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ ପେଶୱାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ପେଶୱାରରେ ଅବସ୍ଥିତ ଏହି…

3 years ago

କ୍ୱାଡ଼ରେ ନୂଆ ସଦସ୍ୟ ଅନ୍ତର୍ଭୁକ୍ତ କରିବାର ଯୋଜନା ଏବେ ନାହିଁ…

ଓ୍ବାଶିଂଟନ,୨।୫ : ଚଳିତ ମାସ ଶେଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ପୂର୍ବରୁ ହ୍ବାଇଟ ହାଉସ କହିଛି, କ୍ୱାଡରେ ନୂତନ ସଦସ୍ୟ ସାମିଲ…

3 years ago

୫ ମାସରେ ୨୦ ହଜାର ରୁଷିଆ ସୈନିକ ମୃତ, ୮୦ ହଜାରରୁ ଅଧିକ ଆହତ: ଆମେରିକା…

ଓ୍ବାଶିଂଟନ,୨।୫ : ପୂର୍ବ ୟୁକ୍ରେନରେ ବିଶେଷ କରି ବାଖମୁଟରେ ପାଞ୍ଚ ମାସ ଧରି ଚାଲିଥିବା ଯୁଦ୍ଧରେ ୨୦ ହଜାରରୁ ଅଧିକ ରୁଷିଆ ସୈନିକଙ୍କର ମୃତ୍ୟୁ ଘଟିଛି ଏବଂ…

3 years ago

ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ…

କାଲିଫର୍ନିଆ,୨।୫ : କାଲିଫର୍ନିଆ ମାଉଣ୍ଟେନ ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଅଧିକାରୀ ଏହି ସୂଚନା…

3 years ago

ବିଲାଓ୍ବଲ ଭୁଟ୍ଟୋଙ୍କ ଭଉଣୀ ନିକାହ ପରେ କରାଚି ହିନ୍ଦୁ ମନ୍ଦିରରେ କଲେ ଦର୍ଶନ, ସୋସିଆଲ ମିଡିଆରେ ହଇଚଇ

କରାଚି,୨।୫: ଲେଖକ, ସମାଜିକ କର୍ମୀ ଓ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜୁଲଫିକାର ଅଲି ଭୁଟ୍ଟୋଙ୍କ ନାତୁଣୀ ଫାତିମା ଭୁଟ୍ଟୋ ନିକାହ ପରେ ହିନ୍ଦୁ ମନ୍ଦିର ଦର୍ଶନ…

3 years ago

କାନାଡାରେ ମିଶନ ମିଲେଟ ଏବଂ ସ୍ବରାଜ ଏକ ଗାଥା ଆୟୋଜନ, ଭାରତୀୟ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ସାମିଲ

ଟୋରୋଣ୍ଟୋ,୨।୫: କାନାଡାର ସହର ଟୋରୋଣ୍ଟୋରେ ‘ରେଡିଓ ଡିସୁମ’ ଓ ‘କନସଲେଟ ଜେନରାଲ ଅଫ ଇଣ୍ଡିଆ, ଟୋରୋଣ୍ଟୋ’ର ସହଯୋଗରେ ପ୍ରଥମ କରି ‘ ମିଲେଟ ମେଳା’ ଓ ‘ସ୍ବରାଜ-ସ୍ବତନ୍ତ୍ରତା…

3 years ago