ଅନ୍ତର୍ଜାତୀୟ

ରାଷ୍ଟ୍ରପତିଙ୍କ ପୁଅ ଗିରଫ, ନିର୍ବାଚନ ପ୍ରଚାର ସମୟରେ ଡ୍ରଗ୍ସ ବେପାରୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ

ବୋଗୋଟା,୩୦।୭: କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ପୁଅକୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ, ରାଷ୍ଟ୍ରପତିଙ୍କ ପୁଅ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ବେଆଇନ ଭାବେ…

3 years ago

ଆଣ୍ଟାର୍କଟିକାରେ ଭାଙ୍ଗିଲା ୪୫ ବର୍ଷର ରେକର୍ଡ, ଜମାଟ ବାନ୍ଧିଲା ନାହିଁ ବରଫ

ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଅନେକ ଦେଶ ପାଣିପାଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ବନ୍ୟା, କେଉଁଠାରେ ବଢୁଛି ତାପମାତ୍ରା। ଏହାରି ଭିତରେ ଏକ…

3 years ago

ଅବମାନନା ମାମଲାରେ ଇମ୍ରାନଙ୍କ ଉପରେ ଅଗଷ୍ଟ ୨ରେ ହେବ ଶୁଣାଣି, ହାଜର ହେବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ଇସଲାମବାଦ,୩୦।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କୁ ଅବମାନନା ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଅଗଷ୍ଟ ୨ରେ ଏହି ମାମଲାର ଶୁଣାଣି…

3 years ago

୮ ମାସ ପରେ ଆକ୍ଟିଭେଟ୍‌ ହେଲା ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର୍‌ ଆକାଉଣ୍ଟ

ଓ୍ବାଶିଂଟନ୍‌,୩୦।୭: ଲୋକପ୍ରିୟ ଆମେରିକୀୟ ରାପର୍‌ କାନୟେ ୱେଷ୍ଟଙ୍କ ଟ୍ବିଟର ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭେଟ୍‌ କରାଯାଇଛି। କାନୟେଙ୍କ ଆକାଉଣ୍ଟ ଟ୍ବିଟର୍‌ ପ୍ଲାଟଫର୍ମରେ ‘ୟେ’ ନାମରେ ଜଣାଶୁଣା। ପ୍ରାୟ ଆଠ…

3 years ago

ବାଂଲାଦେଶର ୪ଟି ଅଞ୍ଚଳରେ ବୋମା ବିସ୍ଫୋରଣ, ୬ଟି ବୋମାକୁ ନିଷ୍କ୍ରୟ କଲା ଟିମ୍‌

ଢାକା,୩୦।୭: ବାଂଲାଦେଶର ୪ଟି ଇଲାକାରେ ବିସ୍ଫୋରଣ ହୋଇଛି। ରାଜଧାନୀ ଢାକା ସହରର ମୁଖ୍ୟ ବଜାର ଅମିନାବଜାର ଏବଂ ସାଭରରେ ୪ଟି ବିସ୍ଫୋରଣ ଘଟିଛି। ଏଥିସହ ଢାକା ପୋଲିସ…

3 years ago

ଗିରଫଦାରୀକୁ ପୁଟିନଙ୍କ ଭୟ…

ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ୟୁକ୍ରେନ୍‌ ଯୁଦ୍ଧ ଅପରାଧ, ଶିଶୁମାନଙ୍କୁ ବେଆଇନ…

3 years ago

ପୋଲାଣ୍ଡ ସୀମାରେ ଓ୍ବାଗନର ଗ୍ରୁପ୍‌: ହାଇବ୍ରିଡ ଆକ୍ରମଣ ଆଶଙ୍କା…

ଓ୍ବାର୍ସୋ,୩୦।୭ : ବେଲାରୁଷକୁ ଯାଇଥିବା ରୁଷିଆ ଭଡ଼ାଟିଆ ସୈନ୍ୟ ୱାଗନର୍‌ ଗ୍ରୁପର ୧୦୦ ସଦସ୍ୟ ପୋଲାଣ୍ଡ ସୀମାକୁ ମୁହାଁ ହୋଇଛନ୍ତି ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ…

3 years ago

ରୁଷିଆ ଉପରେ ଡ୍ରୋନ ମାଡ଼ କଲା ୟୁକ୍ରେନ

ମସ୍କୋ,୩୦ା୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆର ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ମଧ୍ୟ ପ୍ରତିଶୋଧ…

3 years ago

ଆମେରିକାରେ ରାଷ୍ଟ୍ରପତି ଦୌଡ଼ରେ ୩ ମୂଳ ଭାରତୀୟ ପ୍ରାର୍ଥୀ…

ଓ୍ବାଶିଂଟନ,୩୦।୭ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବେଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଯାଉଛି।…

3 years ago

ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ଆଶଙ୍କା ମଧ୍ୟରେ…

ମସ୍କୋ,୩୦।୭ : ଭାରତ ଚଳିତ ୨୦୨୩ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରୁଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା…

3 years ago