ଅନ୍ତର୍ଜାତୀୟ

ସାରା ବିଶ୍ୱରେ ପୁଣି ମୋଦିଙ୍କ ଚର୍ଚ୍ଚା, ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ପଛରେ ପକାଇଲେ ଏହି ସୁପରପାଓ୍ବାର୍ସଙ୍କୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫: ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ଏଥର ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟପରେ ଦେଖିବାକୁ ମିଳିଛି। ଆମେରିକା ସ୍ଥିତ କନସଲଣ୍ଟିଂ ଫର୍ମ ‘ମର୍ନିଂ କନସଲ୍ଟ’ର ଏକ ସର୍ଭେ ଅନୁଯାୟୀ…

3 years ago

ଜାପାନରେ ଫୁମିଓ କିଶିଦାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣରେ ଶୁକ୍ରବାର…

3 years ago

ମୋଚା ତାଣ୍ଡବ ମ୍ୟାନ୍‌ମାରରେ ୧୪୫ ମୃତ

ବ୍ୟାଙ୍କକ୍‌, ୨୦।୫: ବାତ୍ୟା ମୋଚା ପ୍ରଭାବରେ ମ୍ୟାନ୍‌ମାରରେ ଅଦ୍ୟାବଧି ୧୪୫ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୧୧୭ ରୋହିଙ୍ଗ୍ୟା ମୁସଲମାନ ରହିଛନ୍ତି। ମ୍ୟାନ୍‌ମାରର ରାଖିନରେ ମୋଚା ଯୋଗୁ…

3 years ago

ଜି୭ରେ ରୁଷିଆ ବିରୋଧୀ ରଣନୀତି

ହିରୋଶିମା,୨୦ା୫: ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗଣତନ୍ତ୍ରଗୁଡ଼ିକର ନେତାମାନେ ଶୁକ୍ରବାର ଜାପାନର ହିରୋଶିମା ସହରରେ ଏକାଠି ହୋଇଛନ୍ତି। ୟୁକ୍ରେନ୍‌ ଉପରେ ୧୫ ମାସ ଧରି ଆକ୍ରମଣ ଜାରି ରଖିଥିବା ରୁଷିଆକୁ…

3 years ago

ଜାପାନର ହିରୋସୀମାରେ ପହଞ୍ଚିଲେ ମୋଦି, ଜି-୭ ସମ୍ମିଳନୀରେ ଭାଗ ନେବେ

ଟୋକିଓ/ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜାପାନର ହିରୋସୀମାରେ ପହଞ୍ଚିଛନ୍ତି। ମୋଦି କହିଛନ୍ତି   ଜି-୭ ସମ୍ମିଳନୀରେ ଭାଗ ନେବା ସହ…

3 years ago

ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ରଖିଥିବା ଭାରତୀୟ ମହିଳାଙ୍କର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ମୃତ୍ୟୁ

କାଠମାଣ୍ଡୁ,୧୯।୫: ନେପାଳର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ରୋଗଗ୍ରସ୍ତ ହେବାରୁ ଜଣେ ୫୯ ବର୍ଷୀୟା ଭାରତୀୟ ପର୍ବତାରୋହୀଙ୍କର ଗୁରୁବାର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏହି ମହିଳା ପର୍ବତାରୋହୀ…

3 years ago

ପେଶାଓ୍ବର ବୋମା ବିସ୍ଫୋରଣରେ ଜଣେ ମୃତ ୩ ଆହତ

ପେଶାଓ୍ବର,,୧୯।୫: ପାକିସ୍ତାନର ଖେବର ପଖତୁନଖ୍ବା ଅଞ୍ଚଳରେ ରାଜଧାନୀ ପେଶାଓ୍ବରରେ ଏକ ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।…

3 years ago

ଇମ୍ରାନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଇସଲାମାବାଦ,୧୯।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଣ୍ଟି ଟୋରୋରିଜିମ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହିଂସା ମାମଲାରେ ଇମ୍ରାନଙ୍କୁ ଜୁନ ୨ ପର୍ଯ୍ୟନ୍ତ ଅନ୍ତରୀଣ…

3 years ago

ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ: ସୁନାମି ଆଶଙ୍କା

କାଲେଡୋନିଆ,୧୯।୫: ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ ପରେ ଆଖପାଖ ଦ୍ୱୀପ ତଥା ମାଳଦ୍ୱୀପ ଅଞ୍ଚଳରେ ସୁନାମି ହେବାର ଆଶଙ୍କା ବଢାଇ ଦେଇଛି। ଯେଉଁଥି ପାଇଁ ସ୍ଥାନୀୟ…

3 years ago

ବଢ଼ୁଛି ଅଟ୍ଟାଳିକା ଭାର, ଦବୁଛି ମାନ୍‌ହାଟ୍ଟନ୍‌

ନ୍ୟୁୟର୍କ, ୧୯।୫: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନଭଶ୍ଚୁମ୍ବି ଅଟ୍ଟାଳିକା ପାଇଁ ନ୍ୟୁୟର୍କ ଖୁବ୍‌ ଖ୍ୟାତ। କିନ୍ତୁ ଯେଉଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ବହୁ…

3 years ago