ଅନ୍ତର୍ଜାତୀୟ

ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଲେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ,୧।୫: ପଡୋଶୀ ଦେଶ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି। ତାଙ୍କର ଛାତି ସମ୍ବନ୍ଧୀୟ ରୋଗ…

3 years ago

ଜିକା ଭାଇରସ ପାଇଁ ଏହି ଦେଶରେ ଆରମ୍ଭ ହେଲା ପ୍ରଥମ ମାନବ ପରୀକ୍ଷଣ

ଲଣ୍ଡନ,୧।୫: କରୋନା ଭାଇରସ ପୂର୍ବରୁ ଦେଶରେ ଭୟାବହ ସୃଷ୍ଟି କରିଥିବା ଜିକା ଭାଇରସ ପାଇଁ କୌଣସି ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରାଯାଇ ନାହିଁ। ତେବେ ବର୍ତ୍ତମାନ ଏହାର…

3 years ago

ବିଦ୍ୟୁତ ସରବରାହ ବନ୍ଦ: ୪୦ ବିମାନର ଉଡାଣ ବାତିଲ…

ମାନିଲା,୧।୫ : ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦରରେ…

3 years ago

ପାଠ ପଢ଼ାଇବେ ଜ୍ୟାକ୍‌ ମା

ଟୋକିଓ,୧ା୫: ‘ଆଲିବାବା ଗ୍ରୁପ୍‌ ହୋଲ୍ଡିଂ ଲିମିଟେଡ’ର ସହ-ପ୍ରତିଷ୍ଠାତା ତଥା ଚାଇନା ବିଲିୟନେୟାର୍‌ ଜ୍ୟାକ୍‌ ମା’ ‘ୟୁନିଭର୍ସିଟି ଅଫ୍‌ ଟୋକିଓ’ର ‘ଟୋକିଓ କଲେଜ’ରେ ଗବେଷଣା କରିବା ସହିତ ପିଲାଙ୍କୁ…

3 years ago

ମେ’ ୬ରେ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ, ଲୋକେ ନେବେ ରାଜପରିବାର ପ୍ରତି ନିଷ୍ଠାର ଶପଥ…

ଲଣ୍ଡନ,୧।୫ : କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ମେ ୬ ରେ ରାଜ୍ୟାଭିଷେକ ହେବାକୁ ଯାଉଛି। ଏହା ପରେ ଚାଲର୍‌ସ ଆନୁଷ୍ଠାନିକ ଭାବରେ ବ୍ରିଟେନର…

3 years ago

ଏସ୍‌ସିଏସ୍‌ରେ ଔଦ୍ଧତ୍ୟ ଦେଖାଅନି

ଓ୍ବାଶିଂଟନ୍‌,୧ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ର ବିବାଦୀୟ ଜଳରାଶିରେ ଔଦ୍ଧତ୍ୟ ନ ଦେଖାଇବାକୁ ଆମେରିକା ପକ୍ଷରୁ ଚାଇନାକୁ ତାଗିଦ୍‌ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର…

3 years ago

ଆଇଏସ୍‌ଆଇଏସ୍‌ ମୁଖ୍ୟଙ୍କୁ ହତ୍ୟା

ଆଙ୍କାରା,୧ା୫: ସିରିଆରେ ଆଇଏସ୍‌ଆଇଏସ୍‌ ମୁଖ୍ୟ ଆବୁ ହୁସେନ ଅଲ-କୁରେଶୀଙ୍କୁ ହତ୍ୟା କରାଯାଇଥିବା ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି। ସେ କହିଛନ୍ତି, ‘ମୁଁ ପ୍ରଥମ ଥର ଏଠାରେ ଏଠାରେ…

3 years ago

ଦୁଇ ବିମାନ ଧକ୍କା: ୪ ମୃତ

ମାଡ୍ରିଡ୍‌,୧ା୫: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍‌ ବିମାନ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା…

3 years ago

୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ…

ଲଣ୍ଡନ,୩୦।୪ : ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି ୨୦୨୫ ସୁଦ୍ଧା ଭାରତୀୟ…

3 years ago

ଆମେରିକାରେ ସାଇବର କର୍ମଚାରୀଙ୍କ ଅପେକ୍ଷା ୫୦ ପ୍ରତିଶତ ଅଧିକ ଚାଇନା ହ୍ୟାକର: ଏଫବିଆଇ ରିପୋର୍ଟ…

ଓ୍ବାଶିଂଟନ,୩୦।୪ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ)ର ନିର୍ଦ୍ଦେଶକ କ୍ରିଷ୍ଟୋଫର୍‌ ରେ ଏକ ବଡ଼ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଚାଇନାର ହ୍ୟାକରଙ୍କ…

3 years ago