ଅନ୍ତର୍ଜାତୀୟ

କେପ ଭର୍ଡେରେ ମଝି ସମୁଦ୍ରରେ ଡଙ୍ଗା ବୁଡ଼ି: ୬୩ରୁ ଅଧିକ ମୃତ…

ପ୍ରାଲା,୧୭।୮ : ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଉପକୂଳରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ିଯାଇଛି। ପରେ ୬୦ରୁ ଅଧିକ…

3 years ago

କାନାଡାର ବ୍ରିଟିଶ କଲମ୍ବିଆରେ ଜଙ୍ଗଲ ନିଆଁ ଅଣାୟତ୍ତ, ଲଜରେ ଫସି ରହିଛନ୍ତି ୧୫୦ ଲୋକ…

ଓଟଓ୍ବା,୧୭।୮ : କାନାଡାର ବ୍ରିଟିଶ କଲମ୍ବିଆରେ ଜଙ୍ଗଲ ନିଆଁ ଅଣାୟତ୍ତ ହେବାରେ ଲାଗିଛି। ସିବିସି ନ୍ୟୁଜ ରିପୋର୍ଟ କରିଛି ପ୍ରଶାନ୍ତ କାନାଡିୟ ପ୍ରଦେଶର ବ୍ରିଟିଶ କଲମ୍ବିଆ (ବି.ସି.)…

3 years ago

ନ୍ୟୁୟର୍କରେ ଟିକଟକ ଉପରେ ପ୍ରତିବନ୍ଧକ…

ଓ୍ବାଶିଂଟନ,୧୭।୮ : ସୁରକ୍ଷା ଚିନ୍ତାକୁ ଆଧାର କରି ନ୍ୟୁୟର୍କ ସିଟିରେ ଟିକଟକ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ମେୟର ଏରିକ ଆଡାମସଙ୍କ ମୁଖପାତ୍ର ଜୋନାସ ଆଲେନ…

3 years ago

ପାକିସ୍ତାନ ଚର୍ଚ୍ଚରେ ଭଙ୍ଗାରୁଜା: ୧୦୦ରୁ ଅଧିକ ଗିରଫ, ଚିନ୍ତା ପ୍ରକଟ କଲା ଆମେରିକା…

ଇସଲାମାବାଦ,୧୭।୮ : କୁରାନ ପ୍ରତି ଅସମ୍ମାନ ଅଭିଯୋଗରେ ପାକିସ୍ତାନ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଇଛି। ଫୈସଲାବାଦରେ କେତେକ ଚର୍ଚ୍ଚରେ ଭଙ୍ଗାରୁଜା କରାଯାଇଛି। ଏହି ମାମଲାରେ ୧୦୦ରୁ ଅଧିକ ଲୋକଙ୍କୁ…

3 years ago

ତାଇଓ୍ବାନ ପ୍ରସଙ୍ଗ: ଆମେରିକାକୁ ଚେତାବନୀ ଦେଲା ଚାଇନା, କହିଲା ନିଆଁ ସହ ଖେଳ ନାହିଁ…

ବେଜିଂ,୧୭।୮: ତାଇୱାନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ବିବାଦ ଲାଗି ରହିଛି। ଚାଇନା ଆମେରିକାକୁ ତାଇୱାନ ବିଷୟରେ ବାରମ୍ବାର ଚେତାବନୀ ଦେଉଛି। ଏଥି ସହିତ ଆମେରିକା ଏବଂ…

3 years ago

ମଦ ପିଇ ଇଫେଲ୍‌ ଟାଓ୍ବାର ଚଢ଼ିଲେ ପର୍ଯ୍ୟଟକ

ପ୍ୟାରିସ, ୧୭।୮: ପ୍ୟାରିସର ଇଫେଲ୍‌୍‌ ଟାଓ୍ବାରରେ ଦୁଇ ମଦ୍ୟପ ଆମେରିକୀୟ ପର୍ଯ୍ୟଟକ ଗତ ସୋମବାର ଉନ୍ମତ୍ତକାଣ୍ଡ ଭିଆଇଥିଲେ। ଉଭୟେ ଟାଓ୍ବାରର ଦ୍ୱିତୀୟ ଏବଂ ତୃତୀୟ ମହଲା ମଝିରେ…

3 years ago

ଭାରତକୁ ପ୍ରଶଂସା କଲା ରୁଷିଆ

ମସ୍କୋ,୧୬ା୮: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତକୁ ପ୍ରଶଂସା କରିଛନ୍ତି। ଏଥିସହ ଅନ୍ୟାନ୍ୟ ଗ୍ଲୋବାଲ ସାଉଥ୍‌ ଦେଶକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତର ନିରପେକ୍ଷ ଏବଂ…

3 years ago

ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬।୮: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ବାଧୀନତା ଦିବସରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରସିଦ୍ଧ କଥାବାଚକ ରାମକଥା ଆୟୋଜିତ…

3 years ago

୧୭ ନାଇଜର ସେନା ମୃତ

ନିୟାମେ,୧୬ା୮: ବୁର୍କିନା ଫାସୋ ସୀମାନ୍ତରେ ଥିବା ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ନାଇଜର ସେନା ପ୍ରାଣ ହରାଇଛନ୍ତି। ଏନେଇ ବୁଧବାର ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।…

3 years ago

ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ

ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ ଅଫ…

3 years ago