Home

ଦାଦନ ଯିବା ଛାଡ଼ି ଚାଷ କଲେ ୪ ଭାଇ: କ୍ଷେତରେ ଫଳୁଛି ସୁନା

ଦାରିଙ୍ଗବାଡି, ୨୦।୯ (ଅରୁଣ ସାହୁ): ଆଉ ଦାଦନ ଖଟିବୁନି କାହାରି ଗୋଲାମ ସାଜିବୁନି। ନିଜ ଜମିରେ ନିଜେ ଖଟିବୁ ଆଉ ଚାଷ କାର୍ଯ୍ୟ କରି ଭଲରେ ଚଳିବୁ। ଏଭଳି ନିଷ୍ପତି ନେଇଛନ୍ତି ୪ ଭାଇ ଆଉ ନିଜର ପୈତୃକ ୫ ଏକର…

ଗୋଟିଏ ଫୋନ କଲରେ ୨ ଘଣ୍ଟା କଥା, ଟ୍ରମ୍ପ ଯିବେ ଚାଇନା? ଜାଣନ୍ତୁ କାହିଁକି ଚାଇନା ଯିବାକୁ ମନ ବଳାଇଛନ୍ତି ରାଷ୍ଟ୍ରପତି

ଓ୍ବାଶିଂଟନ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ଫୋନରେ କଥା ହୋଇଥିଲେ। ଦୁଇ ନେତା ପ୍ରାୟ ଦୁଇ ଘଣ୍ଟା ଧରି କଥା ହୋଇଥିଲେ। ତିନି ମାସ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ…

ବରଗଡ଼ରେ ସାର ସଙ୍କଟ, ଆନ୍ଦୋଳନ ଦାନା ବାନ୍ଧୁଛି

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ ପାଇଁ ସାର ସଙ୍କଟକୁ ନେଇ ଅସନ୍ତୋଷ ତେଜି ଉଠିଛି। ତେବେ ଜିଲାକୁ ପର୍ଯ୍ୟାପ୍ତ ପରିମାଣରେ ସାର ଆସିଥିବା ନେଇ ସରକାର କହୁଥିବାବେଳେ ସେହି ସାର କେଉଁଠି ରହିଛି, ତାକୁ ନେଇ ଏବେ ନାନା…

ଭବାନୀପାଟଣା ସହରରେ ବଢୁଛି ଜବରଦଖଲ: ଜମି ମାଫିଆ ମାଡି ବସିଛନ୍ତି ସରକାରୀ ଜମି

ଭବାନୀପାଟଣା,୨୦ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରେ ଦିନକୁ ଦିନକୁ ଜବରଦଖଲ ବଢ଼ିବାରେ ଲାଗିଛି। ବିଶେଷ କରି ଜମି ମାଫିଆମାନେ ବହୁ ସରକାରୀ ଜମି ମାଡ଼ିବସିଛନ୍ତି। ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ସରକାରୀ ଅଫିସ…

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମ୍‌: ଜାଣନ୍ତୁ କେମିତି କରିବେ ଆଡମିଟ୍‌କାର୍ଡ ଡାଉନଲୋଡ୍‌

ଭୁବନେଶ୍ୱର,୨୦ା୯(ସୁଚିସ୍ମିତା ସାହୁ):ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌) ପ୍ରିଲିମିନାରି ପରୀକ୍ଷା-୨୦୨୪ ପାଇଁ ଟାଇମ ଟେବୁଲ ଜାରି ହୋଇଛି। ଅକ୍ଟୋବର ୧୨ ରବିବାରରେ ପ୍ରିଲିମ୍‌ ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ…

କ୍ୟାନ୍‌ସର ହସ୍ପିଟାଲ ଅଚଳ, ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ନୂଆ ସରକାର ଆସିବାର ଦେଢବର୍ଷ ନ ପୂରୁଣୁ ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ତାଲା ଝୁଲୁଛି। ଖୋଦ୍‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏହି ଜିଲାର ପ୍ରଭାରୀ ଦାୟିତ୍ୱରେ ଥିବାବେଳେ ଜିଲାର ଏଭଳି ସ୍ବାସ୍ଥ୍ୟ…

ରଙ୍ଗେଇଲୁଣ୍ଡା ଆସିବେ ପ୍ରଧାନମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର,୨୦।୯ (ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଟ୍ରାକକୁ ଫେରିଲା ଭାରତ-ଆମେରିକା ଟ୍ରେଡ ଡିଲ, କିଛିଦିନ ଭିତରେ ଆମେରିକା ଗସ୍ତ କରିବେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ,୨୦।୯: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଖୁବ ଶୀଘ୍ର ଆମେରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି। ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ସଠିକ ଦିଗରେ ଅଗ୍ରସର ହେଉଥିବାରୁ ତାଙ୍କର ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରସ୍ତାବିତ ଦ୍ୱିପାକ୍ଷିକ…

ଦୋମୁହାଁ ଖେଳରେ ବିଜେଡି ଆଗୁଆ: ଜାଣନ୍ତୁ ବିଧାନସଭାରେ କ’ଣ ଘଟିଲା…

ଭୁବନେଶ୍ୱର, ୨୦।୯ (ସୁନିତ୍‌ ମିଶ୍ର):କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଅନ୍ୟମାନଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ସମ୍ପର୍କିତ ନୋଟିସ ହସ୍ତଗତ ହୋଇଛି। ହେଲେ ଗୃହ ବର୍ତ୍ତମାନ ସ୍ବାଭାବିକ ସ୍ଥିତିରେ ନାହିଁ। ସ୍ବାଭାବିକ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ଅନାସ୍ଥା…

ଟ୍ରମ୍ପ ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ବଦଳିଲା H-1B ଭିଜା ନିୟମ

ଓ୍ବାଶିଂଟନ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ସେପ୍ଟେମ୍ବର ୧୯, ୨୦୨୫)ରେ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିଛନ୍ତି ଯାହା ଦ୍ୱାରା ନୂଆ H-1B ଭିଜା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରାଯିବ, ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ…

ସାବାଡ଼ ହେବେ ସରକାରୀ କର୍ମଚାରୀ! ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଦିନ ରହିଥିଲେ ହେବ ବଦଳି

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର): ଗାଦି ମାଡ଼ିବସି ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବ। ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ଲାଗି ରାଜସ୍ବ ବିଭାଗ ପକ୍ଷରୁ ଚିଠା ଜାରି…

୨୬ରେ ଲଘୁଚାପ, ଏସବୁ ଜିଲା ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ 

ଭୁବନେଶ୍ୱର, ୧୯ା୯(ବନ୍ଦନା ସେଠୀ) – ପାର୍ବଣରେ ବର୍ଷା ହେବ ନାହିଁ ବୋଲି ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଆସନ୍ତା ୨୬ ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଦୁର୍ଗାପୂଜାରେ ବର୍ଷା ହେବାନେଇ ଆଶଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri