‘ଦେଶର ବିକାଶରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟିପିଏସ୍ଓଡିଏଲ୍ ପକ୍ଷରୁ ଗୁରୁବାର ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍ଡିଓ (୧) ସୁଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିବା ସହ ବିକାଶ କ୍ଷେତ୍ରରେ…
ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ହାତଗୋଡ଼ ବାନ୍ଧି ଫିଙ୍ଗିଦେଇ…
ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): ଦାନନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କୁ ତାମିଲନାଡୁରେ ହତ୍ୟା ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ। କିଏ ଏବେ କେଉଁ କାରଣର ହତ୍ୟା କଲା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ପୁଅର ମୃତଦେହ ଘରକୁ…
LPG Price Down: ମେ’ ଆରମ୍ଭରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର,ଜାଣନ୍ତୁ ନୂଆ ରେଟ୍…
ନୂଆଦିଲ୍ଲୀ,୧।୫: ମେ’ ପହିଲାରୁ କମିଲା ଏଲ୍ପିଜି ସିଲିଣ୍ଡର ଦର। ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ଯଦିଓ ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡର ଏବେ ପୂର୍ବ ଅପେକ୍ଷା ଶସ୍ତାରେ…
Caste Census: ୯୪ ବର୍ଷ ପରେ ମୋଦି ସରକାର କାହିଁକି ଜାତିଗତ ଜନଗଣନା କରିବାକୁ ଚାହୁଁଛନ୍ତି? ଜଣାପଡିଲା ବଡ଼ କାରଣ
ନୂଆଦିଲ୍ଲୀ, ୧।୫: ଭାରତ ସରକାର ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଜାତୀୟ ଜନଗଣନାରେ ଜାତିଗତ ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ଅନ ପୋଲିଟିକାଲ ଆଫେୟାର୍ସ (CCPA) ବୈଠକରେ ଏହି…
ଛାତ୍ରୀଛାତ୍ରଙ୍କ ପୋଷାକରେ ଅନିୟମିତତା: ଧାରଣାରେ ବସିଲା ମହିଳା ମଞ୍ଚ
ଭଦ୍ରକ,୧ା୫(ସନାତନ ରାଉତ): ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପୋଷାକ ଅନିୟମିତତା ବିରୋଧରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମହାମଞ୍ଚର ମହିଳାମାନେ। ବିଦ୍ୟାଳୟକୁ ପୋଷାକ ଯୋଗାଇବା ପାଇଁ ମହିଳା…
ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା
ଗୋପାଳପୁର,୧ା୫(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ନାବାଳିକା ବଳାତ୍କାର,ଚୋରି, ଡକାୟତି ରାହାଜାନି ଓ ଜୁଆଆଡ୍ଡା ବୃଦ୍ଧି ହେବା ସହ ଅଶାନ୍ତ ହୋଇପଡ଼ିଛି ଗୋପାଳପୁର। ସାଧାରଣ ଲୋକ ସୁରକ୍ଷିତ…
ଏସ୍ଏସ୍ଡି ବିଦ୍ୟାଳୟ ଶ୍ରେଣୀଗୃହରୁ ୨୦ ଫୁଟ ଲମ୍ବ ବିରାଟକାୟ ଅହିରାଜ ଉଦ୍ଧାର
ଗଜପତି,୩୦।୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ସାରେ ପ୍ରାୟ ୨୦ ଫୁଟ ଲମ୍ବର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି l ଗଞ୍ଜାମ ଜିଲା ଚିକିଟିର ସ୍ନେକ ହେଲ୍ପଲାଇନର…
ବିଦ୍ୟୁତ୍ ମିଟର ନାମରେ ବେଆଇନ ଟଙ୍କା ଆଦାୟ ଅଭିଯୋଗ
ଲାଠୋର,୧ା୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ସଦର ଗ୍ରାମର ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ୍ ମିଟର ଲଗାଇବା ନାମରେ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରିଥିବା ନେଇ ଗୁରୁବାର ସ୍ଥାନୀୟ ଡାଇଜ ଯୁବ ଅନୁଷ୍ଠାନ…
May 1 rule changes: ପକେଟ୍ ଉପରେ ଛାଟ! LPGରୁ ନେଇ ATM-ରେଲଓ୍ବେ ଯାଏ, ମେ’ ପହିଲାରୁ ବଦଳିଗଲା ଏସବୁ ନିୟମ, ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୧।୫: ଆରମ୍ଭ ହୋଇଛି ମେ’ ମାସ। ଆଜିଠାରୁ ଦେଶରେ ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ରେଳବାଇ ପର୍ଯ୍ୟନ୍ତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଖର୍ଚ୍ଚ ଏବଂ ଜୀବନଚର୍ଯ୍ୟା ଉପରେ ସିଧାସଳଖ ପ୍ରଭାବ…
India Pakistan: ଆରବ ସାଗରରେ ମୁହାଁମୁହିଁ ହୋଇଗଲେ ଭାରତ-ପାକିସ୍ତାନ, ହେବ କି ଯୁଦ୍ଧ?
ନୂଆଦିଲ୍ଲୀ, ୧।୫: ଜାମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଅରବ ସାଗରରେ ଉଭୟ ଦେଶର ନୌସେନା ଏକକାଳୀନ ଭାବେ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ…
ଭାରତୀୟ ଏୟାରଲାଇନ୍ସ ଉପରେ ପଡୁଛି ସପ୍ତାହକୁ ୭୭ କୋଟି ବୋଝ
ମୁମ୍ବାଇ/ନୂଆଦିଲ୍ଲୀ,୧।୫: ପହଲଗାମ୍ ଆକ୍ରମଣ ପରେ ତିକ୍ତତା ବୃଦ୍ଧି ଯୋଗୁ ପାକିସ୍ତାନ ଭାରତୀୟ ଏୟାରଲାଇନ୍ସ ପାଇଁ ନିଜ ବାୟୁସୀମା ବନ୍ଦ କରିଦେଇଛି। ଏଥିଯୋଗୁ ଭାରତୀୟ ବିମାନ ଚଳାଚଳ କମ୍ପାନୀଗୁଡ଼ିକୁ ଅତିରିକ୍ତ ୭୭ କୋଟି ଟଙ୍କାର ବୋଝ ସହିବାକୁ ପଡ଼ିବ ବୋଲି ଏକ ବିଶ୍ଳେଷଣରୁ…
ଜନଗଣନା ସହ ହେବ ଜାତିଗଣନା
ପହଲଗାମ୍ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଥିବା ସମୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୬ରେ ଆରମ୍ଭ ହେବାକୁ ଥିବା ଜନଗଣନା ସହ ଜାତିଗଣନାକୁ ସାମିଲ କରାଯିବାକୁ କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି।…
Archives


