ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
କଟକ,୧୭ା୫: ଜଗତପୁରସ୍ଥିତ ଏକ ବିସ୍କୁଟ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ କାରଖାନା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଅସ୍ତ୍ରବିରତି ପରେ ଅମ୍ବାନୀ-ଆଦାନୀଙ୍କ ଭାଗ୍ୟ ପରିବର୍ତ୍ତନ: ୫ ଦିନରେ ଏତିକି ବଢିଲା ସମ୍ପତ୍ତି
ନୂଆଦିଲ୍ଲୀ,୧୭।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ, ଏସିଆର ଦୁଇ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ଭାଗ୍ୟ ବଦଳିଥିବା ପରି ମନେ ହେଉଛି। ବିଶେଷ କଥା ହେଉଛି ମୁକେଶ ଅମ୍ବାନୀ ୧୦୦ ବିଲିୟନ ଟଙ୍କା କିମ୍ବା…
ସାଉଦି ଆରବକୁ ହାତ ଯୋଡ଼ି ଗୁହାରି କଲା ପାକିସ୍ତାନ: କହିଲା, ଆମର ଭୁଲ୍ ହୋଇଯାଇଛି ଦୟାକରି…
ଇସଲାମାବାଦ୍,୧୭।୫: ଭାରତଠାରୁ ନୂଆ ରାଜନୈତିକ ଝଟକା ପାଇବା ପରେ, ପାକିସ୍ତାନକୁ ଏବେ ସାଉଦି ଆରବରୁ ମଧ୍ୟ ଝଟକା ଲାଗିଛି। ଏଥର ହଜ ଯାତ୍ରା ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ୨୦୨୫ ହଜ ପାଇଁ ଘରୋଇ ହଜ କୋଟା ପୁନଃସ୍ଥାପିତ କରିବା ପାଇଁ ପାକିସ୍ତାନ…
ଶଶି ଥରୁରଙ୍କୁ ଦାୟିତ୍ୱ ଦେଇ ବଡ଼ ଗେମ୍ ଖେଳିଦେଲେ ମୋଦି: ଏବେ ପାକିସ୍ତାନ ପାଇବ ପାନେ
ନୂଆଦିଲ୍ଲୀ,୧୭।୫: ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଅପରେଶନ ସିନ୍ଦୂର ପରେ, ଭାରତର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ଏହି ମାସ ଶେଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ସମେତ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟକ୍ରମ…
ଆଗକୁ ସାବିତ୍ରୀ: ବଢୁଛି ଲିଚୁକୋଳିର ଚାହିଦା, ଚାଷ କରି ମାଲମାଲ ଚାଷୀ
ଦାରିଙ୍ଗବାଡ଼ି,୧୭ା୫(ଅରୁଣ ସାହୁ): ଆଉ କିଛି ଦିନ ପରେ ଆସୁଛି ସାବିତ୍ରୀ। ଏଥିପାଇଁ ବିଭିନ୍ନ ପ୍ରକାର ଫଳଆମ୍ବ, ପଣସ , ଲିଚୁ, କାକୁଡ଼ି, ତାଳର ଆବଶ୍ୟକ ରହିଛି । ତେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ, ପଣସ, ଲିଚୁ ଫଳର ଅଭାବ…
ବାଇକ୍ରେ ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼
ରାଉରକେଲା,୧୭ା୫(ସଙ୍ଗୀତା ଜେନା): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଛାତିରେ…
‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍ଙ୍କ ପ୍ରତି ବଢୁଛି ବିପଦ
ଓ୍ବାଶିଂଟନ୍, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ (ଏଫ୍ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’…
Operation Sindoor: ହମାସ ଶୈଳୀରେ ମିଛ ପ୍ରଚାର କରୁଛି ପାକିସ୍ତାନ: ଆମେରିକୀୟ ଲେଖକ କଲେ ପର୍ଦ୍ଦାଫାସ
ନୂଆଦିଲ୍ଲୀ,୧୭।୫: ଅପରେଶନ ସିନ୍ଦୁର ପରେ, ଗୋଟିଏ ପଟେ ପାକିସ୍ତାନ ଅସ୍ତ୍ରବିରତି କଥା କହୁଥିବା ବେଳେ, ଅନ୍ୟପଟେ ଏହା ସୋସିଆଲ ମିଡିଆ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକ ନୂତନ ମୋର୍ଚ୍ଚା ଖୋଲିଛି, ଯାହା ସୂଚନା ଯୁଦ୍ଧ। ପାକିସ୍ତାନ ଦାବି କରୁଛି, ଭାରତର ଅନେକ…
ଅସ୍ତିତ୍ୱ ହରାଉଛି ଜଳାଶୟ, ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି
ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବଗେଇବିରା ଗ୍ରାମରେ ରହିଥିବା ଏକ ଜଳାଶୟ ତେନ୍ତୁଳିମୁଣ୍ଡା ଅସ୍ତିତ୍ୱ ହରାଇ ବସିଛି। ଏହି ଜଳାଶୟ ଅନାବନା ଘାସଲଟା ଆଦିରେ ପରିପୂର୍ଣ୍ଣ ଥିବାବେଳେ ଦିନକୁ ଦିନ ସଂକୁଚିତ ହୋଇ ପଡୁଛି।…
ଆଜିଠୁ ଆଇପିଏଲ୍-୨୦୨୫ ପୁଣି ଆରମ୍ଭ: ବଢିଲା ଦର୍ଶକଙ୍କ ଉତ୍କଣ୍ଠା
ବେଙ୍ଗାଲୁରୁ, ୧୭।୫: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟ ଭାଗ ଶନିବାରଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରୟାଲ…
ଇତିହାସ ରଚିଲେ ଭାରତର ଗୋଲଡେନ ବୟ: ହାସଲ କଲେ ବଡ଼ କାରନାମା
ଦୋହା, ୧୭ା୫:ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍ ଥ୍ରୋ କରି ଇତିହାସ ରଚିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ୩ୟ ଏବଂ…
ଅପରେଶନ ଶୁଦ୍ଧି ପ୍ରଭାବ: ୨୮.୩୭୫ କିଲୋ ଗଞ୍ଜେଇ ଜବତ, ୯ ଗିରଫ
ନୂଆପଡା,୧୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଜାରି ରହିଛି। ଗୁରୁବାର ଅପରେଶନ ଶୁଦ୍ଧି ଚାଲିଥିବା ସମୟରେ ଜୋଙ୍କ ଥାନା ପୋଲିସକୁ ପୁଣି ବଡ଼ ସଫଳତା ମିଳିଛି ା ଚଢ଼ାଉ ବେଳେ…
Archives


