Home

କେତେ ଧନୀ ଥିଲେ ବିଶ୍ୱର ଡ୍ରଗ୍ସ ଲର୍ଡ ଏଲ ମେଞ୍ଚୋ? ପତ୍ନୀ, ତିନୋଟି ସନ୍ତାନଙ୍କୁ ନେଇ ଥିଲା ସୁନ୍ଦର ସଂସାର, ଏବେ କିଏ ହେବେ ଉତ୍ତରାଧିକାରୀ? ଜାଣନ୍ତୁ…

ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ସବୁଠାରୁ ବିପଜ୍ଜନକ ଡ୍ରଗ୍ସ ମାଫିଆ, ନେମେସିଓ ରୁବେନ ଓସେଗୁଏରା ସର୍ଭାଣ୍ଟେସ, ଯାହାଙ୍କୁ ‘ଏଲ ମେଞ୍ଚୋ’ ନାମରେ ମଧ୍ୟ ଜଣାଶୁଣା, ତାଙ୍କ ସମ୍ପତ୍ତି ଏବଂ ପରିବାର ଉପରେ ଏବେ ନଜର ରଖାଯାଇଛି। ରବିବାର ମେକ୍ସିକୋ ସେନାର ଏକ ଅପରେସନରେ…

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ମିଶିବେ ଅନନ୍ତ ଦାସଙ୍କ ପୁଅ ଅଭିଜିତ

ଭୁବନେଶ୍ୱର,୨୩।୨: ସ୍ବର୍ଗତଃ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଭାଜପାରେ ମିଶିବେ ବୋଲି ଜଣାପଡିଛି। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ…

ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ପିଟିଲା ପଲସର: ୨ ଛାତ୍ରୀ ଗୁରୁତର

ବାହାନଗା, ୨୩।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବା ପାଇଁ ଯାଉଥିବା ୨ ଜଣ ଛାତ୍ରୀଙ୍କର ବାଇକ ଦୁର୍ଘଟଣା ଘଟିଛି। ଗୁରୁତର ହୋଇ ଚିକିତ୍ସା୍ୟାଳୟରେ ଚିକିତ୍ସିତ ହେଉଛନ୍ତି। ସୋମବାର ମାଟ୍ରିକ…

ମ୍ୟାଚ୍‌ ହାରିବା ପରେ ରାଗିଗଲେ ସୂର୍ଯ୍ୟକୁମାର: ଝାଡ଼ିଲେ ଦୋଷ

ନୂଆଦିଲ୍ଲୀ,୨୩।୨: ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡରେ ଟିମ ଇଣ୍ଡିଆର ଆରମ୍ଭ ଖରାପ ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନରେ ପରାଜୟବରଣ କରିଥିଲା। ଏପର୍ଯ୍ୟନ୍ତ ଏହା ଦଳର ସବୁଠାରୁ ବଡ଼ ପରାଜୟ ଥିଲା। ଏହି ମ୍ୟାଚ୍‌ରେ ଭାରତର ବ୍ୟାଟିଂ…

ଆସୁଛି ଲଘୁଚାପ: ଖୋଲା ଆକାଶ ତଳେ ମଣ୍ଡିରେ ଗଦା ହୋଇଛି ଚାଷୀଙ୍କ ଧାନ

ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମଣ୍ଡିରେ ଧାନ ପକାଇ ଚାଷୀମାନେ ଲୁହ ଗଡାଉଛନ୍ତି। ବଙ୍ଗୋପସାଗର ଉତ୍ତର ପୂର୍ବରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ହେବା…

ଜେନେଭାରେ ହେବ ଆମେରିକା-ଇରାନ ପରମାଣୁ ଆଲୋଚନା

ଓ୍ବାଶିଂଟନ,୨୩।୨: ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଆଲୋଚନା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଏହି ଆଲୋଚନା ଜେନେଭାରେ ହେବ। ଓମାନର ବୈଦେଶିକ ମନ୍ତ୍ରୀ ବାଦର ଅଲ-ବୁସାଇଦି ରବିବାର ଏହାକୁ ନିଶ୍ଚିତ କରି କହିଛନ୍ତି ଯେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜେନେଭାରେ…

ପାଣି ମୁନ୍ଦେ ପାଇଁ ଆଉଟୁପାଉଟୁ ଦେଶୀ, ବିଦେଶୀ ପକ୍ଷୀ

ମହାକାଳପଡ଼ା, ୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ଗାଡିଆପୋଖରୀ ଖାଲ ପାଟ ଶୁଖିଗଲାଣି । ପାଣି ଅଭାବ ଯୋଗୁ ଦେଶୀ ବିଦେଶୀ ପକ୍ଷୀଙ୍କ ଖାଦ୍ୟାଭାବ ଦେଖିବାକୁ ମିଳୁଛି। ବିଶେଷକରି ବତୀଘର, ନିପାଣିଆ,…

ନିଶା ବଟିକା ନେଉଛି ନିରୀହ ଜୀବନ: ପୋଲିସ ଅବକାରୀ ବିଭାଗର ବ୍ୟବସାୟୀଙ୍କ ସହ ସଲାସୁତୁରା

ଧର୍ମଶାଳା,୨୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ନିଶା ବ୍ୟବସାୟ ଓ କାରବାର ରୋକିବାରେ ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହା ଫଳରେ ନିରୀହ ଜୀବନ ଯାଉଥିବାବେଳେ ଅନେକ ପରିବାର ଅବସ୍ଥା ଭାଙ୍ଗିରୁଜି…

ଭାଇ ସାଜିଲା ବଇରି: ବଡ଼ ଭାଇ ମାଡ଼ରେ ସାନ ମୃତ

ମୋହନା,୨୩।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନାରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଏଥିରେ ବଡଭାଇର ମାଡ଼ରେ ସାନ ଭାଇ ମୃତ। ମୋହନା ଥାନା ବଡ଼ ପଞ୍ଚାୟତ କରଞ୍ଜ କୁଆ ଗାଁରେ ଏଭଳି ଘଟଣା…

ସାମାଜିକ କର୍ମୀଙ୍କ ପରଲୋକ: ବିଧାୟକଙ୍କ ଶୋକ ପ୍ରକାଶ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ଗ୍ରାମର ସାମାଜିକ କର୍ମୀ ଶଙ୍କର୍ଷଣ ପ୍ରଧାନ (ଟୁନା) ୫୯ ବର୍ଷ ବୟସରେ ରବିବାର ରାତିରେ ହଠାତ୍‌ ହୃଦଘାତ ଯୋଗୁ ପରଲୋକ ଗମନ କରିଛନ୍ତି। ତାଙ୍କର ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।…

‘ଗାନ୍ଧୀ ଜୀ ଭାରତର ନୁହଁନ୍ତି ବରଂ ପାକିସ୍ତାନର…’, ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୩।୨: କର୍ନାଟକ ବିଜୟପୁରାର ଭାଜପା ବିଧାୟକ ବସନଗୌଡା ପାଟିଲ ଯତନାଲ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଗାନ୍ଧୀ ଭାରତର ଜାତିର ପିତା ନୁହଁନ୍ତି, ବରଂ…

ଇତିହାସ ରଚିଲେ ବୁମ୍‌ରା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ବି କଲେ ଅନନ୍ୟ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଜସପ୍ରିତ ବୁମ୍‌ରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ବଡ଼ ମ୍ୟାଚରେ ତାଙ୍କଠାରୁ ଭଲ ଆଉ କେହି ନାହାନ୍ତି। ସେ ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ୱିକେଟ ନେଇ ଇତିହାସ ସୃଷ୍ଟି କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?