ବଦଳିଲା ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ, ଲୋଗୋ ବି ପରିବର୍ତ୍ତନ
ଭୁବନେଶ୍ୱର,୨୮ା୭: ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପକାଇବେ ଛାତ୍ରୀଛାତ୍ର। ଏହି ଆଇଡି କାର୍ଡ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ସେହିପରି ହାଉସ ୟୁନିଫର୍ମ ଏବଂ ଟୋପିର ଲୋଗୋ…
ଚିଦାମ୍ବରମଙ୍କ ବୟାନକୁ ନେଇ ରାଜନୀତି ହେଲା ସରଗରମ
ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ଖୁବ ଶୀଘ୍ର ପହଲଗାମ ଆକ୍ରମଣ ଏବଂ ଅପରେଶନ ସିନ୍ଦୂର ଉପରେ ଆଲୋଚନା କରାଯିବ। ସଂସଦରେ ଆଲୋଚନା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏପରି ଏକ ବୟାନ ଦେଇଥିଲେ, ଯାହା ପରେ ଏକ ବଡ଼ ରାଜନୈତିକ…
କେତେ ଧନୀ କ୍ରିତି ସାନନଙ୍କ ବୟ ଫ୍ରେଣ୍ଡ? ଜାଣିଲେ ହୋସ୍ ଉଡିଯିବ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ରିପୋର୍ଟ ଅନୁଯାୟୀ, ସେ ବ୍ୟବସାୟୀ କବୀର ବାହିଆଙ୍କୁ ଡେଟ କରୁଛନ୍ତି। ଯଦିଓ ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ନୀରବତା ଅବଲମ୍ବନ କରିଛନ୍ତି। କିନ୍ତୁ…
କୋରାପୁଟ ଜିଲାପାଳ ଭାବେ ଦାୟିତ୍ୱ ନେଲେ ମନୋଜ ସତ୍ୟବାନ ମହାଜନ, କହିଲେ ବିକାଶମୂଳକ କାର୍ଯ୍ୟ…
କୋରାପୁଟ,୨୮ା୭(ଅମିତାଭ ବେହେରା): ମନୋଜ ସତ୍ୟବାନ ମହାଜନ ସୋମବାର କୋରାପୁଟ ଜିଲାର ନୂଆ ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ସେ ସୁନ୍ଦରଗଡ଼ ଜିଲାର ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଯୋଗ ଦେବା ପରେ ଜିଲାରେ ଚାଲିଥିବା ସମସ୍ତ…
କୁକୁରକୁ ମିଳିଲା ବାସସ୍ଥାନ ପ୍ରମାଣପତ୍ର! ଅଜବ ଲାଗୁଥିଲେ ବି ସତ…
ପାଟନା,୨୮।୭: ବିହାରରେ SIR ସମ୍ପର୍କରେ ଏକ ଅଭିଯାନ ଚାଲିଛି। ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ସଂଶୋଧନ କରିବାରେ ବ୍ୟସ୍ତ। ଏହାରି ଭିତରେ, ଏକ ଅଜବ ଡକ୍ୟୁମେଣ୍ଟ ମଧ୍ୟ ସାମ୍ନାକୁ ଆସୁଛି। ରାଜଧାନୀ ପାଟନା ସଂଲଗ୍ନ ମସୌଦିରେ, RTPS ପୋର୍ଟାଲ ‘ଡଗ ବାବୁ’ଙ୍କୁ ସ୍ବତନ୍ତ୍ର…
ଦାଣ୍ଡରେ ଠିଆ ହୋଇଥିବାବେଳେ ଉପରକୁ ଲମ୍ଫ ମାରିଲା ବାର୍ହା, ଆଉ ତା’ ପରେ…
ପାଟଣା,୨୮ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡୁମୁରିଆ ଗାଁରେ ସୋମବାର ସକାଳୁ ଏକ ବାର୍ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ଅଜିତ କୁମାର ମହାନ୍ତ। ସୋମବାର ସକାଳୁ…
କଦଳୀ ବଗିଚା ଦଳିଚକଟି ନଷ୍ଟ କରିବା ସହ ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଘର ଭିତରେ ପଶି…
ପାଟଣା,୨୮ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଭାଗଭାଗ ହୋଇ ବୁଲୁଛନ୍ତି ୨୯ ହାତୀ। ଗତ ସପ୍ତାହକ ମଧ୍ୟରେ ୫୦ରୁ ଉଦ୍ଧର୍ବ ଘର ଭାଙ୍ଗିଲେଣି ଏହି ୨୯ ଟିକିଆ ହାତୀପଲ। ରବିବାର ବିଲମ୍ବିତ ରାତିରେ ୨୯ ଟିକିଆ ହାତୀପଲ ପାଟଣା ରେଞ୍ଜ…
ମାତ୍ର ୩୬ ମିନିଟ୍ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ଆମେରିକା: ସବୁଠୁ ବିପଦପୂର୍ଣ୍ଣ ମିଶାଇଲ୍ ଆଣିଲା ଇରାନ
ତେହେରାନ,୨୮।୭: ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଯୁଦ୍ଧବିରତି ପାଇଁ ଦିଆଯାଇଥିବା ସମୟସୀମା ପୂର୍ବରୁ, ଇରାନ ଆମେରିକାକୁ ଆକ୍ରମଣ କରିବାର କ୍ଷମତାସମ୍ପନ୍ନ ଏକ ମିଶାଇଲ୍ ତିଆରି କରିଛି। ଖୋରମଶହର-୫ ନାମକ ଏହି ମିଶାଇଲ ଇରାନର ରାଜଧାନୀ ତେହେରାନରୁ ସହଜରେ ଆମେରିକା ଉପରେ ଆକ୍ରମଣ କରିପାରିବ।…
କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ
ଭୁବନେଶ୍ୱର,୨୮ା୭: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ କରାଯାଇଛି। ସୋମବାର ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଅତ୍ୟାଧୁନିକ ନାଭିଗେସନ…
BCCI ନେବ ବଡ଼ କାର୍ଯ୍ୟାନୁଷ୍ଠାନ! କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଝୁଲୁଛି ଖଣ୍ଡା
ମାଞ୍ଚେଷ୍ଟର,୨୮।୭: ମାଞ୍ଚେଷ୍ଟର ଟେଷ୍ଟର ଫଳାଫଳ ଡ୍ର ଥିଲା। ଅର୍ଥାତ୍ ୫ ଟିକିଆ ଟେଷ୍ଟ ସିରିଜ ଏବେ ୧-୨ ରହିଛି। BCCI ଖୁବଶୀଘ୍ର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇପାରେ।…
ବିକ୍ରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର: ହସ୍ପିଟାଲ୍ରେ ଭର୍ତ୍ତି, ମାତ୍ର ୨୦ ହଜାରେ ଟଙ୍କାରେ…
ଟିଟିଲାଗଡ,୨୮।୭(ଶରତ ମିଶ୍ର): ଟିଟିଲାଗଡ଼ ବ୍ଲକରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ପାଇକମାଳରେ ପହଞ୍ଚି ଉଦ୍ଧାର କରିଛି l ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
୨୩ ବର୍ଷ ପରେ ଏହି ବଡ଼ କାରନାମା କଲେ ରବିନ୍ଦ୍ର ଜାଡେଜା: ଭାଙ୍ଗିଦେଲେ ସବୁ ରେକର୍ଡ
ମାଞ୍ଚେଷ୍ଟର,୨୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ, ରବିନ୍ଦ୍ର ଜାଡେଜା ୨୩ ବର୍ଷ ପୂର୍ବେ କିମ୍ବଦନ୍ତୀ ଖେଳାଳି ଭିଭିଏସ ଲକ୍ଷ୍ମଣ କରିଥିବା କୃତିତ୍ୱ ହାସଲ କରିଛନ୍ତି। ଜାଡେଜା ଏହି ସିରିଜରେ ପଞ୍ଚମ ଥର ପାଇଁ ଅର୍ଦ୍ଧଶତକ ହାସଲ…
Archives


