ଶରୀରରେ କିରୋସିନି ଢାଳି ନିଆଁ ଲଗାଇଦେଲେ ବିଧବା ମହିଳା: ଭାଇ ଆଣିଲେ ସାଂଘାତିକ ଅଭିଯୋଗ
ଖଇରା,୨୯/୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା କୁପାରୀ ପଞ୍ଚାୟତ ଅଧୀନ କବର ହାତୀମୁଣ୍ଡା ଗ୍ରାମରେ ଜଣେ ବିଧବା ମହିଳା ନିଜ ଶରୀରରେ କିରୋସିନି ଢାଳି ନିଆଁ ଲଗାଇଛନ୍ତି। ସେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି…
କର୍ମଜୀବୀ ମହିଳାଙ୍କ ପାଇଁ କରାଯିବ ହଷ୍ଟେଲ ଯୋଜନା: ମହିଳା ଓ ଶିଶୁ ବିକାଶ ସଚିବଙ୍କ ଭଞ୍ଜନଗର ଗସ୍ତ
ଭଞ୍ଜନଗର,୨୯।୭(ବାବୁଲା ପ୍ରଧାନ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦାୟିତ୍ୱରେ ଥିବା ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସଚିବ ପ୍ରଥମେ ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ପଂଚାୟତ କାର୍ଯ୍ୟାଳୟକୁ…
ସହକାରୀ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ: ଉତ୍କଳ ଗ୍ୟାଲେରିଆ, ସିମ୍ଫୋନି ମଲରେ ଦୋକାନ
ଭୁବନେଶ୍ୱର,୨୯।୭: ସଡକ ଓ ଗୃହ ନିର୍ମାଣ(R&B) ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଚଢାଉ ବେଳେ ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ନୀଳାଦ୍ରି ବିହାରରେ ୩ ମହଲା କୋଠା, କସମୋପଲିସରେ ୨ଟି…
ଅପରେଶନ ସିନ୍ଦୂରର ଭିତିରି କଥା କହିଦେଲେ ଶାହା! ସଂସଦରେ ଚହଳ
ନୂଆଦିଲ୍ଲୀ,୨୯।୭: ସଂସଦରେ ଅପରେସନ ସିନ୍ଦୂରକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଏହି ସମୟରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ବିରୋଧୀ ଦଳ ସଂସଦରେ ହଙ୍ଗାମା କରୁଥିଲେ। ଅମିତ ଶାହ…
କଂଗ୍ରେସରେ ବଢୁଛି କନ୍ଦଳ, ଥରୁରଙ୍କ ପରେ ମୁହଁ ଖୋଲିଲେ ଆଉ ଜଣେ ବରିଷ୍ଠ ନେତା
ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନର ଷଷ୍ଠ ଦିନରେ, ସୋମବାର (୨୮ ଜୁଲାଇ) , ଅପରେଶନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଥିଲା। କଂଗ୍ରେସ ଶଶି ଥରୁର ଏବଂ ଚଣ୍ଡିଗଡ଼ ଏମପି ମନୀଷ ତିୱାରୀଙ୍କୁ ଦଳ ପକ୍ଷରୁ କହିବାର ସୁଯୋଗ ଦେଇ ନଥିଲା।…
୨୦୨୫ରେ ସତରେ କ’ଣ ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ସତର୍କ କରାଇଲେଣି ବୈଜ୍ଞାନିକ
ନର୍ଥ ମାସିଡୋନିଆ,୨୯।୭: ଜ୍ୟୋର୍ତିବିଦମାନେ ଜୁଲାଇ ୧, ୨୦୨୫ ରେ 3I/ATLAS ନାମକ ଏକ ରହସ୍ୟମୟ ଅନ୍ତଃନକ୍ଷତ୍ରୀୟ ପିଣ୍ଡ ଆବିଷ୍କାର କରିଥିଲେ। ଏହି ବସ୍ତୁଟି ଘଣ୍ଟା ପ୍ରତି ୧୩୦,୦୦୦ ମାଇଲ ବେଗରେ ଆମ ସୌରଜଗତରେ ପ୍ରବେଶ କରୁଥିଲା। ଏହି ୧୫ ମାଇଲ ଚଉଡା…
ପାକିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣିଥିରେ ଜାଫର ଏକ୍ସପ୍ରେସ! ବିସ୍ଫୋରଣରେ ୩ ବଗି ଲାଇନ ଚ୍ୟୁତ
ଇସଲାମାବାଦ,୨୯।୭: ପାକିସ୍ତାନର ଦକ୍ଷିଣ-ପୂର୍ବ ପ୍ରଦେଶ ସିନ୍ଧରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ବିସ୍ଫୋରଣ ଯୋଗୁ ଜାଫର ଏକ୍ସପ୍ରେସ ଟ୍ରେନର ତିନୋଟି କୋଚ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ପାକିସ୍ତାନ ରେଲଓ୍ବେ ଏବଂ ସ୍ଥାନୀୟ ପ୍ରଶାସନ ଏହି…
୨୨ ଦିନ ହେବ ନିଖୋଜ ଥିଲେ ଇଞ୍ଜିନିୟରିଂ ଛାତ୍ର: ପଥର ସନ୍ଧିରୁ ମିଳିଲା…
ବଣାଇଁ,୨୯ା୭(ପ୍ରଦୀପ ତ୍ରିପାଠୀ):ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ବାଦଲଗିରିକୁ ଗତ ୬ ତାରିଖରେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସି ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ର ଗୌରବ ବିପ୍ର(୨୨)ଙ୍କ ଗଳିତ ମୃତଦେହ ୨୨ ଦିନ ପରେ…
ପୁଟିନଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ: ୨ ସପ୍ତାହ ମଧ୍ୟରେ ବନ୍ଦ କର, ନଚେତ୍…
ଓ୍ବାଶିଂଟନ୍,୨୯।୭: ସ୍କଟଲାଣ୍ଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆକୁ ଶେଷ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁଇ ସପ୍ତାହରୁ କମ ସମୟ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବା ଉଚିତ, ନଚେତ୍ ନୂତନ…
ଅଙ୍ଗନବାଡ଼ି କେନ୍ଦ୍ର ପରିସରକୁ ଦ୍ରୁତ ଗତିରେ ମାଡ଼ିଗଲା ପିକଅପ ଭ୍ୟାନ, ଆଉ ତା’ପରେ…
ଜେକେପୁର,୨୯/୭(ରାଜେଶ ବିଶାଳ): ଜେକେପୁର ଠାରୁ ରାୟଗଡ଼ା ଆସୁଥିବା ଏକ ପିକଅପ ଭ୍ୟାନ (ନଂ ଓଡ଼ି୧୮ପି୦୪୬୭) ନାଇଡୁପେଟା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଅଙ୍ଗନବାଡ଼ି କେନ୍ଦ୍ର ପାଚେରୀ ଭିତରକୁ ମାଡ଼ିଯାଇଥିଲା। ତେବେ ଗାଡ଼ିଟି ଅଟକି ରହିଯିବାରୁ ଅଳ୍ପକେ ବର୍ତ୍ତିଗଲେ ଅଙ୍ଗନବାଡ଼ି…
ଆଉ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ: ଭୟଭୀତ ଲୋକେ
ଜି.ଉଦୟଗିରି/ରାଇକିଆ,୨୯/୦୭(ଚିନ୍ମୟ କୁମାର ସେଠୀ/ ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ):କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ତଥା ରାଇକିଆ ବ୍ଲକ ଅନ୍ତର୍ଗତ ଆଡାସିକୁପା ଗ୍ରାମରେ ଆଜି ଭୋର୍ ସମୟରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଦିନ ସନ୍ଧ୍ୟାବେଳେ ପାଜିମାହାଠାରେ…
ଭୁବନେଶ୍ୱରରୁ ବିଜେଡି ଏମ୍ପିଙ୍କୁ ଚିଠା ପରାମର୍ଶ: ‘ସିନ୍ଦୂର’ ଅଦ୍ୱିତୀୟ କୁହ
ଭୁବନେଶ୍ୱର,୨୯ା୭(ରବିନାରାୟଣ ଜେନା):ସଂସଦରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ବିତର୍କ ଉପରେ ବିଜୁ ଜନତା ଦଳ(ବିଜେଡି)ର ଆଭିମୁଖ୍ୟ କ’ଣ ରହିବ ସେନେଇ ଭୁବନେଶ୍ୱରରୁ ଦଳୀୟ ଏମ୍ପିମାନଙ୍କୁ ଚିଠା ପରାମର୍ଶ ଦିଆଯାଇଛି। ସୋମବାର ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ପ୍ରଦତ୍ତ ତଥ୍ୟରେ ବିଜେଡି ସଭାପତି ନବୀନ…
Archives


