ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାର
ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଚାକିରିରୁ ବହିଷ୍କାର କରିଛନ୍ତି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ତାଙ୍କୁ ଚାକିରୀରୁ ବିଦା କରାଯାଇଥିବା ନେଇ ବୁଧବାର…
ଆମେ ମହିଳାଙ୍କୁ ଘରର ମାଲିକାଣୀ କରିଛୁ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାରା ଦେଶରେ ଭାରତୀୟ ଜନତା ପାର୍ଟି (ଭାଜପା)ର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ବଜେଟ ଏବଂ ଆତ୍ମନିର୍ଭରଶୀଳ ଅର୍ଥନୀତି ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଦେଶ ୧୦୦ ବର୍ଷ ମଧ୍ୟରେ…
ଗୋଟିଏ ଭୁଲ୍ ପାଇଁ ଆଫଗାନିସ୍ତାନର ସ୍ବପ୍ନ ଧୂଳିସାତ୍
ଆଣ୍ଟିଗୁଆ,୨।୨:ଇଂଲଣ୍ଡ ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ପ୍ରଥମ ସେମିଫାଇନାଲରେ ସେମାନେ ଡକ ଓ୍ବର୍ଥ-ଲୁଇସ ନିୟମ ଆଧାରରେ ଆଫଗାନିସ୍ତାନକୁ ୧୫ ରନ୍ରେ ପରାସ୍ତ କରିଥିଲେ। ଏହା ସହ ଆଫଗାନିସ୍ତାନର ପ୍ରଥମ ଥର ପାଇଁ ଆଇସିସି ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ…
ସ୍ତ୍ରୀ-ସ୍ବାମୀଙ୍କ ଘର କଳି ପଦାରେ, ଭାଜପା ମନ୍ତ୍ରୀ ସ୍ବାତୀ ସିଂଙ୍କ ଟିକଟ କଟିଲା…
ଲକ୍ଷ୍ନୌ, ୨।୨ : ଉତ୍ତରପ୍ରଦେଶର ଲକ୍ଷ୍ନୌର ସରୋଜିନୀନଗର ଆସନରୁ ଭାଜପା ମନ୍ତ୍ରୀ ସ୍ବତୀ ସିଂଙ୍କ ଟିକଟକୁ କଟା ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏଭଳି ହୋଇଥିବା ଚର୍ଚ୍ଚା ହେଉଛି। ଏହା ପରେ ସ୍ବାତୀ ସିଂଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ…
ବିବାହର ପ୍ରଥମ ଭାଲେଣ୍ଟାଇନ୍ ଡେ’ ସଲମାନଙ୍କ ସହ ବିତାଇବେ କ୍ୟାଟ୍ରିନା
ସୁପରଷ୍ଟାର ସଲମାନ ଖାନ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା ଫେବୃୟାରୀ ୫ଠାରୁ ‘ଟାଇଗର ୩’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଶୁଟିଂ ପାଇଁ ମୁମ୍ବାଇର ଅନ୍ଧେରିରେ ଅବସ୍ଥିତ ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଜବରଦସ୍ତ ପ୍ରସ୍ତୁତି ଦେଖିବାକୁ…
ଭାଜପାକୁ ବଙ୍ଗୋପସାଗରରେ ଫିଙ୍ଗିଦିଅ, କହିଲେ ମୁଖ୍ୟମନ୍ତ୍ରୀ…
ହାଇଦ୍ରାବାଦ୍, ୨।୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଲୋକଙ୍କ ଆଶା ପୂରଣ କରିବା ଏବଂ ଦେଶ ଏହାର ପୂର୍ଣ୍ଣ ସାମର୍ଥ୍ୟକୁ ନେଇ ଅଗ୍ରଗତି କରିବା ପାଇଁ ଭାରତ ଏହାର ସମ୍ବିଧାନକୁ ପୁନଃଲିଖନ କରିବା ଆବଶ୍ୟକ। ଭାଜପାକୁ…
ପୁଟିନ୍ଙ୍କ ଚେତାବନୀ, ରୁଷିଆକୁ ଘେରିବା ପାଇଁ ୟୁକ୍ରେନ୍ର ବ୍ୟବହାର କରୁଛି ଆମେରିକା…
ନୂଆଦିଲ୍ଲୀ, ୨।୨: ୟୁକ୍ରେନ ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ନେଇ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ରୁଷିଆକୁ ଘେରିବା ପାଇଁ ଆମେରିକା ୟୁକ୍ରେନ୍ର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି…
ଭାଲୁ ଗୁମ୍ଫାକୁ ଝିଅକୁ ଫୋପାଡିଲେ ମା’, ଆଉ ତା’ପରେ…
ତାସକେଣ୍ଟ,୨।୨: ଜଣେ ମା’ ପାଇଁ, ତାଙ୍କ ଶିଶୁଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ପିଲାମାନଙ୍କର ଅସୁବିଧା ସାମ୍ନାରେ, ମା’ ନିଜ ଜୀବନକୁ ମଧ୍ୟ ବଳି ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଜଣେ ମା’ ନିଜ ପିଲାକୁ ମୃତ୍ୟୁ ମୁଖକୁ ଠେଲି…
ମୃତ୍ୟୁର ତାଣ୍ଡବ ଆରମ୍ଭ, ଦୈନିକ ମୃତ୍ୟୁ ସଂଖ୍ୟା ୧୭ ଶହ ଟପିଲା, ଧାଡ଼ିଧାଡ଼ି ମୃତଦେହ…
ନୂଆଦିଲ୍ଲୀ, ୨।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
ଶେଷ ହୋଇନି ଓମିକ୍ରନ୍, କଟକଣା ହଟାଇବା ନେଇ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍ଓ…
ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓମିକ୍ରନ ଲହରର ଶୀର୍ଷ ଏପର୍ଯ୍ୟନ୍ତ ବହୁ ଦେଶରେ ଆସିନାହିଁ। ତେଣୁ ସତର୍କତା ଜରୁରୀ ବୋଲି…
ପୁଣି ପ୍ରେମରେ ପଡିଛନ୍ତି କାର୍ତ୍ତିକ
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ଆଗଧାଡିର କଳାକାର। ତାଙ୍କର ଅନେକ ମହିଳା ପ୍ରଶଂସକ ଅଛନ୍ତି। ସେ ବଲିଉଡର ଏପରି ଜଣେ ଅଭିନେତା, ଯିଏ ଖୁବ କମ ସମୟ ମଧ୍ୟରେ ନିଜର ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଏକ ଭଲ ସ୍ଥାନ ହାସଲ…
ଆଇପିଏଲ୍ ନିଲାମରେ ସାମିଲ ହେଲେ କ୍ରୀଡା ମନ୍ତ୍ରୀ
ବେଙ୍ଗାଲୁରୁ,୨।୨: ଆଇପିଏଲ୍ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏହି ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ। ସେଠାରେ…
Archives


