Home

ୟୁପିର ୫୫, ଗୋଆର ୪୦ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ, ଉତ୍ତରାଖଣ୍ଡରେ ସକାଳ ୮ଟାରେ ହେବ ମତଦାନ

ନୂଆଦିଲ୍ଲୀ,୧୪ ।୨: ଉତ୍ତର ପ୍ରଦେଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଶାହଜହାଂପୁରରେ ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ମନ୍ଦିରରେ ଦର୍ଶନ କରି ପରେ ମତଦାନ କରିଛନ୍ତି । ସେ କହିଛନ୍ତି ଆମେ ୩୦୦ରୁ ଅଧିକ ଆସନରେ ବିଜୟୀ…

ଗୀତା ବାଣ୍ଟି ନିଆରା ଭୋଟ ଭିକ୍ଷା

ଆଳି,୧୪ା୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ଏବେ ନିଆରା ପ୍ରଚାର ଦେଖିବାକୁ ମିଳୁଛି। ପ୍ରାର୍ଥୀ, ପ୍ରାର୍ଥିନୀମାନେ ଭିନ୍ନ ତରିକାରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଜଣେ ପ୍ରାର୍ଥିନୀଙ୍କର ବହି ଚିହ୍ନ ଥିବାରୁ ସେ ଭୋଟରମାନଙ୍କୁ ଓଡ଼ିଆ ଜନଜୀବନର ମୁଖ୍ୟ ଧର୍ମଗ୍ରନ୍ଥ…

‘ମୋଦି ସରକାରରେ ୫.୩୫ ଲକ୍ଷ କୋଟିର ବ୍ୟାଙ୍କ ଜାଲିଆତି’

ନୂଆଦିଲ୍ଲୀ,୧୪।୨: କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରରେ ଦେଶରେ ୫.୩୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅଭିଯୋଗ କରିଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଲୋକଙ୍କ ଟଙ୍କା ସହ…

ବିଜେଡି, ଭାଜପା ମଧ୍ୟରେ ଟକ୍କର

ଡେରାବିଶ,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେରାବିଶ ବ୍ଲ୍ଳକରେ ଆସନ୍ତା ୧୬ରେ ମତଦାନ ହେବ। ୧୩ ନଂ. ଜୋନ୍‌ ଜିଲା ପରିଷଦ ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ଜୋନ୍‌ରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୪୧ହଜାର ୭୪୮। ସେଥିମଧ୍ୟରୁ ମହିଳା…

ଉଦ୍ଧବ, ମମତାଙ୍କୁ ଭେଟିବେ କେସିଆର୍‌

ହାଇଦ୍ରାବାଦ,୧୪ା୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ମେଳି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେ ଖୁବ୍‌ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ପଶ୍ଚିମବଙ୍ଗ ପ୍ରତିପକ୍ଷ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି।…

ଭିନ୍ନକ୍ଷମଙ୍କୁ ଟିକିଏ ସ୍ନେହ, ଚେନାଏ ହସ ବାନ୍ଧିରଖିଛି

ମହାକାଳପଡ଼ା, ୧୪ା୨(ଡି.ଏନ୍‌.ଏ.): ପ୍ରେମ ଶାଶ୍ୱତ ଓ ଚିରନ୍ତନ ସତ୍ୟ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ। ନିର୍ବିଶେଷରେ ଗୋଟିଏ ହୃଦୟ ସହ ଅନ୍ୟ ଏକ ହୃଦୟର ଘଟେ ମିଳନ। ପ୍ରେମ ସୁନ୍ଦର ଓ ଅସୁନ୍ଦରକୁ ପଛରେ ପକାଇ ମନ ସହିତ ହୁଏ…

କେନ୍ଦ୍ରକୁ ଟାର୍ଗେଟ, ଭାଜପା ପ୍ରତି ନରମ

ନୂଆଦିଲ୍ଲୀ,୧୪ା୨: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଅଭୂତପୂର୍ବ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ରର ନୀତିଗୁଡ଼ିକୁ ନେଇ ସରକାରଙ୍କୁ ଟାର୍ଗେଟ କରିବାରେ ବିଜେଡିର ଭୂମିକା ଆକ୍ରମଣାମତ୍କ ଥିଲେ ହେଁ ଭାଜପାକୁ ପ୍ରତ୍ୟକ୍ଷ ଭାବେ…

ଜାଣନ୍ତି ବିସ୍କୁଟରେ କାହିଁକି ଥାଏ ଛିଦ୍ର

ସେ ପିଲା ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି। ବିସ୍କୁଟ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ସକାଳ କିମ୍ବା ସନ୍ଧ୍ୟାରେ, ଦିନ କିମ୍ବା ରାତିରେ ଚା’ ସହିତ ଲୋକେ ବିସ୍କୁଟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଯଦି ଆପଣ ଅତିଥି ଭାବରେ…

ଅର୍ଥକାରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା ଅଫିସ, ୧୪ା୨: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତବର୍ଷ…

ସଚେତନତା ହିଁ ନିଦାନ

ବିଭିନ୍ନ ଶାରୀରିକ ସମସ୍ୟାର ସମାଧାନ କ୍ଷେତ୍ରରେ ସଚେତନତାକୁ ହିଁ ନିଦାନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଅପସ୍ମାର ଭଳି ସମସ୍ୟା କ୍ଷେତ୍ରରେ ସଚେତନତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିକିତ୍ସକମାନେ ମତପୋଷଣ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଫେବୃୟାରୀ ମାସର ଦ୍ୱିତୀୟ…

ୟୁକ୍ରେନ୍‌: ଶାନ୍ତି ଆଲୋଚନା ବିଫଳ

ମସ୍କୋ, ୧୪ା୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଟାଳିବାକୁ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ୬୨ ମିନିଟ୍‌ ଧରି ହୋଇଥିବା ଆଲୋଚନା ଫଳପ୍ରଦ ହୋଇପାରିନାହିଁ। ବାଇଡେନ୍‌ ଯୁଦ୍ଧ ଏଡ଼ାଇବା…

୯୫୭ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୭୭ ଲକ୍ଷ ଭୋଟର

ଧର୍ମଶାଳା,୧୪ା୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ୧୬ ତାରିଖରେ ଭୋଟ ଗ୍ରହଣ ହେବ। ବ୍ଲକର ୪୫ ପଞ୍ଚାୟତରେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପ୍ରାର୍ଥୀ ଭାବେ ମୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri