Home

ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ, ସାମ୍ନାକୁ ଆସିଲା ବଡ଼ ସତ, ଚାର୍ଜଶିଟ୍‌ ଦାଖଲ

ଚଣ୍ଡିଗଡ଼,୧୬ା୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ହିସାର ପୋଲିସ କୋର୍ଟରେ ଏହି ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ ହୋଇଛି।…

ପୁଟିନଙ୍କ ସହ ସାକ୍ଷାତ ପରେ ୟୁଟର୍ନ ନେଲେ ଟ୍ରମ୍ପ

ଓ୍ବାଶିଂଟନ,୧୬।୮: ଆଲାସ୍କା ଶିଖର ସମ୍ମିଳନୀ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ ହଠାତ ବଦଳି ଯାଇଛି। ଶିଖର ସମ୍ମିଳନୀ ପୂର୍ବରୁ ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଥିଲେ ଯେ ଯଦି ଭ୍ଲାଦିମିର ପୁଟିନ ଯୁଦ୍ଧବିରତି ପାଇଁ ରାଜି ନ ହୁଅନ୍ତି,…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି କରିଦେଲେ ଅଲଗା

ଭବାନୀପାଟଣା,୧୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟାକଟିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ତଲଜାରିଙ୍ଗ ଗ୍ରାମର ରଥ କନ୍ଦପାନ…

ଡେଟ ଫାଇନାଲ, ପୁଟିନଙ୍କ ପରେ ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି, ଏହା ପଛରେ ରହିଛି ବଡ଼ କାରଣ

ଓ୍ବାଶିଂଟନ,୧୬।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ସେ ରୁଷିଆ ସହିତ ଚାଲିଥିବା ଯୁଦ୍ଧ ଶେଷ କରିବା ପାଇଁ ‘ରଚନାତ୍ମକ ସହଯୋଗ’ କରିବାକୁ ପ୍ରସ୍ତୁତ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ପରେ ଏହି…

ଏହି ରାଶିର ଲୋକଙ୍କୁ ମିଳିବ ଚାକିରିରେ ପଦୋନ୍ନତି, କଠୋର ପରିଶ୍ରମର ପୁରସ୍କାର, ଜାଣନ୍ତୁ କାହା ଭାଗ୍ୟରେ ଅଛି…

୧୨ ରାଶି ମଧ୍ୟରୁ ଆଜି ଏକ ରାଶି ବହୁତ ଭାଗ୍ୟଶାଳୀ ହେବେ। ନିଜ କ୍ୟାରିୟରରେ ଭଲ ପ୍ରଦର୍ଶନ କରିବେ। ଶୁଭ ସୁବିଧା ବୃଦ୍ଧି ପାଇବ। ଚାକିରି ଖୋଜା ଶେଷ ହେବ। ହଠାତ୍‌ କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟ, ଧର୍ମ କିମ୍ବା ଆଧ୍ୟାତ୍ମିକତାରେ…

ନାବାଳକ ବୟଫ୍ରେଣ୍ଡଙ୍କୁ ଧରି ଫେରାର ହୋଇଯାଇଥିଲେ ୨୮ ବର୍ଷୀୟା ମହିଳା, ଘରକୁ ଫେରିଲା ପରେ ଯାହା ଘଟିଲା….

ଭୋପାଳ,୧୬।୮: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ନାବାଳକ ଏବଂ ଜଣେ ମହିଳାଙ୍କର ଏକ ଅନନ୍ୟ ପ୍ରେମ କାହାଣୀ ଚର୍ଚ୍ଚାରେ ଅଛି। ଏଠାରେ ଜଣେ ୨୮ ବର୍ଷୀୟ ମହିଳା ତାଙ୍କଠାରୁ ୧୧ ବର୍ଷ ସାନ ଜଣେ ନାବାଳକଙ୍କ ପ୍ରେମରେ ପଡ଼ିଗଲେ। ତା’ପରେ ମହିଳା…

ଚାଲିଗଲେ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା, ଝୁରୁଛନ୍ତି ଲୋକେ

କଟକ,୧୬ା୮: ଚାଲିଗଲେ ରଘୁ ମଉସା। କଟକ ଦହିବରା ଆଳୁଦମ୍‌କୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ୍‌ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବିଡ଼ାନାସୀ ଗୋପାଳସାହି ବାସଗୃହରେ ତାଙ୍କର ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ…

ସ୍ବାମୀଙ୍କୁ ବିଲରେ କାମୁଡ଼ିଲା ସାପ, ମୃତ୍ୟୁ ଖବର ଶୁଣି ବିଷ ପିଇଦେଲେ ସ୍ତ୍ରୀ

ନିଆଳି,୧୬ା୮: ସ୍ବାମୀଙ୍କୁ ସର୍ପାଘାତ ପରେ ବିଷ ପିଇଦେଇଛନ୍ତି ସ୍ତ୍ରୀ। ବିଲକୁ କାମ କରିବାକୁ ଯାଇଥିବାବେଳେ ସ୍ବାମୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଜଗତସିଂହପୁର ମେଡିକାଲ ନେବା ବାଟରେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ…

ସାଧାରଣ ଚାଷୀରୁ ଟ୍ରେନ ମାଲିକ! ଶତାବ୍ଦୀ ଏକ୍ସପ୍ରେସର ମାଲିକ ହେଲେ…

ଲୁଧିଆନା,୧୬।୮: ଜଣେ ଛୋଟ ଚାଷୀ ଟ୍ରେନ୍‌ର ମାଲିକ!  ବିଶ୍ୱାସ ନ ହେଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ! ରେଳବାଇର ଭୁଲ ଯୋଗୁଁ ଜଣେ ଚାଷୀ ସମ୍ପୂର୍ଣ୍ଣ ଟ୍ରେନ୍‌ର ମାଲିକ ହୋଇଯାଇଥିଲେ! ଆସନ୍ତୁ ଜାଣିବା ପୂରା କାହାଣୀ। ପଞ୍ଜାବର ଜଣେ କୃଷକ ପାଞ୍ଚ…

ଅବସର ପରେ ବି ଗାଡ଼ି ଚଲାଇପାରିବେନି ଆମେରିକା ରାଷ୍ଟ୍ରପତି: ପଛରେ ରହିଛି ଏମିତି କାରଣ

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ରାଷ୍ଟ୍ରପତି ପଦବୀ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଦାୟିତ୍ୱପୂର୍ଣ୍ଣ ପଦବୀ ମଧ୍ୟରୁ ଗୋଟିଏ। ଏହି ପଦବୀର ମର୍ଯ୍ୟାଦା ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଅନେକ କଠୋର ନିୟମ ଏବଂ ପ୍ରୋଟୋକଲ ଲାଗୁ କରାଯାଇଛି। ଏହି ନିୟମଗୁଡ଼ିକ ମଧ୍ୟରୁ…

ଭାଜପା-RSS ମଧ୍ୟରେ ଫାଟ! ରାମ ମାଧବ ଖୋଲିଦେଲେ ସବୁ ଗୁମର

ନୂଆଦିଲ୍ଲୀ,୧୬।୮: ଗତ କିଛି ଦିନ ଧରି ରାଜନୈତିକ କରିଡରରେ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS) ନେଇ ଅନେକ ଆଲୋଚନା ଚାଲିଛି। କୁହାଯାଉଛି ଯେ,ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ସଂଘ ଏବଂ ଦଳ ମଧ୍ୟରେ କୌଣସି ସହମତି ନାହିଁ।…

ନିଜ ମଳମୂତ୍ରକୁ ସୁଟକେଶ୍‌ରେ ରଖି ଟ୍ରମ୍ପଙ୍କ ପାଖକୁ ଆସିଥିଲେ ପୁଟିନ୍‌, କାରଣ ଜାଣିଲେ ତାଜୁବ ହେବେ

ମସ୍କୋ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଆଲାସ୍କାରେ ସାକ୍ଷାତ କରିଛନ୍ତି। ପୁଟିନଙ୍କ ସୁରକ୍ଷାରେ ଅଙ୍ଗରକ୍ଷୀଙ୍କ ସହିତ ଅନେକ ସୁଟକେସ ସାମିଲ ହେବ, କିନ୍ତୁ ଏଗୁଡ଼ିକ ସାଧାରଣ ସୁଟକେସ ହେବ ନାହିଁ। ସମସ୍ତ ସୁଟକେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri