ବିଭିନ୍ନ ଦାବି ନେଇ ଗର୍ଜିଲେ ଅଙ୍ଗନଓ୍ବାଡ଼ି ଦିଦି, ଦାବି ପୂରଣ ନ ହେଲେ…
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଗାଁରୁ ସହର ସବୁଠି ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଫଳ ରୂପାୟନ କରିଥାଆନ୍ତି ଅଙ୍ଗନଓ୍ବାଡ଼ିକର୍ମୀମାନେ। କିନ୍ତୁ ସରକାର ସବୁବେଳେ ଏହିମାନଙ୍କୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏନେଇ ଗୁରୁବାର ଜିଲାର ୩ ହଜାରରୁ ଊର୍ଦ୍ଧ୍ୱ…
ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ଓ୍ବାର୍କର ଆସୋସିଏଶନ
ବଲାଙ୍ଗୀର,୨୧ା୮(ସୁନୀଲ ମହାନ୍ତି): ଭାରତୀୟ ମଜଦୂର ସଂଘ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍ ଓ୍ବାର୍କର୍ସ ଆସୋସିଏଶନ ରାଜ୍ୟ ସଂଘ ବଲାଙ୍ଗୀର ଶାଖା ତରଫରୁ ୧୨ ଦଫା ଦାବି ନେଇ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଷଣ ଟ୍ରାକର ତଥା ଏଫ୍ଆର୍ଏସ୍ରେ ହେଉଥିବା…
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ କ୍ରୀଡ଼ା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି: ଜାଣନ୍ତୁ ଖେଳାଯିବ ନା ନାହିଁ
ନୂଆଦିଲ୍ଲୀ,୨୧।୮: କ୍ରୀଡ଼ା ମନ୍ତ୍ରଣାଳୟ କୌଣସି ଖେଳରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଉପରେ ନିଜର ମତ ସ୍ପଷ୍ଟ କରିଛି। ନୂତନ ନୀତି ଅନୁଯାୟୀ, ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ କିମ୍ବା ଇଭେଣ୍ଟରେ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ ଟିମ ଇଣ୍ଡିଆକୁ…
ରୁଷିଆରେ ଥାଇ ଟ୍ରମ୍ପଙ୍କ ପୋଲ୍ ଖୋଲିଦେଲେ ଜୟଶଙ୍କର
ମସ୍କୋ,୨୧।୮: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ, ସମ୍ପ୍ରତି ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହା ପଛରେ ଆମେରିକା ଯୁକ୍ତି ରଖିଛି ଯେ ଭାରତ ରୁଷିଆରୁ…
କଂଗ୍ରେସ ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ: ଶେଷରେ ଦେଲେ ଇସ୍ତଫା
ନୂଆଦିଲ୍ଲୀ,୨୧।୮: ଗତ କିଛି ଦିନ ଧରି ମହିଳାମାନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ପରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ଏବଂ ପାଲକ୍କଡ ବିଧାୟକ ରାହୁଲ ମାମକୁଟାଥିଲ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାୟକ ରାହୁଲ ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ…
ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ ଥାନାରେ ଅଟକ
ଝାରସୁଗୁଡ଼ା,୨୧ା୮: ଝାରସୁଗୁଡ଼ା ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବନହରପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ଏକ ରୁଜୁ ମାମଲା ହୋଇଥିବାବେଳେ ଆବାସିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥାନାରେ ଅଟକ ରହିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ମୁଭି ପ୍ରଥମେ ଦେଖିବେ ହାଇକୋର୍ଟ, ରାୟ ଦେବେ ଜଜ
ମୁମ୍ବାଇ,୨୧।୮: ବମ୍ବେ ହାଇକୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ: ଦି ଅନଟୋଲ୍ଡ ଷ୍ଟୋରି’ ଦେଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଏହି ସପ୍ତାହନ୍ତରେ ଫିଲ୍ମଟି ଦେଖିବେ ଏବଂ ସୋମବାର ତାଙ୍କର ନିର୍ଦ୍ଦେଶ ଦେବେ।…
‘ଏମପିଙ୍କଠାରୁ ଆଦାୟ କରାଯାଉ,’ ଲୋକ ସଭାରେ ୩୭ ଘଣ୍ଟା ଚର୍ଚ୍ଚାକୁ ନେଇ କାହିଁକି ଏମିତି ଦାବି ରଖିଲେ ଏମପି? ହେଉଛି ଖୁବ ଚର୍ଚ୍ଚା
ନୂଆଦିଲ୍ଲୀ,୨୧।୮: ଲୋକ ସଭାରେ ଆଲୋଚନା ପାଇଁ ୧୨୦ ଘଣ୍ଟା ସ୍ଥିର କରାଯାଇଥିଲା, କିନ୍ତୁ କେବଳ ୩୭ ଘଣ୍ଟା ଆଲୋଚନା ହୋଇପାରିଥିଲା। ଏହାର ଏକ ବଡ଼ ଅଂଶ ଅପରେଶନ ସିନ୍ଦୂର ଉପରେ ଆଲୋଚନା ପାଇଁ ଥିଲା। ଅଧିକାଂଶ ସମୟ ହଟ୍ଟଗୋଳରେ ବିତିଥିଲା, ଯାହା…
ଆଉ ଚାଲିପାରିବନି ଟଙ୍କାର ଖେଳ! ଅନଲାଇନ ଗେମିଂ ବିଲ ରାଜ୍ୟ ସଭାରେ ଗୃହୀତ, ଗୋଟିଏ ଦିନ ପୂର୍ବରୁ ଲୋକ ସଭାରେ କରାଯାଇଥିଲା ଉପସ୍ଥାପନ
ନୂଆଦିଲ୍ଲୀ,୨୧।୮: ସଂସଦରେ ଗୁରୁବାର (୨୧ ଅଗଷ୍ଟ, ୨୦୨୫) ଅନଲାଇନ ଗେମିଂ ପ୍ରମୋସନ ଏବଂ ରେଗୁଲେସନ ବିଲ, ୨୦୨୫ ଗୃହୀତ ହୋଇଛି। କୌଣସି ବିତର୍କ ବିନା ହଟ୍ଟଗୋଳ ମଧ୍ୟରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ…
ସ୍ପେଶାଲ OTET ପୁଣି ସ୍ଥଗିତ: ଖୁବ୍ଶୀଘ୍ର ପ୍ରକାଶ ପାଇବ…
ଭୁବନେଶ୍ୱର,୨୧।୮: ସ୍ପେଶାଲ OTET ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ରେ ହେବାକୁ ଥିବା ଏହି ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ କରାଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର OTET…
ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାତରେ ଫିଙ୍ଗିଦେଲେ ପୁଅ, ଦୁଇଦିନ ପରେ…
ଦେବଗଡ଼,୨୧ା୮(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଲା ଥାନା ଗୋହଡ଼ା ଜାମୁନାଳୀ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଚି। ଜଣେ ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସଇତାନ ପୁଅ। ଘର ପଛ ପଟେ ଥିବା ଏକ ଗାତରୁ ଗୁରୁବାର ମୃତଦେହ…
୧୪ ବର୍ଷ ପରେ ଜେଲ୍ରୁ ଫେରି ଝିଅ ସହ କଲେ ଏମିତି କାମ: ପୁଣି ଗଲେ ଜେଲ୍
ଭରତପୁର,୨୧।୮: ରାଜସ୍ଥାନର ଭରତପୁରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ ଜଣେ ନାବାଳିକା ଝିଅଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଅପରାଧୀଙ୍କୁ ଗିରଫ କରିଛି। ଅପରାଧୀ ଜଣଙ୍କ ପୂର୍ବରୁ ସମାନ ଅପରାଧରେ ଆଜୀବନ କାରାଦଣ୍ଡ ଭୋଗିବା ପରେ ଜେଲରୁ…
Archives


