Home

Nepal Violence: ବାଂଲାଦେଶ-ଶ୍ରୀଲଙ୍କା ଆଉ ପାକିସ୍ତାନ ପରେ ଏବେ ପାଳି ନେପାଳର, ହେବକି ପରିବର୍ତ୍ତନ

କାଠମାଣ୍ଡୁ,୮।୯: ନେପାଳର ରାଜଧାନୀ କାଠମାଣ୍ଡୁରୁ ସୋମବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଯେକୌଣସି ଗଣତାନ୍ତ୍ରିକ ଦେଶ ପାଇଁ ଏକ ସତର୍କ ଘଣ୍ଟି। ସଂସଦ ଭବନର କାନ୍ଥ ଚଢ଼ି ଯୁବକମାନେ, ପୋଲିସ ସହିତ ସଂଘର୍ଷ, କର୍ଫ୍ୟୁ, ପୋଡ଼ାଜଳା ଏବଂ ମୃତାହତଙ୍କ ସଂଖ୍ୟା…

‘ଓଜନ କମାଅ, ମୋଟା ଅଙ୍କ ନିଅ…’, କମ୍ପାନୀ ଦେଉଛି ଏମିତି ଅଫର!

ବେଜିଂ: ଚାଇନାର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ଓଜନ ହ୍ରାସ କରିବାକୁ ଉତ୍ସାହିତ କରିବା ପାଇଁ ଏକ ଚ୍ୟାଲେଞ୍ଜ ଆୟୋଜନ କରିଛି। ଏହି ଚ୍ୟାଲେଞ୍ଜରେ, ଓଜନ ହ୍ରାସ କରିଥିବା ଜଣେ କର୍ମଚାରୀ ୨,୮୦୦ ଡଲାର (ପ୍ରାୟ ୨.୫ ଲକ୍ଷ ଟଙ୍କା) ପାଇଲେ।…

ମୋତେ ଅପମାନିତ କରାଗଲା, ମୁଁ କାନ୍ଦିକି ଟିମ୍‌ ଛାଡ଼ିଦେଲି: IPLର ଏହି ଟିମ୍‌ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କ୍ରିସ ଗେଲ

ନୂଆଦିଲ୍ଲୀ,୮।୯: ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲ ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଇପିଏଲ୍‌ରେ ବିତାଇଥିବା ତାଙ୍କ ଶେଷ ବର୍ଷ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପଞ୍ଜାବ କିଙ୍ଗସ ଦଳର…

‘ମୋଦିଙ୍କଠାରୁ ନେତାନ୍ୟାହୁ କିଛି ଶିଖିବା ଦରକାର…’ କାହିଁକି ଏମିତି କହିଲେ ଇସ୍ରାଏଲ ଡିଫେନ୍ସ ଏକ୍ସପର୍ଟ

ତେଲ ଆଭିଭ,୮।୯: ଇସ୍ରାଏଲର ପ୍ରତିରକ୍ଷା ନୀତି ବିଶେଷଜ୍ଞ ଜାକି ଶାଲୋମ ତାଙ୍କ ଦେଶକୁ ଭାରତଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛନ୍ତି। ଜାକି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ଆମେରିକାର ଶୁଳ୍କ ବିରୋଧରେ ଭାରତ ଯେପରି ଠିଆ ହେଉଛି ସେଥିରୁ କିଛି ଶିଖିବା…

କାରରେ ନାବାଳିକାଙ୍କୁ ବଳାତ୍କାର ଘଟଣା: ୪୮ଘଣ୍ଟା ବିତିଲା, ପୋଲିସ ହାତ ଖାଲି

ଦାରିଙ୍ଗବାଡି, ୮।୯ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ ୫ରେ ଗଣେଶ ଭସାଣି ଦେଖିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ଏହି ଘଟଣାକୁ ଇତି ମଧ୍ୟରେ ୭୨ ଘଣ୍ଟା ବିତିଯାଇଛି। ପରିବାର ଲୋକଙ୍କ ଏତଲା ଦେବା ଓ…

ତାରାତାରିଣୀଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ: ଆରମ୍ଭ ହେଲା ଅନ୍ନପ୍ରସାଦ

ପୁରୁଷୋତ୍ତମପୁର,୮।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନେ ଆଉ ଭୋକିଲା ହୋଇ ଫେରିବେନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବଡ ପଦକ୍ଷେପକୁ ସୋମବାର ଜିଲା ପ୍ରସାଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଇ ଆରମ୍ଭ ହୋଇଛି।…

ହସ୍ପିଟାଲରେ ରହି କ୍ୟାବିନେଟ ବୈଠକ କଲେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ଚଣ୍ଡିଗଡ଼,୮।୯: ବନ୍ୟା ପ୍ରଭାବିତ ଚାଷୀମାନଙ୍କ ପାଇଁ ପଞ୍ଜାବ ସରକାର ପ୍ରତି ଏକର ପିଛା ୨୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସୋମବାର (୮ ସେପ୍ଟେମ୍ବର) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହସ୍ପିଟାଲରୁ କ୍ୟାବିନେଟ…

କ୍ରିକେଟ୍‌ ଜଗତରେ ବଡ଼ ହଲଚଲ: ସଚିନଙ୍କ ମହାରେକର୍ଡ ଭାଙ୍ଗିଦେଲେ ଏହି କ୍ରିକେଟର୍‌

ଲଣ୍ଡନ,୮।୯: ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଜୋ ରୁଟ ଇତିହାସ ସୃଷ୍ଟି କରିଛନ୍ତି। ରୁଟ ଏହି ମ୍ୟାଚ୍‌ରେ ୯୬ ବଲ୍‌ରେ ୧୦୦ ରନ୍‌ର ଇନିଂସ ଖେଳିଥିଲେ। ରୁଟ ତାଙ୍କ ଶତକୀୟ ଇନିଂସ୍‌ରେ ୬ଟି ଚୌକା ମାରିଥିଲେ।…

୭ ବଲ୍‌ରେ ୫ ଉଇକେଟ୍‌! ଏସିଆ କପ ପୂର୍ବରୁ ସମସ୍ତଙ୍କୁ ଭୟଭୀତ କଲେ ଏହି କ୍ରିକେଟର୍‌

ଦୁବାଇ,୮।୯: ୨୦୨୫ ଏସିଆ କପ ପୂର୍ବରୁ, ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ମହମ୍ମଦ ନୱାଜ ଟି୨୦ କ୍ରିକେଟରେ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ଶାରଜାରେ ଖେଳାଯାଇଥିବା ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ନୱାଜ ବୋଲିଂରେ ହ୍ୟାଟ୍ରିକ ସହିତ ମୋଟ ୫ଟି…

Vice Presidential Polls: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ BRS-BJDର ବଡ଼ ଘୋଷଣା, ରାଜନୀତିରେ ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦେଶର ନୂଆ ଉପରାଷ୍ଟ୍ରପତିଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ। ଏଥର ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ସି. ପି. ରାଧାକୃଷ୍ଣନ ଏବଂ ବିରୋଧୀ ଦଳର ବି ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ସମୟରେ, ଦୁଇଟି ରାଜନୈତିକ…

ବଡଚଣା ଥାନା ଅଧିକାରିଣୀଙ୍କ ବଦଳି ପ୍ରତିବାଦ: ଥାନା ଆଗରେ ବିକ୍ଷୋଭ

ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ବଡଚଣା ଥାନାଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ବଦଳିକୁ ନେଇ ବଢୁଛି ଜନ ଅସନ୍ତୋଷ। ଏହାର ପ୍ରତିବାଦରେ ଥାନା ଆଗରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସାଧାରଣ ଜନତା ଓ ବଜରଙ୍ଗ ଦଳ କର୍ମୀ। ପ୍ରାୟ ଚାରିମାସ ହେବ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଙ୍ଗନଓ୍ବାଡ଼ି ସେବିକା-ସହାୟିକାଙ୍କ ବଢିଲା ଦରମା

ପାଟନା,୮।୯: ବିହାରର ନୀତୀଶ କୁମାର ସରକାର ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉପହାରର ଏକ ଝଡ଼ ସୃଷ୍ଟି କରୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଆଗକୁ ଆସି ଅଙ୍ଗନୱାଡି ସେବିକା ଏବଂ ଅଙ୍ଗନୱାଡି ସହାୟିକାଙ୍କ ମାନପତ୍ର ବୃଦ୍ଧି କରିବାକୁ ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri