Home

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ମୌସୁମୀ ଅଧିବେଶନ ପୂର୍ବରୁ ହେବ…

ଭୁବନେଶ୍ୱର,୧୧ା୯: ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୧୬ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ୧୮ରେ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି କହିଛନ୍ତି। ଅନ୍ୟପକ୍ଷରେ  ବୁଧବାର ରାଜ୍ୟ କ୍ୟାବିନେଟ୍‌ର…

ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ୱରରେ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ…

ଭୁବନେଶ୍ୱର,୧୧ା୯: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ଆଦର୍ଶ ଗୋ’ଶାଳା ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ରାଜଧାନୀର ବୁଲାଗୋରୁଙ୍କୁ ସେଠାରେ ରଖାଯିବ। ଏଥିନିମନ୍ତେ ଜମି ଚିହ୍ନଟ…

ଶୋଇଥିବାବେଳେ ବୃଦ୍ଧଙ୍କୁ ଶୁଣ୍ଢରେ ଟେକିନେଲା ହାତୀ, ଆଉ ତା’ପରେ କଚାଡ଼ି କଚାଡ଼ି…

ଟେନ୍‌ସା,୧୧ା୯(ସମୀର କୁମାର ପାଢ଼ୀ): ରାତିରେ ଖାଇସାରି ଶୋଇଥିଲେ ପରିବାର ଲୋକେ। କିଏ ଜାଣି ଥିଲା ସେହି ରାତିରେ ଚାଲିଯିବ ଜୀବନ। ଶୋଇଥିବା ଅବସ୍ଥାରେ ଦନ୍ତା ଶୁଣ୍ଡରେ ଟେକି ନେଇ ବୃଦ୍ଧଙ୍କୁ ଦଳି ଚକଟି ମାରିଦେଲା। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି…

ଫିଲ୍ମଷ୍ଟାଇଲ୍‌ରେ ୨ ଯୁବକଙ୍କୁ ଉଠାଇ ନେଇ ଗୁଳିମାଡ଼ କଲେ ଦୁର୍ବୃତ୍ତ, ପୋଲିସ ପହଞ୍ଚିବାରୁ…

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ଥାନା ହାଟବସ୍ତରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ୨ଯୁବକ ଗୁରୁତର ଆହତ ହୋଇଛନ୍ତ। ଗୁରୁତର ଦୁଇ ଯୁବକ ଦ୍ବୟ ହେଲେ ବଡ଼କୁମ୍ଭାରୀ ଗାଁର ମାନସ ଜେନା ଓ ଟୁଲୁ ପରିଡ଼ା। ଉଭୟଙ୍କୁ ଗୁଳିମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ…

ଏସିଆ କପର ପ୍ରଥମ ମ୍ୟାଚରେ ଭାରତର ଐତିହାସିକ ରେକର୍ଡ, ଏପରି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପରେ ୟୁଏଇ ବିପକ୍ଷରେ ଏକ ଦୃଢ଼ ବିଜୟ ସହିତ ତା’ର ଯାତ୍ରା ଆରମ୍ଭ କରିଥିଲା। ଏହି ବିଜୟ ସହିତ, ଭାରତ ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏସିଆ କପ୍‌ରେ ସବୁଠାରୁ ବଡ଼ ବିଜୟ ହାସଲ…

ମାତ୍ର ୨୭ ବଲ୍‌ରେ ଇତିହାସ ରଚିଲା ଭାରତ: ପାକିସ୍ତାନକୁ କଡ଼ା ଚେତାବନୀ

ଦୁବାଇ,୧୧ା୯: ଚଳିତ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅତି ସହଜରେ ଆୟୋଜକ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)କୁ ୯ ଉଇକେଟରେ ପରାସ୍ତ କରିଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ…

ବଢୁଛି ଚୋରି, ଲୋକେ ଭୟଭୀତ: ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଚଣ୍ଡୀପାଟଣା ଛକ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଛି। ଏଥିସହ ବିଲମାଳରୁ ଗୋଟିଏ ପାଣି ପମ୍ପ ଚୋରି ହୋଇଛି। ଆଉ ଜଣଙ୍କ ଘରୁ ଚୋରି ଉଦ୍ୟମ ହୋଇଥିଲା। ଖବର ପାଇ…

ରେଳ ଷ୍ଟେଶନରେ ରିଲ୍ସ କରୁଥିଲେ, ହୋଇଯାନ୍ତୁ ସାବଧାନ: ନଚେତ୍‌…

ସୋସିଆଲ ମିଡିଆରେ ରିଲ୍ସ କରିବାର କ୍ରେଜ ଲଗାତାର ବୃଦ୍ଧି ପାଉଛି, କିନ୍ତୁ ଯଦି ଆପଣ ରେଳ ଟ୍ରାକ କିମ୍ବା ଷ୍ଟେଶନ ପରିସରରେ ରିଲ୍ସ ତିଆରି କରୁଛନ୍ତି, ତେବେ ଏବେ ଏହି ହବି ମହଙ୍ଗା ସାବ୍ୟସ୍ତ ହୋଇପାରେ। ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିଧା ସିଧା କହିଦେଲେ…

ନୂଆଦିଲ୍ଲୀ,୧୧।୯:ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ମ୍ୟାଚ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ…

ବ୍ରେକ୍‌ ମାରିବାକୁ ଭୁଲିଗଲେ ଟ୍ରକ୍‌ ଡ୍ରାଇଭାର, ପରେ କାର୍‌ ଡ୍ରାଇଭରଙ୍କର ଯାହା ହେଲା ଭିଡିଓ ଦେଖିଲେ…

ଯଦି ଆପଣ ରାସ୍ତାରେ ଗାଡ଼ି ଚଲାଉଛନ୍ତି, ତେବେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ, କାରଣ ଅନ୍ୟମାନଙ୍କ ଭୁଲ୍‌ ଯୋଗୁ ଆପଣଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିବାର ସମ୍ଭାବନା ରହିଛି। Never forget the handbrake pic.twitter.com/UCDicQmu8r — Insane Reality…

ଏଲନ ମସ୍କଙ୍କ ବଡ଼ ଭବିଷ୍ୟବାଣୀ: ୨୦୩୦ ସୁଦ୍ଧା ବିଶ୍ୱରେ ଘଟିବ…

ଓ୍ବାଶିଂଟନ,୧୧।୯: ଟେସଲାର ସିଇଓ ଏଲନ ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା, AI ଜଣେ ସାଧାରଣ ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହେବ। ଏହାସହ ୨୦୩୦ ସୁଦ୍ଧା, AI…

ବିଦା ହେଲେ ଭୁବନ ଏନ୍‌ଏସି ଅଧ୍ୟକ୍ଷ

ଭୁବନ,୧୧ା୯ (ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ଅଭିଯୋଗରେ ବୁଧବାର ବହିଷ୍କୃତ ହୋଇଛନ୍ତି। ଢେଙ୍କାନାଳ ଜିଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଓଡ଼ିଶା ମ୍ୟୁନିସିପାଲ ଆଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri