ପ୍ରେଗ୍ନାନ୍ସି ସମୟରେ ହିମୋଗ୍ଲୋବିନ୍ ଯାଞ୍ଚ କାହିଁକି ଜରୁରୀ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…
ହିମୋଗ୍ଲୋବିନ ହେଉଛି ଆମ ଲୋହିତ ରକ୍ତ କଣିକା (RBC)ରେ ମିଳୁଥିବା ଏକ ପ୍ରୋଟିନ୍। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଫୁସ୍ଫୁସ୍ରୁ ଶରୀରର ପ୍ରତ୍ୟେକ ଅଂଶକୁ ଅମ୍ଳଜାନ ପରିବହନ କରିବା ଏବଂ କାର୍ବନ ଡାଇଅକ୍ସାଇଡ୍ ବାହାର କରିବା। ଶରୀରରେ ପର୍ଯ୍ୟାପ୍ତ ପରିମାଣର ହିମୋଗ୍ଲୋବିନ…
୫ କୋଟି ଟଙ୍କା ଦିଅ… ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍ଡରୁ ଆସିଲା ଧମକ
ମୁମ୍ବାଇ,୯।୧୦: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍ଡରୁ ଧମକ ମିଳିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ସୂଚନା ପ୍ରକାଶ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଦାଉଦ ଇବ୍ରାହିମ ଗ୍ୟାଙ୍ଗ ରିଙ୍କୁ ସିଂହଙ୍କ ବିରୋଧରେ ଧମକ ପାଇଁ ନିଜକୁ ଦାୟୀ…
ଟ୍ରେନ ଟିକେଟ୍ ତାରିଖ ପରିବର୍ତ୍ତନ କଲେ ରେଲଓ୍ବେ ଫେରାଇବ ପୂରା ଟଙ୍କା! ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୯।୧୦: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ଏକ ଖବର ଆସିଛି ଯାହା କେବଳ ସେମାନଙ୍କ ମୁହଁରେ ହସ ଆଣିବ ନାହିଁ ବରଂ ସେମାନଙ୍କ ପକେଟକୁ ହାଲୁକା କରିବ। ପ୍ରାୟତଃ, ଏକ ଜରୁରୀ ଆବଶ୍ୟକତା କିମ୍ବା ଯୋଜନାରେ…
ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରପାତରେ ଜଳିଗଲା ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍
ଭୁବନେଶ୍ୱର,୯ା୧୦: ବୁଧବାର ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ଗୁରୁବାର ASI ଟିମ୍ ପହଞ୍ଚି ଯାଞ୍ଚ କରୁଛି। ତେବେ ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଯାଇଛି। ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । …
ଏହିସବୁ ଦେଶରେ ବ୍ୟବହାର ହୁଏ ଲକ୍ଷେ ଟଙ୍କିଆ ନୋଟ: ନାଁ ଜାଣଲେ ହେବେ ଆଶ୍ଚର୍ଯ୍ୟ
ବିଶ୍ୱର ଅନେକ ଦେଶରେ ଲକ୍ଷେ ଟଙ୍କିଆ ନୋଟ ପ୍ରଚଳିତ ହୋଇଥାଏ। ଏହାର ଅର୍ଥ ହେଉଛି ସେଠାକାର ଲୋକମାନେ ସାଧାରଣ ଖର୍ଚ୍ଚ ପାଇଁ ଅଧିକ ମୂଲ୍ୟର ନୋଟ ବ୍ୟବହାର କରନ୍ତି। ବିଶ୍ୱର ଅନେକ ଦେଶରେ, ଏସିଆର କିଛି ଦେଶ ସମେତ ଏକ ଲକ୍ଷ…
ରାତିରେ ଖାଇପିଇ ଶୋଇଥିଲେ ପଦ୍ମଲୋଚନ, କାମୁଡ଼ିଦେଲା ରଣାସାପ: ଆଉ ତା’ପରେ ଘଟିଲା…
ଖଇରା,୯।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଚାନ୍ଦଗୋଛି ଗ୍ରାମର ପଦ୍ମଲୋଚନ ପତି(୮୭) ଘରେ ଶୋଇଥିବାବେଳେ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ବୁଧବାର ରାତିରେ ଘରେ ଖାଇପିଇ ଶୋଇଥିବାବେଳେ ଏକ ରଣାସାପ ଦଂଶନ କରିଥିଲା। ଗୁରୁତର…
ଛାତ୍ରାବାସ ବନ୍ଦ ନିର୍ଦ୍ଦେଶ ପରେ ଅସନ୍ତୋଷ: ଅନ୍ତେବାସୀ ଜିଲାପାଳଙ୍କୁ ଫେରାଦ
ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଲାରେ ଏନ୍ଜିଓ ଦ୍ୱାରା ପରିଚାଳିତ ଏକ ଛାତ୍ରାବାସ ବନ୍ଦ କରିବାକୁ ପ୍ରଶାସନ ତଥା ଜିଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ ସମିତି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସକୁ ବନ୍ଦ କରି ସେଠାରେ…
କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ
ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ):ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି। ଜିଲାର…
ପୁଣି ଅଧିନାୟକ ହେଲେ ରୋହିତ ଶର୍ମା, ଏହି ଟିମ୍ରେ ମିଳିଲା…
ନୂଆଦିଲ୍ଲୀ,୮।୧୦: ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଯାଉଥିବା ମ୍ୟାଚର ଟିମ ଇଣ୍ଡିଆର ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଯଦିଓ ଏହି କିମ୍ବଦନ୍ତୀ ଖେଳାଳିଙ୍କ କ୍ୟାରିଅର ଏବେ ଶେଷ ପର୍ଯ୍ୟାୟରେ ଅଛି, କିନ୍ତୁ ତାଙ୍କର ଜଲଓ୍ବା ଅକ୍ଷୁର୍ଣ୍ଣ ରହିଛି। ରୋହିତ ଶର୍ମାଙ୍କୁ…
ଆଜି ଭାଜପାର ବଡ଼ ବୈଠକ, ନୂଆପଡ଼ା ଉପନିର୍ବାଚନ ନେଇ ହେବ ବଡ଼ ଘୋଷଣା
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ହେଉଛି ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସବୁ ଦଳ ପକ୍ଷରୁ ଉପନିର୍ବାଚନକୁ ନେଇ କସରତ ଆରମ୍ଭ ହୋଇଯାଇଛି। କଂଗ୍ରେସ ଘାସିରାମ…
୧୦ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି : ୩ଦିନ ଏହିସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୯ା୧୦(ଅନୁରାଧା ମହାରଣା): ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ମାସର ପ୍ରଥମ ୮ଦିନରେ ରାଜ୍ୟରେ ହାରାହାରି ୮୬.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସମ୍ପୂର୍ଣ୍ଣ ମାସର ସ୍ବାଭାବିକ ବର୍ଷା ୧୧୨ ମିମିର…
ବିଜେଡିର ବଡ଼ ଘୋଷଣା: ଏହି ୧୧ ବରିଷ୍ଠ ନେତାଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ, ଜାଣନ୍ତୁ…
ଭୁବନେଶ୍ୱର, ୮।୧୦(ସୁନିତ୍ ମିଶ୍ର): ବିଜେଡି ପକ୍ଷରୁ ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରାଯାଇଛି। ଏଥିରେ ଜଣେ ଉପସଭାପତି, ୨ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକ ଏବଂ ୩ ଜଣ ସମ୍ପାଦକଙ୍କୁ ମିଶାଇ ମୋଟ୍ ୧୧ ଜଣ ନେତାଙ୍କୁ…
Archives


