Home

ବୀମାଶିଳ୍ପରେ ଏଫ୍‌ଡିଆଇ ଅନାବଶ୍ୟକ

ଦେଶୀ ବୀମା କମ୍ପାନୀଙ୍କ ସ୍ବାର୍ଥ ପାଇଁ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବା ଏଫ୍‌ଡିଆଇ ସୀମାକୁ ୭୪%ରୁ ଶତ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ବଦ୍ଧପରିକର। ଏଥି ପାଇଁ ରିଜର୍ଭ ବ୍ୟାଙ୍କର ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ, ବରଂ ସିଧାସଳଖ…

ଆମେରିକା ମାଟିରୁ ଭାରତକୁ ଧମକ ଦେଲେ ମୁନିର: କହିଲେ, ଧ୍ୱଂସ କରିଦେବୁ

ଓ୍ବାଶିଂଟନ,୧୧/୮:ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍‌ ମୁନିର ରବିବାର ଆମେରିକା ମାଟିରୁ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଭାରତ ଏକ ଡ୍ୟାମ୍‌ ନିର୍ମାଣ କରିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଭାରତ ଯେତେବେଳେ ସିନ୍ଧୁ ନଦୀରେ ଡ୍ୟାମ୍‌ ନିର୍ମାଣ…

ଟେଲିଭିଜନ ରିପୋର୍ଟରରୁ ବଲିଉଡ ନାୟିକା, ଯାତ୍ରା ଖୁବ ଲମ୍ବା

ମୁମ୍ବାଇ: ଶ୍ରୀଲଙ୍କାରରୁ ବଲିଉଡ ଯାତ୍ରା କରିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ୧୧ ଅଗଷ୍ଟରେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଜ୍ୟାକଲିନ ଜଣେ ପୂର୍ବତନ ମିସ ୟୁନିଭର୍ସ ଶ୍ରୀଲଙ୍କା ଏବଂ ତାଙ୍କର ସ୍ମାଇଲିଂ ଫେସ, ଅଭିନୟ ଏବଂ ଷ୍ଟାଇଲିସ ଅନ୍ଦାଜ ପାଇଁ…

Mettle Meet 2025 ଗ୍ରାଣ୍ଡ ଫାଇନାଲ: ବାଜି ମାରିଲେ ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ଏମ୍ସ, ଭୁବନେଶ୍ୱର

ଭୁବନେଶ୍ୱର,୧୦ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ଆନୁକୂଲ୍ୟରେ ୨ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୫’ର ରବିବାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଗ୍ରାଣ୍ଡ ଫାଇନାଲ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ ହୋଇଥିବା…

ପୁରୁଣା ଅଙ୍ଗନଓ୍ବାଡି କେନ୍ଦ୍ରରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ମୁଣ୍ଡକୁ ପଥରରେ ଛେଚା,ଦେହ ସାରା କ୍ଷତ…ପରିବାର…

ଥୁଆମୂଳ ରାମପୁର, ୧୦।୮(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର – କିର୍କିଚା ଗ୍ରାମରେ ଜଣେ ୩୦ ବର୍ଷିଆ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ…

ବରଗଡ଼ରେ ଅଭିନବ ପ୍ରତିବାଦ: କାର୍ଡବୋର୍ଡ ଧରି ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଲା ଛାତ୍ର କଂଗ୍ରେସ

ବରଗଡ଼, ୧୦।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ କାର୍ଡବୋର୍ଡ (ବୁଢାପଟ୍ଟା)ରେ ଚିକିତ୍ସା ଚର୍ଚ୍ଚାର ବିଷୟ ହୋଇଛି। ଏହାର ପ୍ରତିବାଦରେ ରବିବାର ଜିଲା ଛାତ୍ର କଂଗ୍ରେସର କର୍ମକର୍ତ୍ତା ଏବଂ କର୍ମୀବୃନ୍ଦ କାର୍ଡବୋର୍ଡ ଧରି ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।…

ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ… 

ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ ଏବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛି। ମନି କଣ୍ଟ୍ରୋଲର ଏକ ଖବର ଅନୁଯାୟୀ,…

ରିଲାଏନ୍ସ-HDFC ଖସିଲା, LIC-TCSର ବଢ଼ିଲା ମାର୍କେଟ କ୍ୟାପ୍‌ 

ନୂଆଦିଲ୍ଲୀ,୧୦।୮: ଗତ ସପ୍ତାହରେ ଭାରତୀୟ ଶେୟାର ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା।  ଫଳରେ ଶୀର୍ଷ ୧୦ଟି ଶୀର୍ଷ କମ୍ପାନୀ ମଧ୍ୟରୁ ୬ଟିର ମାର୍କେଟ କ୍ୟାପ୍‌ରେ ୧.୩୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ସବୁଠାରୁ ବଡ଼ କ୍ଷତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର…

ନାବାଳିକାଙ୍କୁ ଗଣବଳାତ୍କାର କରି ଛାତରୁ ତଳକୁ ଫିଙ୍ଗିଦେଲେ, ଆଉ ତା’ ପରେ…

ଡେରାଡୁନ୍‌,୧୦ା୮: ଉତ୍ତରାଖଣ୍ଡର ହରିଦ୍ୱାର ଜିଲାର ରୁରକି ଅଞ୍ଚଳରୁ ଜଣେ ନାବାଳିକା ଝିଅ ସହିତ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନାବାରିକାଙ୍କୁ ଗଣବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ। ଗୁରୁତର ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…

ପୁଣି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ପେଶାଓ୍ବର ଯାଉଥିବା ଟ୍ରେନରେ ବିସ୍ଫୋରଣ

ପେଶାଓ୍ବର,୧୦।୮: ରବିବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ହଠାତ ବିସ୍ଫୋରଣ ଯୋଗୁ ଟ୍ରେନର ପାଞ୍ଚଟି ବଗି…

‘ଭୋଟ ଚୋରି’ ବିରୋଧରେ ଅଭିଯାନ ଆରମ୍ଭ କଲେ ରାହୁଲ, ମାଗିଲେ ଜନତାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୦।୮: ଭୋଟ ଚୋରି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଠାରୁ ସ୍ବଚ୍ଛତା ଦାବି କରି କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସେ ଏହି ଅଭିଯାନର ଅଂଶ ହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। କଂଗ୍ରେସ ଏମପି ରାହୁଲ…

ସବୁ ରେକର୍ଡ ଭାଙ୍ଗିଲା ସୁନା! ୧୦ ଗ୍ରାମ ପିଛା ଦର ପହଞ୍ଚିଲା… 

ନୂଆଦିଲ୍ଲୀ,୧୦।୮: ରେକର୍ଡସ୍ତରରେ ସୁନା। ଭାରତରେ ୮ ଅଗଷ୍ଟ ୨୦୨୫ ତାରିଖରେ ସୁନାର ମୂଲ୍ୟ ଇତିହାସ ରଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଅକ୍ଟୋବର ଫ୍ୟୁଚର୍ସ ସୁନା ୧୦ ଗ୍ରାମ ପ୍ରତି ୧,୦୨,୨୫୦ ଟଙ୍କାରେ ପହଞ୍ଚିଛି, ଯାହା ଏଯାବତର ସର୍ବୋଚ୍ଚ ସ୍ତର।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri