Home

ଏଇ ଭାରତରେ

ବିବାହ କର୍ମ ସରିବା ପରେ ନବବଧୂକୁ ସାଙ୍ଗରେ ଧରି ଫେରିଥାଏ ବର। ନବବଧୂ ଶାଶୁ ଘରକୁ ଯାଇ ନୂଆ ସଂସାର ଆରମ୍ଭ କରେ। ହେଲେ ବରକନ୍ୟା ବିଦା ହୋଇ ଶାଶୁଘରକୁ ଫେରିବା ବାଟରେ ନବବଧୂଟି ଅପହରଣ କରାଯାଉଥିବାର ଅଭିଯୋଗ କରିବା କଥା…

ଅପବିକ୍ରୟ: ଏକ କଳଙ୍କିତ ଅଧ୍ୟାୟ

କହି ପୋଛି ଜାଣେ ଯିଏ, ପଚା ଚିଙ୍ଗୁଡ଼ି ବିକେ ସିଏ- ଏହି ଉକ୍ତିଟି ଆଜିର ବ୍ୟାଙ୍କଗୁଡ଼ିକ ପାଇଁ ପ୍ରଯୁଜ୍ୟ। ମହାକାଳ ଫଳ ଭାରି ସୁନ୍ଦର, ଭିତରଟା ଦେଖ ପୋଡ଼ା ଅଙ୍ଗାର ନ୍ୟାୟରେ ବାହାରକୁ ସୁନ୍ଦର ଲାଗୁଥିବା ବ୍ୟାଙ୍କ ଶାଖାଗୁଡ଼ିକରେ ବୃଦ୍ଧି ପାଉଥିବା…

ଆବେଦନରୁ ଆଡ୍‌ମିଶନ

ପିଲାଏ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିବା ପରେ ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଇଂଜିନିୟରିଂ ଆଦି କଲେଜରେ ଆଡ୍‌ମିଶନ ପାଇଁ ଚାଲେ ଆବେଦନ ପ୍ରକ୍ରିୟା। ଏହି ଆବେଦନ ପାଇଁ ରଖିଥିବା ନମ୍ବର, ରହୁଥିବା ଅଞ୍ଚଳ, ଆବେଦନ କରୁଥିବା ସ୍କୁଲ ବା କଲେଜର ପୂର୍ବ…

ସମ୍ଭାବ୍ୟ ବାଣିଜ୍ୟିକ ବ୍ୟବସ୍ଥା

ଆମେରିକାରେ ଯେତେବେଳେ ବି ରିପବ୍ଲିକାନ ରାଷ୍ଟ୍ରପତି କ୍ଷମତାକୁ ଆସିଛନ୍ତି ସେମାନେ ନୂଆ ଯୁଦ୍ଧ ଆରମ୍ଭ କରିନାହାନ୍ତି କିମ୍ବା ଚାଲିଥିବା ଯୁଦ୍ଧକୁ ପ୍ରୋତ୍ସାହନ ଦେଇନାହାନ୍ତି। ସେହି ପ୍ରଥାକୁ ଏବକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବଜାୟ ରଖିଛନ୍ତି। ଏହି କ୍ରମରେ ଦେଖିଲେ ଟ୍ରମ୍ପ୍‌ ସାଢ଼େ…

ଜାହ୍ନବୀଙ୍କ କାଷ୍ଟିଂ: ବର୍ଷିଲେ ପବିତ୍ରା

ଥିରୁଭାନନ୍ତପୁରମ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତା ୨୯ରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍‌ ହେବାକୁ ଥିବାବେଳେ ଗତ ୧୨ରେ ଏହାର ଟ୍ରେଲରକୁ ଜାରି କରାଯାଇଥିଲା।…

ସି.ପି. ରାଧାକ୍ରିଷ୍ଣନ ୧୬ ବର୍ଷ ବୟସରୁ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ

ନୂଆଦିଲ୍ଲୀ, ୧୮ା୮: ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାଜପା ସଂସଦୀୟ ବୋର୍ଡ ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମିତ ଚନ୍ଦ୍ରପୁରମ୍‌ ପୋନ୍ନୁସ୍ବାମୀ ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ କ୍ୟାରିୟର…

ବର୍ଷେ ପରେ ଭାରତ ଫେରିଲେ ଶୁଭାଂଶୁ

ନୂଆଦିଲ୍ଲୀ, ୧୮ା୮: ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଜୋର୍‌ଦାର ସ୍ବାଗତ କରାଯାଇଛି। ବିମାନବନ୍ଦରରେ ଭାରତୀୟ ତ୍ରିରଙ୍ଗା ଏବଂ ଢୋଲ ବଜାଇ ଅନେକ ଲୋକ ଶୁଭାଂଶୁଙ୍କର…

କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…

ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲାକୁ ଓ୍ବାର୍ନିଂ ଜାରି ରହିଥିବା ନେଇ ଏଭଳି ନିଷ୍ପତ୍ତି…

ନିରୂପଣ ହେଲା ନୂଆଁଖାଇ ଲଗ୍ନ: ନିଶାର୍ଦ୍ଧ ପରେ ଗ୍ରାମ୍ୟଦେବୀ ସମଲେଇଙ୍କ ପୀଠରେ ଲାଗିବ ନବାନ୍ନ

ବରଗଡ଼, ୧୭।୮(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ରବିବାର ସାରେ ଲଗ୍ନ ନିର୍ଦ୍ଧାରୀତ ହୋଇଛି। ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ସୁଧାଂଶୁ  ଚରଣ ଦାଶ, ପଣ୍ଡିତ…

ନବୀନ ବେଳେ ଥିଲା ମୋହନ ବେଳେ କଟିଲା: ଏନ୍‌ଏସି ଘୋଷଣାରେ କଳାହାଣ୍ଡି ନାଁ ନାହିଁ, ବଢ଼ୁଛି…

ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ): ରାଜ୍ୟରେ ନୂଆ ଏନ୍‌ଏସି ପାଇଁ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। ଏଥିରେ ୭ ଜିଲାରେ ୧୨ ଏନଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି ବିଜ୍ଞପ୍ତିରେ…

ପୁରୁଣା ବାଇକ୍‌ ବିକିବା ପୂର୍ବରୁ କଦାପି କରନ୍ତୁ ନାହିଁ ଏଭଳି ଭୁଲ୍‌, ନଚେତ କୋର୍ଟ-କଚେରୀ ଦୌଡ଼ି ଦୌଡ଼ି ଥକିବେ!

ନୂଆଦିଲ୍ଲୀ,୧୭।୮: ଯଦି ଆପଣ ଆପଣଙ୍କର ପୁରୁଣା ବାଇକ ବିକ୍ରି କରିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। କାରଣ ଅନେକ ଲୋକ ବାଇକ ବିକ୍ରୟ କରିବା ପରେ ଅସାବଧାନ ହୋଇଯାଆନ୍ତି। ଆବଶ୍ୟକୀୟ କାଗଜପତ୍ର ପୂରଣ କରନ୍ତି ନାହିଁ, ଯାହା ପରେ…

ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୭।୮: ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍‌ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri