Home

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ବଲ୍‌ରେ ଛକା ମାରିଥିଲେ ଏହି ଏକମାତ୍ର ବ୍ୟାଟ୍ସମ୍ୟାନ୍‌: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୧୧: ଟେଷ୍ଟ କ୍ରିକେଟକୁ ସବୁବେଳେ ଶାନ୍ତ ଏବଂ ଧୈର୍ଯ୍ୟର ଖେଳ ଭାବରେ ବିବେଚନା କରାଯାଏ। ବ୍ୟାଟ୍ସମ୍ୟାନମାନେ ଲମ୍ବା ଇନିଂସ ପାଇଁ କ୍ରିଜରେ ରହିବାକୁ ପସନ୍ଦ କରନ୍ତି। ଜଣେ ଖେଳାଳି ଥିଲେ ଯିଏ ଏହି ଫର୍ମାଟର ପ୍ରଥମ ବଲରେ ଛକା ମାରି ସାରା…

ମିଳୁନି ବିଏସ୍‌ଏନ୍‌ଏଲ୍‌ ସେବା, ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ

ରାଇକିଆ,୧୭ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱେର ପଞ୍ଚାୟତବାସୀ ବିଏସ୍‌ଏନ୍‌ଏଲ ସେବାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଟାଓ୍ବାର ସ୍ଥାପନ ହେଇଥିଲେ ମଧ୍ୟ ସେବା ମିଳି ପାରିନାହିଁ। ଇଣ୍ଟରନେଟ୍‌ ଯୁଗରେ ଲୋକେ ମୋବାଇଲ ଭଳି ସାଧାରଣ ସୁବିଧା ପାଇ ପାରିନାହାନ୍ତି।…

ଶେଖ ହାସିନା ଦୋଷୀ ସାବ୍ୟସ୍ତ: ମିଳିବ ଫାଶୀ

ଢାକା,୧୭।୧୧: ବାଂଲାଦେଶର ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଶେଖ ହାସିନାଙ୍କ ବିରୋଧରେ ଏକ ରାୟ ପ୍ରକାଶ କରିଛି। କୋର୍ଟ ତାଙ୍କୁ ଜୁଲାଇ ବିଦ୍ରୋହ ପାଇଁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ…

ଜୟପୁରର ଯୁବକ ଗଞ୍ଜାମରୁ ଉଦ୍ଧାର, ଏକମାତ୍ର ପୁଅକୁ ପାଇ ଖୁସିରେ ଆତ୍ମହରା ମା-ବାପା

ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): କୋରାପୁଟ ଜୟପୁର ଅଞ୍ଚଳର ଜଣେ ଯୁବକ ଗତ ଛଅ ତାରିଖରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପୁଅ ନିଖୋଜ ନେଇ ବାପା ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଟାଉନ ଥାନା ପୋଲିସ ଫଟୋ ଜାରି…

ହେବନାହିଁ ଧନୁଷ୍ଟଙ୍କାର-ଗଳା ସଂକ୍ରମଣ ରୋଗ, ଟିଡି ଟିକା ନେବେ ୧୮୦୦ ଛାତ୍ରୀଛାତ୍ର

ଭଞ୍ଜନଗର,୧୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଓ ଏନ୍‌ଏସିଏ ପ୍ରାୟ ୧୮୦୦ ଛାତ୍ରୀଛାତ୍ରଙ୍କୁ ଟିଡି ଟିକା ପ୍ରଦାନ କରାଯିବ। ତେଣୁ ଏନେଇ ବିଭିନ୍ନ ବିଦ୍ୟାଳୟ ଓ କଲେଜରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଟିକା ପ୍ରଦାନ କରାଯାଉଛି। ୧୦ ରୁ…

ଦଲାଲଙ୍କ କବ୍‌ଜାରେ ବାଲେଶ୍ୱରର ୧୦ ଶିଶୁଶ୍ରମିକ, ଧାନ କାଟିବାକୁ ଆସି…

ମହାକାଳପଡ଼ା,୧୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଧାନ କାଟିବା ଆରମ୍ଭ ହୋଇଛି। ଏହି ଅବସରରେ ଧାନ କାଟିବା ପାଇଁ ଶ୍ରମିକଙ୍କ ଅଭାବ ଯୋଗୁ ଲୋକେ ବାହାର ଜିଲାର ଶ୍ରମିକମାନଙ୍କୁ ଆଣି ଧାନକଟାରେ ନିୟୋଜିତ କରୁଛନ୍ତି। ଏହାର…

ରାଜ୍ୟରେ ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୧୭ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ। ଦିନକୁ ଦିନର ଶୀତର ପ୍ରକୋପ ବଢ଼ୁଥିବା ବେଳେ ଜି.ଉଦୟଗିରିରେ ଦୈନନ୍ଦିନ ପାରଦ ତଳମୁହାଁ ହେଉଛି। ଫଳରେ ଅଞ୍ଚଳବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ପ୍ରବଳ ଶୀତ ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ପାଟ୍‌ନା,୧୭ା୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଆଜି ଅର୍ଥାତ୍‌ ସୋମବାର(ନଭେମ୍ବର ୧୭)ରେ ଜନତା ଦଳ (ୟୁନାଇଟେଡ୍‌) ନେତା ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ଆରିଫ…

ପୋଖରୀ ଭିତରେ ପଶିଗଲା ବିସ୍କୁଟ ବୋଝେଇ ଟ୍ରକ୍‌: ଆଉ ତା’ପରେ ଘଟିଲା…

ବଲାଙ୍ଗିର,୧୭।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସମ୍ବଲପୁର ରୋଡ଼ ଛତାମଖନା ଗ୍ରାମ ନିକଟ ୨୬ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଥିବା ଏକ ପୋଖରୀକୁ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ ପାଣି ଭିତରେ ପଶି ଯାଇଛି l ସୂଚନା ଅନୁଯାୟୀ, ବରଗଡ଼ରୁ…

ଚିରାଗ ହେବେ ଉପ ମୁଖ୍ୟମନ୍ତ୍ରୀ! ବଡ ଭବିଷ୍ୟବାଣୀ କଲେ ବରିଷ୍ଠ ଖବରଦାତା

ପାଟନା,୧୭।୧୧: ୨୦୨୦ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଥିଲା ଏବଂ ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଥିଲା। ଲୋକ ଜନ ଶକ୍ତି ପାର୍ଟି (ରାମ ବିଳାସ ପାସୱାନ) ମଧ୍ୟ ବିହାରରେ ଅଭୂତପୂର୍ବ ସଫଳତା ହାସଲ…

ସ୍ବାମୀଙ୍କଠାରୁ ପାଇଲେ ଧୋକା, ChatGPT ପ୍ରେମିକଙ୍କ ସହ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୭ା୧୧: ଜାପାନରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟା ମହିଳା ChatGPTରେ ତାଙ୍କ ଭର୍ଚୁଆଲ ପ୍ରେମିକଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ମା-ବାପାଙ୍କ ଉପସ୍ଥିତିରେ ଏକ ଆନୁଷ୍ଠାନିକ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏହି ଖବର…

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ ପରଜଙ୍ଗ ଥାନା ଏସଆଇ ଦେବଗ୍ରାହୀ ମହାନ୍ତି,ଏଏସଆଇ ଜଳନ୍ଧର ବାରିକ ଚଢ଼ାଉ କରି ବିଭିନ୍ନ ପ୍ରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri