Home

ସିଏଜି: ଆଇଟିଡିଏରେ ୧୪୮.୭୫ କୋଟିର ବେଆଇନ କାରବାର

ଭୁବନେଶ୍ୱର,୨୫ା୯ (ରବିନାରାୟଣ ଜେନା): ରାଜ୍ୟରେ ଆଦିବାସୀଙ୍କ କଲ୍ୟାଣ ନାମରେ ବହୁ କୋଟି ଟଙ୍କାର ସରକାରୀ ଅର୍ଥ ଅପବ୍ୟବହାର ହୋଇଛି। କେଉଁଠି ସରକାରୀ ଅର୍ଥରେ ଯନ୍ତ୍ରୀମାନେ ମୋବାଇଲ ରିଚାର୍ଜ କରିଛନ୍ତିି ତ’ ଆଉ କେଉଁଠି ଏଟିଏମ୍‌ ଉଠାଣ, ୟୁପିଆଇ କାରବାର ଓ ବୀମା…

୨ ମ୍ୟାଚ୍‌ ହାରି ବି ଚେତା ପଶିନି: ଭାରତକୁ ଫାଇନାଲରେ ଦେଖିଦେବୁ ବୋଲି ଧମକ ଦେଲେ ପାକିସ୍ତାନ…

ଆବୁଧାବି,୨୪ା୯: ନିକଟ ଅତୀତରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତର ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ-ପାକ୍‌ ମ୍ୟାଚ୍‌କୁ ପୂର୍ବଭଳି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କୁହାଯିବା ଉଚିତ ନୁହେଁ ବୋଲି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମତ ଦେଇଥିଲେ। ଏ ସମ୍ପର୍କରେ ବାଂଲାଦେଶ…

ଏସିଆ କପ୍‌: ଫାଇନାଲରେ ଭାରତ

ଦୁବାଇ, ୨୪ା୯- ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରିଛି। ଏଥିସହ ଭାରତ ପ୍ରଥମ ଦଳଭାବେ ୪…

ବାଇକ୍‌ରେ ଯିବା ବେଳେ ମାଡ଼ିଗଲା ହାଇଓ୍ବା: ଛଟପଟ ହୋଇ ଚାଲିଗଲା ୩ ଜୀବନ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ.ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୮ ଟାରେ ଏକ ହାଇୱା ଟ୍ରକ…

ଫେବୃଆରୀ ୧୭ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୩ା୯(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ବୁଧବାର ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀ ୧୭ରୁ ଏହି ୨ ପରୀକ୍ଷା ଆରମ୍ଭ ହେବ ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ସନ୍ୟାମ…

ଭୂସ୍ଖଳନ ଯୋଗୁ ଖସିଲା ପଥର: ଗାହାକିଆଠାରୁ ଗସାପାଙ୍ଗା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ପହଞ୍ଚିଲେ ବିଡିଓ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ  ସୋନପୁର ପଞ୍ଚାୟତର ଗାହାକିଆଠାରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ହୋଇଛି। ଫଳରେ ସୋନପୁରଠାରୁ ବ୍ରାହିଟପଙ୍କା ଦେଇ ଗଦାପୁର ପଞ୍ଚାୟତ ସମେତ କୋଟଗଡ଼ ବ୍ଲକ ଶ୍ରୀରାମପୁର କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅଞ୍ଚଳରେ…

ବାପାମା’ ଘରେ ନ ଥିଲେ, ନାବାଳିକାଙ୍କୁ ମୋବାଇଲ୍‌ରେ ଅଶ୍ଳିଳ ଭିଡ଼ିଓ ଦେଖାଇ ବଳାତ୍କାର ଉଦ୍ୟମ; ଅଭିଯୁକ୍ତ…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ୫ମ ଶ୍ରେଣୀ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଘରେ ପଶି ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍‌ଆଇ ଜ୍ୟୋତି ରଞ୍ଜନ…

ରାଜଧାନୀ ରାଜରାସ୍ତାରେ ଅପହରଣ ଉଦ୍ୟମ: ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ, ଏବେ… 

ଭୁବନେଶ୍ୱର,୨୪।୯: ରାଜଧାନୀ ରାଜରାସ୍ତାରେ ଅଭାବନୀୟ ଘଟଣା। ଅପହରଣ କରିବାକୁ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ। ତାଙ୍କ ମୁଣ୍ଡ ସହ ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ…

ପୋଷ୍ଟ ଅଫିସର ଜବରଦସ୍ତ ପ୍ଲାନ୍‌: ଏହି ସେଭିଂ ସ୍କିମ୍‌ରେ ନିବେଶ କରି ମାସକୁ ପାଆନ୍ତୁ ୯୦୦୦ ଟଙ୍କା, ଦରମା ଭଳି…

ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଏପରି ଏକ ବିନିଯୋଗ ମାଧ୍ୟମ ଖୋଜୁଛନ୍ତି ଯେଉଁଠାରୁ ଆପଣଙ୍କୁ ମାସିକ ଆୟ ମିଳିପାରିବ, ତେବେ ଆମେ ଆପଣଙ୍କୁ ଡାକଘରର ଏକ ଦମ୍‌ଦାର ଯୋଜନା ବିଷୟରେ କହୁଛୁ। ଏହି ଯୋଜନାର ନାମ ହେଉଛି ଡାକଘର ମାସିକ ଆୟ ଯୋଜନା…

ଜାରକା ବଜାରରୁ ସୁଧୁରୁନି ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା

ଧର୍ମଶାଳା,୨୪ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଜାରକା ଅଞ୍ଚଳରେ ଅନେକ ସମୟରେ ଅଧା ଆଲୁଅ ଅଧା ଅନ୍ଧାର ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। କାରଣ ରାସ୍ତା ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ମାସରେ ଅଧା ଦିନ ଜଳିଲେ ଅଧା ଦିନ ବନ୍ଦ ରହୁଛି।…

ଅକ୍ଟୋବରରେ ଚମକିବ ଏହି ୫ ରାଶିର ଭାଗ୍ୟ: ଆକସ୍ମିକ ଧନଲାଭର ଯୋଗ, ମାନ ସମ୍ମାନ ସାଙ୍ଗକୁ ପ୍ରେମ ଜୀବନରେ… 

ଅକ୍ଟୋବର ମାସ ଅନେକ ରାଶିର ଜାତକଧାରୀଙ୍କ ପାଇଁ ଲାଭକାରୀ। ଏହି ମାସ ଆରମ୍ଭ ଶାରଦୀୟ ନବରାତ୍ରର ଅଷ୍ଟମୀ ତିଥିରୁ ହେଉଛି। ମାସରେ ଦୀପାବଳିଠାରୁ ଛଠ ପର୍ବ ପାଳନ କରାଯିବ। ଏହାଛଡ଼ା ଗ୍ରହ ନକ୍ଷତ୍ରର ସ୍ଥିତି ବିଷୟରେ କହିଲେ, ଏହି ମାସରେ ସୂର୍ଯ୍ୟ,…

ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବେଳେ ଟ୍ରେନ୍‌ରୁ ଶ୍ରମିକ ନିଖୋଜ, କାନ୍ଦିକାନ୍ଦି ସ୍ତ୍ରୀ କହୁଛନ୍ତି ମୋ’ ସ୍ବାମୀଙ୍କୁ ଫେରାଇ ଆଣ

ପୁରୁଷୋତ୍ତମପୁର,୨୪ା୯(ସୀମାଞ୍ଚଳ ମିଶ୍ର): ପରିବାର ପ୍ରତିପୋଷଣ କରିବା ଲାଗି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗଟିପଲ୍ଲୀ ଗ୍ରାମର ସନ୍ତୋଷ ବେହେରା(୪୦)ଙ୍କ ୧୩ ଦିନ ହେଲା ପତ୍ତା ମିଳୁନି। ଫଳରେ ପରିବାର ଲୋକେ ସମ୍ପୂର୍ଣ୍ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri