ବିଜେଡି ଘୋଷଣାକୁ ଭାଜପାର ଅପେକ୍ଷା
ରସୁଲପୁର,୮ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ଟିରେ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ବରୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଘୋଷଣା ବାକି ରହିଛି। ଏଠି ଦଳ ଜିତିବା ସମ୍ଭାବନା ଥିବା ପ୍ରାର୍ଥତ୍ତ୍ୱକୁ ଅପେକ୍ଷା କରିଛି। ବିଜେଡି ଟିକେଟ ବଣ୍ଟନ…
ଦଶରଥପୁରରେ ପାନୀୟ ଜଳ ପାଇଁ ହନ୍ତସନ୍ତ
ଝୁମ୍ପୁରୀ,୮ା୪(ସରୋଜ ନାୟକ): ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ହେଲେ…
ସଂଯୁକ୍ତତା, ସମନ୍ବୟ ଉପରେ ଆଜି ୩ ବାହିନୀର ସମ୍ମିଳନୀ
ନୂଆଦିଲ୍ଲୀ,୮ା୪(ପି.ଟି.):ସେନାରେ ସଂଯୁକ୍ତତା ଓ ସମନ୍ବୟକୁ ଆଗେଇ ନେବା ପାଇଁ ଉପକ୍ରମ ଏବଂ ସଂସ୍କାର ଆଣିବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀରେ ୩ ବାହିନୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ‘ପରିବର୍ତ୍ତନ ଚିନ୍ତନ’ ନାମରେ ଏହି ସମ୍ମିଳନୀରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍)…
ଏନ୍ଆଇଏ ନାଁରେ ଅସଦାଚରଣ ମାମଲା
କୋଲକାତା,୮ା୪:୨୦୨୨ ଡିସେମ୍ବରରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନରୁଆବିଲ୍ଲା ଗ୍ରାମରେ ଘଟିଥିବା ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଅଫିସରମାନେ ଏହି ମାମଲାର ତଦନ୍ତ କରିବା ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଭୂପତିନଗରକୁ ଯାଇଥିବାବେଳେ…
ପିଏମ୍ଜିଏସ୍ଓ୍ବାଇ ରାସ୍ତା କାମରେ ହରିଲୁଟ
ଯାଜପୁର,୮ା୪(ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଯୋଜନା(ପିଏମ୍ଜିଏସ୍ଓ୍ବାଇ)ରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଅନ୍ତର୍ଗତ ମଧୁସୂଦନପୁର ଭାୟା ରଘୁନାଥପୁର ହୋଇଥିବା ରାସ୍ତା କାର୍ଯ୍ୟରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯିବା…
ବିନା ଅନୁମତିରେ ଏନ୍ସିଇଆର୍ଟି ବହି ବିଷୟବସ୍ତୁ ଛାପିବା ମନା
ଭୁବନେଶ୍ୱର, ୮।୪(ଅସମାପିକା ସାହୁ):ନ୍ୟାଶନାଲ୍ କାଉନ୍ସିଲ ଅଫ୍ ଏଜୁକେଶନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ(ଏନ୍ସିଇଆର୍ଟି) ବହିର ବିଷୟବସ୍ତୁକୁ ଅନ୍ୟ କେହି ବିନା ଅନୁମତିରେ ଛାପି ପାରିବେ ନାହିଁ। ନଚେତ କପିରାଇଟ୍ ନିୟମ ଅନୁସାରେ ମାମଲା ରୁଜୁ କରାଯିବ। ଏନେଇ ରବିବାର ଏନ୍ସିଇଆର୍ଟି ପକ୍ଷରୁ ଏକ…
ମହୁ ଲଠାରେ ଭୋକ ମେଣ୍ଟୁଛି
କାଳିଆପାଣି,୮ା୪(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍ ଅଧୀନ କଆଁସ ପଞ୍ଚାୟତ ବିଟ ସାହି ମହ୍ଲାର ବସ୍ତିର ଜନଜାତି ପରିବାର ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସରକାର ଗରିବ ଓ ଅସହାୟଙ୍କ ପାଇଁ ବହୁ ଯୋଜନା କରିଛନ୍ତି। ମାତ୍ର ପ୍ରଶାସନିକ…
ପୁଣି ଉଡିବ ଭିସ୍ତାରା, ସିଇଓଙ୍କ ଦାବି ୯୮ ପ୍ରତିଶତ ପାଇଲଟ କରି ସାରିଲେଣି କଣ୍ଟ୍ରାକ୍ଟ ସାଇନ
ନୂଆଦିଲ୍ଲୀ,୭।୪: ସଙ୍କଟରେ ଫସିଥିବା ଭିଷ୍ଟାରା ଏୟାରଲାଇନ୍ସର ସିଇଓ ବିନୋଦ କନ୍ନନ ଦାବି କରିଛନ୍ତି ଯେ କମ୍ପାନୀର ପ୍ରାୟ ୯୮ ପ୍ରତିଶତ ପାଇଲଟ ନୂଆ କଣ୍ଟ୍ରାକ୍ଟରେ ସାଇନ କରିଛନ୍ତି। ସେ କହିଛନ୍ତି ଯେ ଆମେ ନିରନ୍ତର ଉଦ୍ୟମ କରୁଛୁ ଏବଂ ଶୀଘ୍ର ସମସ୍ତ…
ପ୍ରଥମ ଥର ଭୋଟ ଦେଖିବ ସିଂହଭୂମ: ମାଓବାଦୀପ୍ରବଣ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ଟିମ୍
ରାଞ୍ଚତ୍,୭ା୪:ଝାଡ଼ଖଣ୍ଡର ମାଓବାଦୀ ଅଧ୍ୟୁଷିତ ସିଂହଭୂମ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳ ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ଥର ପାଇଁ ମତଦାନ ଦେଖିବାକୁ ଯାଉଛି। ସେଠାରେ ମେ’ ୧୩ରେ ନିର୍ବାଚନ ହେବାକୁ ଥିବାବେଳେ ପୋଲିଂ କର୍ମଚାରୀ ଏବଂ ଅନ୍ୟାନ୍ୟ ଉପକରଣ ହେଲିକପ୍ଟରରେ ଯାଇ…
ସୋରେନ୍ଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା: ପ୍ରମାଣ ଭାବେ ଫ୍ରିଜ୍, ଟିଭି ରସିଦ ଉପସ୍ଥାପନ କଲା ଇଡି
ନୂଆଦିଲ୍ଲୀ/ରାଞ୍ଚତ୍,୭ା୪ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ୩୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଜମିକୁ ବେଆଇନ ଭାବେ ୮.୮୬ କୋଟି ଟଙ୍କାରେ କିଣିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ ଆଣିଥିବାବେଳେ ଏହାର ପ୍ରମାଣ ସ୍ବରୂପ ଫ୍ରିଜ୍ ଏବଂ ସ୍ମାର୍ଟ…
ବାଘ ଛାଲ ରାକେଟକୁ ଠାବ, ୭ ଗିରଫ
ଭୁବନେଶ୍ୱର, ୭।୪(ଅସମାପିକା ସାହୁ)- ବନ ବିଭାଗ ଏକ ବଡ଼ ଧରଣର ବାଘ ଛାଲ ରାକେଟକୁ ଠାବ କରିଛି। ଗଜପତି ଜିଲାରେ ଏହି ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ସହିତ…
ପୁଅଙ୍କ ଟିକେଟ କଟିବା ପରେ ଆଶ୍ଚର୍ଯ୍ୟ ହୋଇ ନ ଥିଲେ ମା’ ମାନେକା
ନୂଆଦିଲ୍ଲୀ,୭।୪: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଉତ୍ତରପ୍ରଦେଶର ସୁଲତାନପୁରଏମପି ମାନେକା ଗାନ୍ଧୀ ତାଙ୍କ ପୁଅର ଟିକେଟ ବାତିଲ ଏବଂ ପିଲଭିତରୁ ଏମପି ରହିଥିବା ବରୁଣ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ…
Archives


