Home

କେଜରିଓ୍ବାଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୨୧।୬: ଦିଲ୍ଲୀ ଲିକର ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେଜରିୱାଲଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନିମ୍ନ ଅଦାଲତର ଆଦେଶ ଶୁଣାଣି ପର୍ଯ୍ୟନ୍ତ ରହିବ। ଅର୍ଥାତ୍‌…

ଗମ୍ଭୀର ନୁହେଁ, ଏହି କ୍ରିକେଟର୍‌ ହେବେ ଟିମ୍‌ ଇଣ୍ଡିଆର କୋଚ!

ନୂଆଦିଲ୍ଲୀ,୨୧।୬: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚଙ୍କୁ ନେଇ ଆଜିକାଲି ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆ ଆଜିକାଲି ଟି-୨୦ ବିଶ୍ୱକପ ୨୦୨୪ ଖେଳୁଛି। ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ। ଦ୍ରାବିଡ଼ଙ୍କ…

ବନ୍ଧୁଗାଁ ବ୍ଲକରେ ମାଓବାଦୀ ପୋଷ୍ଟର, ସରକାରଙ୍କୁ ଟାର୍ଗେଟ୍‌ କରି ଲେଖିଲେ…

କୋରାପୁଟ/ନାରାୟଣପାଟଣା,୨୧ା୬(ଅମିତାଭ ବେହେରା/ରାଜକିଶୋର ଜେନା): ଶୁକ୍ରବାର ଭୋର୍‌ରୁ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ସରପଲ୍ଲୀ ଛକ ଓ ଅଲମଣ୍ଡା ଛକରେ ମାଓବାଦୀଙ୍କ ପୋଷ୍ଟର ମରାଯାଇଛି। ଏହାପରେ ମାଓବାଦୀ ସେମାନଙ୍କ ଉପସ୍ଥିତିକୁ ଏକ ପ୍ରକାର ଜାହିର କରିଛନ୍ତି। ତେଲ୍‌ଗୁରେ ଲେଖାଥିବା ଏହି ପୋଷ୍ଟରରେ ସରକାରଙ୍କ…

କେଜ୍‌ରିଓ୍ବାଲ ଜେଲ୍‌ରୁ ବାହାରିବା ପୂର୍ବରୁ ହାଇକୋର୍ଟ ଗଲା ଇଡି

ନୂଆଦିଲ୍ଲୀ,୨୧ା୬: ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଇଡି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଓକିଲମାନେ ହାଇକୋର୍ଟର ଅବକାଶ ବେଞ୍ଚରେ ଏହି…

କିଏ ସେହି ୧୨୭ ବର୍ଷୀୟ ଯୋଗଗୁରୁ, ଯାହାର ମୋଦି ଜଣେ ବଡ଼ ପ୍ରଶଂସକ

ନୂଆଦିଲ୍ଲୀ,୨୧।୬: ଆଜି ସମଗ୍ର ବିଶ୍ୱରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ କେବଳ ମଣିଷକୁ ସୁସ୍ଥ ରଖେ ନାହିଁ ବରଂ ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ। ଭାରତରେ ବାବା ରାମଦେବଙ୍କ ପରି ଅନେକ ବଡ ଯୋଗ…

‘ଉତ୍ତମ ଶରୀର ଗଠନରେ ଯୋଗ ମାଧ୍ୟମ’

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ସାରା ବିଶ୍ୱରେ ଆଜିର ଦିନରେ ଯୋଗ ଦିବସ ପାଳନ ହେଉଥିବା ବେଳେ ଗଞ୍ଜାମ ସହର ତହସିଲ କାର୍ଯ୍ୟାଳୟସ୍ଥିତ ଇଣ୍ଡୋର ଷ୍ଟାଡିଅମଠାରେ ଯୋଗ ଦିବସ ପାଳନ କରାଯାଇଛି। ବିଡିଓ ବସନ୍ତ ମଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ବ୍ଲକ ଅଧ୍ୟକ୍ଷା…

ଜାହାଜ ଉପରେ ଯୋଗ କଲେ ନୌସେନା ଯବାନ

ନୂଆଦିଲ୍ଲୀ,୨୧ା୬: ସାରା ବିଶ୍ୱର କୋଣ ଅନୁକୋଣରେ ଯୋଗାଭ୍ୟାସ କରାଯାଉଛି। ଯୋଗ ଦ୍ୱାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଏହା ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ୍‌ ୨୧ରେ…

୧୪ ହଜାର ଫୁଟ୍‌ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ,୨୧।୬: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏନେଇ ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି ଅବସରରେ ଲେହର ପାଙ୍ଗଙ୍ଗ ଶୋ’ରେ ଆଇଟିବିପି ଯବାନମାନେ ଯୋଗ କରିଛନ୍ତି। ୧୪ ହଜାର ଫୁଟ୍‌…

ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

ଭୁବନେଶ୍ୱର,୨୧ା୬: ଆଜି ଅର୍ଥାତ୍‌ ଜୁନ୍‌ ୨୧ରେ ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସରେ ସାମିଲ…

କୁମ୍ଭୀର-ମଣିଷ ଲଢ଼େଇ ଜିଲାରେ ବଢୁଛି

କେନ୍ଦ୍ରାପଡ଼ା,୨୧ା୬(ଜଗନ୍ନାଥ ଧଳ): ପ୍ରଜନନ ଋତୁରେ କୁମ୍ଭୀର ହିଂସ୍ର ଆଚରଣ କରେ। ମଣିଷ, ପଶୁପକ୍ଷୀ ଏହି ହିଂସ୍ର ଜନ୍ତୁ ଆକ୍ରମଣର ଶିକାର ହୁଅନ୍ତି। ଏପରିକି ଜୀବନ ଯିବା ଏକ ସାମାନ୍ୟ ଘଟଣା ବୋଲି କେନ୍ଦ୍ରାପଡ଼ା ଜିଲାରେ ଦେଖିବାକୁ ମିଳୁଛି। ଗତ ୨୦୨୩ ଜୁନ୍‌ରୁ…

କଶ୍ମୀର ମହିଳାଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀନଗର,୨୧।୬: ଆଜି ସାରା ଦେଶରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ଅଧିବେଶନର ନେତୃତ୍ୱ ନେଇଥିଲେ। ସେ ଯାଇ ଡାଲ ହ୍ରଦ କୂଳରେ ଯୋଗ…

ନିମ୍ନମାନର ଛତୁଆରେ କମୁନି ପୁଷ୍ଟହୀନତା

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୧ା୬: ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟିହୀନତା ତଥା ରକ୍ତହୀନତା ରୋଗ ହ୍ରାସ ଲକ୍ଷ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଉକ୍ତ ଛତୁଆ ପ୍ୟାକେଟରେ ଆବଶ୍ୟକ ପରିମାଣର ସାମଗ୍ରୀ ନ ମିଶାଇ ନିର୍ମାଣକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?