Home

ଦିଲ୍ଲୀରେ ଆଗରେ ଚାଲିଛି ଏନଡିଏ, ରେସରେ ମନୋଜ ତିଓ୍ବାରୀ…

ନୂଆଦିଲ୍ଲୀ,୪।୬: ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ଭାଜପାର ମନୋଜ ତିୱାରୀ ଆଗରେ ରହିଛନ୍ତି। ତିୱାରୀଙ୍କ ବିପକ୍ଷରେ କଂଗ୍ରେର କହ୍ନେୟା କୁମାର କଡା ଟକ୍କର ଦେଉଛନ୍ତି। ଏହି ସମୟରେ କଂଗ୍ରେସ ଦଳର ଜେପି ଅଗ୍ରୱାଲ ଚାନ୍ଦନୀ ଚୌକ ଆସନରୁ ଆଗୁଆ…

ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ

ସତ୍ୟବାଦୀ,୪ା୬: : ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ୍‌ ଗଣତି। ଏବେ ପୋଷ୍ଟାଲ ବାଲଟ ଗଣତି ହେଉଥିବା ବେଳେ କିଛି ସ୍ଥାନରେ ଶେଷ ହୋଇଛି। ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବା ବେଳେ ସତ୍ୟବାଦୀରେ ସଞ୍ଜୟ…

ଆଗରେ ଦୌଡୁଛି ଏନଡିଏ

ନୂଆଦିଲ୍ଲୀ,୪।୬: ଭୋଟ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଶତକ ଛୁଇଁଛି । ବର୍ତ୍ତମାନ ସୁଦ୍ଧା ୨୭୪ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୭୬…

ଓଡ଼ିଶା ବିଧାନସଭା ଫଳାଫଳ: ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଲୋକ ସଭାରେ ଏନ୍‌ଡିଏ ଆଗରେ ରଚିଥିବାବେଳେ ଇଣ୍ଡିଆ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ବିଧାନସଭାରେ ବିଜେଡି ଗୋଟିଏ ଆସନରେ ଆଗୁଆ ଥିବା ନିର୍ବାଚନ…

ଘଣ୍ଟାଏ ଭିତରେ ଏନଡିଏ ୩୦୦ ପାର୍‌

ନୂଆଦିଲ୍ଲୀ,୪।୬: ସାରା ଦେଶରେ ଲୋକ ସଭା ନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଭାଜପା ଆଲାଏନ୍ସ ଏନଡିଏ ଅଧିକାଂଶ ରାଜ୍ୟରେ ବହୁ ଆଗରେ ରହିଛି। ଇଣ୍ଡିଆ ମେଣ୍ଟ ବି ଏନଡିଏକୁ କଡା ଟକ୍କର ଦେଉଛି। ତେବେ ଗଣତି ଆରମ୍ଭ…

ଆନ୍ଧ୍ର ବିଧାନସଭା ଆସନର ଫଳାଫଳରେ ଟିଡିପି ଆଗରେ

ଅମରାବତି,୪।୬: ଦେଶର ୫୪୩ ଲୋକ ସଭା ଆସନ ସହ ଆନ୍ଧ୍ର ପ୍ରଦେଶର ବିଧାନସଭା ଆସନର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ହେଉଛି ଶାସକ ଓ୍ବାଇଏସଆରସି ଦଳ, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମିଳିତ ମଞ୍ଚ…

ବିହାରରେ ଭାଜପା ଆଗୁଆ: ପଛରେ ଅଛନ୍ତି ଲାଲୁଙ୍କ ୨ ଝିଅ

ପାଟନା,୪।୬: ବିହାରର ୪୦ଟି ଲୋକ ସଭା ଆସନରେ ଲୋକ ସଭା ନିର୍ବାଚନର ୭ଟି ପର୍ଯ୍ୟାୟ ଭୋଟ ପରେ ଆଜି ଭୋଟ ଗଣନା ଚାଲିଛି। ବିହାରର ୨୭ଟି ଆସନ ପାଇଁ ଟ୍ରେଣ୍ଡ ଆସିଛି। ପୋଷ୍ଟାଲ ବାଲାଟ ଗଣନା ଶେଷ ହୋଇଛି। ୨୭ଟି ଆସନରେ…

ପୋଷ୍ଟାଲ ବାଲଟ ଗଣତିରେ ଧର୍ମେନ୍ଦ୍ର ଆଗୁଆ

ସମ୍ବଲପୁର,୪।୬: ଆରମ୍ଭ ହୋଇଛି ଓଡ଼ିଶାରେ ମତ ଗଣନା। ସକାଳ ୮ରୁ ମତ ଗଣନା ଆରମ୍ଭ ହୋଇଛି। ତେବେ ଗତ ଲୋକ ସଭା ନିର୍ବାଚନରେ ସମ୍ବଲପୁର ଆସନରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଛି। ବାଲାଟ…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମଥର ଘଟିଲା ଏମିତି

ନ୍ୟୁୟର୍କ,୪।୬: ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ଦଳକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ବୋଲର ଏବଂ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ମାତ୍ର ୭୭ ରନ ସଂଗ୍ରହ କରିଥିଲା,…

ଗଣତି ଆରମ୍ଭରେ ଇଣ୍ଡିଆ ୧୨, ଏନଡିଏ ୧୫

ନୂଆଦିଲ୍ଲୀ,୪।୬: ଗଣତନ୍ତ୍ରର ମହାନ ପର୍ବରେ ମଙ୍ଗଳବାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଦେଶର ୫୪୩ ଲୋକ ସଭା ଆସନରେ ଭୋଟ ଦେବାର ଫଳାଫଳ ପ୍ରକାଶ ପାଇବ। ସମସ୍ତ ବିତର୍କ, ଦାବି ଏବଂ ସନ୍ଦେହ ମଧ୍ୟରେ ଦେଶ ତଥା ରାଜ୍ୟର ରାଜନୈତିକ ଚିତ୍ର…

ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ

ପୁରୀ,୪।୬: ଆରମ୍ଭ ହୋଇଛି ଓଡ଼ିଶାରେ ମତ ଗଣନା। ସକାଳ ୮ରୁ ମତ ଗଣନା ଆରମ୍ଭ ହୋଇଥିବାବେଳେ ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ଲୋକ ସଭାରେ ରାଜ୍ୟରେ ଭାଜପା ୪ ଏବଂ ବିଜେଡି ୪…

ବାରାଣସୀରେ ମୋଦି ଆଗରେ

ବାରାଣସୀ,୪ା୬: ଉତ୍ତରପ୍ରଦେଶର ୮୦ଟି ଲୋକ ସଭା ଆସନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ସର୍ବପ୍ରଥମେ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣନାରେ ଭାଜପା ଆଗୁଆ ରହିଛି। ତେବେ ପୋଷ୍ଟାଲ ବାଲଟ ପରେ ଇଭିଏମ୍‌ର ଭୋଟ୍‌ ବର୍ତ୍ତମାନଠାରୁ କିଛି ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri