ବଜ୍ରକବଚ ଓ ବାଇଚଢ଼େଇ
ଦିନକୁ ଦିନ ଘାତକ ହେବାରେ ଲାଗିଛି ବଜ୍ରପାତ। ରାଜ୍ୟରେ ଉଦ୍ବେଗଜନକ ଭାବରେ ବଢୁଛି ତଜ୍ଜନିତ ମୃତ୍ୟୁସଂଖ୍ୟା। ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ ପ୍ରତିବର୍ଷ ଦେଶରେ ହାରାହାରି ୨୫ଶହ ଲୋକଙ୍କ ଜୀବନ ଯାଉଛି ବଜ୍ରପାତରେ। ଦେଶର ବଜ୍ରପାତ ମୃତ୍ୟୁରେ…
ଦେଶରେ ବିଶ୍ୱାସ ଆଗ
ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ବର୍ଷେ ୪ ମାସ ହେବ ଲାଗି ରହିଥିବା ଜାତିଆଣ ହିଂସା ପୁଣି ଉଗ୍ର ହେଲାଣି । ୭ ସେପ୍ଟେମ୍ବର ୨୦୨୪ରେ ଜରିବାମ୍ ଜିଲାରେ ହିଂସା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧ରୁ…
ଚିରାଗଙ୍କୁ କଣ୍ଟ୍ରୋଲ କରିବା ପାଇଁ ବଡ଼ ଗେମ୍ ଖେଳିଲା ଭାଜପା, ପଶୁପତିଙ୍କ ସହ ବଡ଼ ଡିଲ! ଜଣାପଡିଲା ଭିତିରି କଥା…
ନୂଆଦିଲ୍ଲୀ,୮।୯: ଗତ କିଛିଦିନ ଧରି କେନ୍ଦ୍ର ମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଚିରାଗଙ୍କ ଏହିସବୁ ବୟାନକୁ ନେଇ ହରଡଘଣାରେ ପଡିଛନ୍ତି ଭାଜପା ହାଇକମାଣ୍ଡ। ତେବେ ଚିରାଗଙ୍କ…
‘ମୋତେ ମୁକ୍ତ କର’, ନିଜକୁ ଜେଲରୁ ମୁକ୍ତ କରିବାକୁ ଦାବି କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୮।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ସଂଶୋଧିତ ଦୁର୍ନୀତି ନିବାରଣ ଆଇନ ଆଧାରରେ ଇମ୍ରାନ ଖାନ ତାଙ୍କୁ ୧୯କୋଟି ପାଉଣ୍ଡ ଦୁର୍ନୀତି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିବାକୁ କୋର୍ଟରେ…
ମମତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ, କାହିଁକି ଏମିତି କହିଲେ ଅମିତ
ନୂଆଦିଲ୍ଲୀ,୮।୯: ତ୍ରୁଣମୂଳ କଂଗ୍ରେସ ରାଜ୍ୟ ସଭା ଏମପି ଜବାହର ସରକାରଙ୍କ ଇସ୍ତଫା ଉପରେ ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଏକ୍ସର ଏକ…
YouTube ଦେଖି ଡାକ୍ତର କଲେ ଅପରେଶନ, ୧୫ ବର୍ଷର ବାଳକ ମୃତ
ପାଟନା,୮।୯: ବିହାରର ଛପରା ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଏଠାରେ ଜଣେ ୧୫ ବର୍ଷର ବାଳକ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଙ୍କ ପାଖବୁ ଆସିଥିଲେ। ସେଠାରେ ଥିବା ଡାକ୍ତର ୟୁଟ୍ୟୁବ ଦେଖି ପିଲାଟିର ଅପରେଶନ କରିଥିଲେ। ପରେ…
ପୁଣି ରାଜ୍ୟ ସଭାରୁ ଆଉଜଣେ ଏମପିଙ୍କର ଇସ୍ତଫା, ରାଜ୍ୟ ରାଜନୀତିରେ ଚହଳ
କୋଲକାତା,୮।୯: ପୁଣି ରାଜ୍ୟ ସଭାରୁ ଇସ୍ତଫା ଦେଲେ ଆଉଜଣେ ଏମପି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡିଛି। ଆରଜି କର ହସ୍ପିଟାଲ ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟ ସଭା ଏମପି ଜବାହର ସରକାର ଏମପି ପଦରୁ ଇସ୍ତଫା ଦେଇଛନ୍ତି।…
‘ବ୍ରିଜ ଭୂଷଣ କୌଣସି ଦେଶ ନୁହେଁ’…ଜବାବ ଦେଲେ ଭିନେଶ
ଚଣ୍ଡିଗଡ଼,୮।୯: କଂଗ୍ରେସରେ ଯୋଗଦେବା ପରେ ହରିୟାଣାର ଜୁଲାନା ଆସନରୁ ଟିକେଟ ପାଇଥିବା ରେସଲର ଭିନେଶ ଫୋଗାଟଙ୍କ ରାଜନୈତିକ ଅବତାର ଦେଖିବାକୁ ମିଳିଥିଲା। ତାଙ୍କ ଶାଶୁ ଘର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରୁଥିବାବେଳେ ପୂର୍ବତନ ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ…
ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ସବ୍ଡିଭିଜନ ମାନ୍ୟତା ଦାବି, ପୂରଣ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ
ପାଟଣା,୮ା୯(ବୀରକିଶୋର ଦାଶ): ରାଜ୍ୟରେ କେତୋଟି ନୂଆ ସବ୍ଡିଭିଜନ ଖୋଲା ଯିବା ନେଇ ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏସଂକ୍ରାନ୍ତରେ ୬୪ଟି ଦାବିପତ୍ର ହସ୍ତଗତ ହୋଇଥିବା ଗୃହକୁ ସୂଚନା ଦେବା ପରେ କେନ୍ଦୁଝର…
ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ
ହାଟଡିହୀ,୮ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବ୍ଲକ ପିଇଓ ସଂଘ ଅଭିଯୁକ୍ତ ପନ୍ଦାଡ଼ୋ ସରପଞ୍ଚ…
ମଣିପୁରରେ ହେଉଛି ହିଂସା, ମଜା କରୁଛନ୍ତି ଶାହା: ସଞ୍ଜୟ ରାଉତ
ମୁମ୍ବାଇ,୮।୯: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ବ୍ୟଙ୍ଗାତ୍ମକ ଭାବରେ…
ଫିଟ୍ ରହିବା ପାଇଁ…
ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫିଟ୍ ଏବଂ ଏନର୍ଜେଟିକ୍ ରହିବା ବୟସରେ ଏପରି ସମସ୍ୟା ଦେଖା ଦେବାର ମୁଖ୍ୟ କାରଣ ହେଉଛି ଅସନ୍ତୁଳିତ ଖାଦ୍ୟାଭ୍ୟାସ, କମ୍ ଶୋଇବା, ଶାରୀରିକ ବ୍ୟାୟାମର ଅଭାବ ଏବଂ ଦୀର୍ଘ ସମୟ…

