ଜଳୁଛି ଓଡ଼ିଶା: ୪୩ ଉପରେ ୯ସହର ତାପମାତ୍ରା
ଭୁବନେଶ୍ୱର, ୨୧।୪(ଅସମାପିକା ସାହୁ)- ରାଜ୍ୟରେ ବାରିପଦା ପୁଣି ରବିବାର ଉତ୍ତପ୍ତ ସହର ପାଲଟିଛି। ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ଡିଗ୍ରୀ ସେଲସିୟସ ସହିତ ବାରିପଦା ଉତ୍ତପ୍ତ ସହର ରହିଥିଲା। ୩୦ସହରରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ୯ସହରରେ ତାପମାତ୍ରା…
ନେତାନ୍ୟାହୁଙ୍କୁ ଇସ୍ରାଏଲ୍ରେ ବିରୋଧ
ଜେରୁଜେଲମ୍,୩୧।୪:ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ହମାସ ଆତଙ୍କବାଦୀମାନେ ପଣବନ୍ଦୀ କରି ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅବଶିଷ୍ଟ ୧୩୩…
ଟ୍ରେଲର ଯଦି ଏମିତି ଫିଲ୍ମ ହେବ କେମିତି, ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ
ନୂଆଦିଲ୍ଲୀ,୨୧।୪: ଲୋକ ସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ, ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବିରୋଧୀ ଦଳର ଇଣ୍ଡିଆ ଆଲାଇନ୍ସର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆଦିବାସୀ ଭାଷାରେ ଏହାର ନାମ ‘ଉଲଗୁଲାନ ନ୍ୟାୟ ମହାରାଲୀ, ଯାହାର…
୪ ବର୍ଷର ସ୍ନାତକ ଡିଗ୍ରୀ ସହ ୭୫% ମାର୍କ ଥିଲେ ପିଏଚ୍ଡି କରିହେବ: ୟୁଜିସି
ନୂଆଦିଲ୍ଲୀ,୨୧ା୪(ପି.ଟି.):୪ ବର୍ଷୀୟା ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ କରୁଥିବା ଛାତ୍ରୀଛାତ୍ର ଏଣିକି ସିଧାସଳଖ ଏନ୍ଇଟି (ଜାତୀୟ ଯୋଗ୍ୟତା ପରୀକ୍ଷା) ଦେଇ ପିଏଚ୍ଡି କରିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି। ଜୁନିୟର ରିସର୍ଚ୍ଚ ଫେଲୋଶିପ୍ (ଜେଆର୍ଏଫ୍)…
ୟୁଜିସି-ଏନ୍ଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର, ୨୧।୪(ଅସମାପିକା ସାହୁ)- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)-ଏନ୍ଇଟି ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି। ମେ’ ୧୦ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ପରୀକ୍ଷା ଫି’ ୧୨ ତାରିଖ ମଧ୍ୟରେ ଦାଖଲ…
ବଢ଼ିଲା ଆଧାର କାର୍ଡ ଅପଡେଟ୍ ସମୟସୀମା: ଜାଣନ୍ତୁ କେମିତି କରିପାରିବେ ଅପଡେଟ୍
ଭୁବନେଶ୍ୱର,୨୧।୪(ଅନୁରାଧା ମହାରଣା)- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଉଥିବା ଆଧାରକାର୍ଡର ଅପଡେଟ୍ ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଏନେଇ ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା…
ବର୍ଷ ବଦଳିଲା, କିନ୍ତୁ ବଦଳିଲାନାହିଁ ଆରସିବି ଭାଗ୍ୟ: ଏଥର ବି ପ୍ଲେ ଅଫ୍ ଆଶା କ୍ଷୀଣ
କୋଲକାତା,୨୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶେଷ ଥର ପାଇଁ ୨୦୨୨ରେ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ଲେ ଅଫରେ ପହଞ୍ଚିଥିଲା। ଆଜି ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ କେକେଆର ୧ ରନ୍ରେ ଆରସିବିକୁ ପରାସ୍ତ କରିଛି। ଏହାପୂର୍ବରୁ ୨୦୨୩ରେ ମଧ୍ୟ ବେଙ୍ଗାଲୁରୁ ପ୍ଲେ ଅଫରେ…
ଶକ୍ତି ବଢାଉଛି ବିଜେଡି: ମିଶ୍ରଣ ପର୍ବରେ ସାମିଲ ହେଲେ ଅନେକ ଯୁବ, ମହିଳାକର୍ମୀ
ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅନ୍ନପୂର୍ଣ୍ଣା ପ୍ୟାଲେସଠାରେ ରବିବାର ସନ୍ଧ୍ୟାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ବରଗଡ଼ ଟାଉନ ବିଜେଡି ସଭାପତି କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଭିନ୍ନ ସଙ୍ଗଠନର ବହୁସଂଖ୍ୟକ…
ଶେଷ ଓଭରରେ ଥିଲା ୨୧ ରନ୍, ୩ ବଲ୍ରୁ ୧୮ ରନ୍ ସତ୍ତ୍ୱେ ମ୍ୟାଚ୍ ହାରିଗଲା ଆରସିବି: ଜାଣନ୍ତୁ କେମିତି
କୋଲକାତା,୨୧।୪: କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧ ରନ୍ରେ ପରାସ୍ତ କରିଛି। ପ୍ରଥମେ ଖେଳି କେକେଆର୍ ୨୨୨ ରନ ସ୍କୋର କରିଥିଲା। ସ୍କୋରକୁ ପିଛା କରି ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସ ନିଜେ ଚତୁର୍ଥ ଓଭରରେ…
ଦେଶର ୨ଟି କମ୍ପାନୀର ମସଲାରେ ରହିଛି କ୍ୟାନସର ସୃଷ୍ଟି କରିବାର ତତ୍ତ୍ୱ, ଚେତାବନୀ ଦେଲା ହଂକଂ-ସିଙ୍ଗାପୁର
ନୂଆଦିଲ୍ଲୀ,୨୧।୪: ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ନିୟାମକମାନେ ଦୁଇଟି ବଡ ମସଲା ବ୍ରାଣ୍ଡରୁ ଚାରିଟି ଉତ୍ପାଦ (MDH ରୁ ତିନୋଟି ଏବଂ ଏଭରେଷ୍ଟରୁ ଗୋଟିଏ) ବ୍ୟବହାର ନକରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତ। ଏଥିରେ ଥିବା ଇଥିଲିନ ଅକ୍ସାଇଡର ପରିମାଣ ବହୁତ ଅଧିକ,…
କାର ରେସିଂ ସମୟରେ ଦର୍ଶକଙ୍କ ଭିତରକୁ ମାଡିଗଲା କାର, ୭ ମୃତ, ୨୩ ଆହତ
କଲମ୍ବୋ,୨୧।୪: ରବିବାର ଶ୍ରୀଲଙ୍କାର ଉଭା ପ୍ରଦେଶରେ ଏକ ମୋଟର କାର ରେସିଂ ଇଭେଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ସମୟରେ ଏକ କାର ଦର୍ଶକଙ୍କୁ ଦଳି ଦେଇଥିଲା। ଏହି ଦୁର୍ଘଟଣାରେ ଶିଶୁ ସମେତ ଅତି କମରେ ୭ଜଣଙ୍କର ମୃତ୍ୟୁ ଘଟିଛି।…
ସ୍ବାମୀଙ୍କ ଯୌନ ଅକ୍ଷମତା: ବିବାହକୁ ଅବୈଧ ଘୋଷଣା କଲେ ହାଇକୋର୍ଟ
ମୁମ୍ବାଇ,୨୧ା୪:ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖିବାରେ ସ୍ବାମୀଙ୍କ ଅକ୍ଷମତା ପାଇଁ ଏକ ଯୁବ ଦମ୍ପତିଙ୍କ ବିବାହକୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍ ଅବୈଧ ଘୋଷଣା କରିଛନ୍ତି। ସେମାନଙ୍କ ହତାଶାର ପୀଡ଼ାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ବିଭା କଙ୍କନଓ୍ବାଡ଼ି ଏବଂ…
Archives


