Home

ଏହି ଭୟରେ ବିଧାନସଭା ଭଙ୍ଗ କଲେନି ଅରବିନ୍ଦ କେଜ୍‌ରିଓ୍ବାଲ୍‌: ଗୁମର ଖୋଲିଦେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଇସ୍ତଫା ଘୋଷଣା କରିବା ଦିନଠାରୁ ଦିଲ୍ଲୀର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ରବିବାର ପାର୍ଟି କାର୍ଯ୍ୟାଳୟରେ ଶ୍ରମିକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, ଆସନ୍ତା ଦୁଇ ଦିନ ମଧ୍ୟରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ…

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା ନେଇ ଅଭିଯୋଗ ହେବାପରେ ନାନା ଆଲୋଚନା ଜାରିରହିଛି। ଏହାମଧ୍ୟରେ ରବିବାର ଜାରକାସ୍ଥିତ ନିଜ କାର୍ଯ୍ୟାଳୟରେ…

ପ୍ରଦର୍ଶନକାରୀଙ୍କୁ ପୋଲିସର ଫାଇନାଲ ଓ୍ବାର୍ନିଂ, ଯବାନଙ୍କୁ ଯଦି ଆକ୍ରମଣ କର…

ଇମ୍ଫାଲ,୧୬।୯: ଗତ କିଛି ମାସ ହେବ ମଣିପୁରରେ ହିଂସା ଲାଗି ରହିଛି। ପରିସ୍ଥିତି ବେଳକୁ ବେଳ ଅସହ୍ୟ ହୋଇ ପଡୁଥିବାର ବେଳେ ବେଳେ ବେଳେ ଏହା କମ୍‌ ହେଉଥିବା ନଜର ଆସିଛି। ହେଲେ ଏବେ ବିକ୍ଷୋଭକାରୀମାନେ ଘାତକ ଅସ୍ତ୍ରଶସ୍ତ୍ର ସହିତ ସୁରକ୍ଷା…

ଆଜି ବିଶ୍ୱବିନ୍ଧାଣୀଙ୍କ ପୂଜା, ପାରାଦୀପରେ ଆକର୍ଷଣୀୟ ମଣ୍ଡପ

ପାରାଦୀପ,୧୬ା୯(ଶରତ ରାଉତ): ପାରାଦୀପର ଅନ୍ୟତମ ଗଣପର୍ବ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାରଠାରୁ ଆରମ୍ଭ ହୋଇଛି। ପାରାଦୀପ ବଡ଼ପଡ଼ିଆ ଥାନାଛକଠାରୁ ବ୍ୟାଙ୍କ ଛକ ଓ ନୂଆବଜାର ହୋଟେଲ ଛକ ପର୍ଯ୍ୟନ୍ତ ସୁଉଚ୍ଚ ଓ ଆକର୍ଷଣୀୟ ୧୪ ମେଢ଼ ହୋଇଛି। ଚଳିତବର୍ଷ ସବୁ ଆୟୋଜକ…

ଡେଙ୍ଗୁରେ ରାଜଧାନୀରେ ପ୍ରଥମ ମୃତ୍ୟୁ, ଏବେ ପର୍ଯ୍ୟନ୍ତ ୬୫୦ରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ,୧୬।୯: ଭେକ୍ଟର (ପରଜୀବୀ, ଭାଇରସ ଏବଂ ବ୍ୟାକ୍ଟେରିଆ) ରୋଗରେ ଆକ୍ରାନ୍ତ ହେବାପରେ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚଳିତ ବର୍ଷ ଦିଲ୍ଲୀରେ ଏହା ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ। ଅଧିକାରୀମାନେ ରବିବାର ଏହି…

କାନାଡାରେ ଭୟଙ୍କର ଭୂମିକମ୍ପ: ଲୋକେ ଭୟଭୀତ

ଓଟଓ୍ବା,୧୬।୯: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ମାପ କରାଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ, ପ୍ରଥମ ଭୂକମ୍ପ ସ୍ଥାନୀୟ ସମୟ ପ୍ରାୟ ୩.୨୦…

ଇଦ୍‌ ଅବସରରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ଇଦ ମିଲାଦ-ଉନ-ନବୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଇଦ ମୁବାରକ! ମିଲାଦ-ଉନ-ନବିଙ୍କ ଅବସରରେ ଶୁଭେଚ୍ଛା। ସୌହାର୍ଦ୍ଦ୍ୟ ଏବଂ ଏକତା ସର୍ବଦା ଜିତୁ। ଚାରିଆଡେ ସୁଖ ଓ ସମୃଦ୍ଧତା ହେଉ। ଏହାପୂର୍ବରୁ…

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ ବେଳେବେଳେ ସେମାନେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇ ଦେଉଛନ୍ତି। ନିକଟରେ ଉତ୍ତର ପ୍ରଦେଶର…

ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ପାରାଦୀପ,୧୬।୯(ଶରତ ରାଉତ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବର୍ତ୍ତମାନ ପାରାଦୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ…

ରୋଗ ବାଣ୍ଟୁଛି କାଗଜ କପ୍‌ ଚା’

ଭୁବନେଶ୍ୱର,୧୬ା୯(ବନ୍ଦନା ସେଠୀ): କାମ ବ୍ୟସ୍ତତା ଭିତରେ ଟିକିଏ ରିଲାକ୍ସ ପାଇଁ ହେଉ ଅବା ଅଭ୍ୟାସଗତ ଭାବେ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା’ କଫି ଆଦି ପିଇବାକୁ ଭଲପାଆନ୍ତି। ତେଣୁ ସହରଠୁ ଆରମ୍ଭ କରି ଗଁା ରାସ୍ତାପାର୍ଶ୍ୱ,…

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ବନ୍ଧୁମାନଙ୍କ ଗହଣରେ ନିଜ ବାଇକ୍‌ର…

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ ଜଣେ ଯୁବକ ମାଟି ଖୋଳୁଥିଲେ। ତେବେ ମାଟି ଖୋଳିବା ସମୟରେ ଭୂମି ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?