ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର, ୨୦୨୫ରେ ଏତିକି ସଂଖ୍ୟକ ଯାତ୍ରୀ କରିଛନ୍ତି ଯାତ୍ରା
ଭୁବନେଶ୍ୱର,୧୪ା୧: ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ କରିଛନ୍ତି। କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନ ଥିବା ବିମାନବନ୍ଦର ନିର୍ଦ୍ଦେଶକ…
କନଫର୍ମ କଲା BCB, ଭାରତ ବାହାରକୁ ମ୍ୟାଚ ସିପ୍ଟ କରିବାକୁ ମନା କଲା ICC, ଜାଣନ୍ତୁ ଏବେ କ’ଣ ହେବ
ନୂଆଦିଲ୍ଲୀ,୧୪।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ନିଶ୍ଚିତ କରିଛି ଯେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ସୁରକ୍ଷା ଚିନ୍ତାକୁ ଦର୍ଶାଇ, BCB ଭାରତରେ ୨୦୨୬ ଟି20 ବିଶ୍ୱକପ ଆୟୋଜନ କରିବାକୁ ମନା କରିଛି। ବାଂଲାଦେଶ କ୍ରିକେଟ…
ମାଡ଼ି ଆସୁଛି ଏହି ଭାଇରସ୍, କରିଦେବ କୋମା, ଜାଣି ରଖନ୍ତୁ…
ଭୁବନେଶ୍ୱର,୧୪ା୧: ସୋମବାର ପଶ୍ଚିମବଙ୍ଗର ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲାବୋରେଟୋରୀରେ ନିପା ଭାଇରସ୍ ଚିହ୍ନଟ ହେବା ପରେ ଏବେ ଓଡ଼ିଶାକୁ ଭୟ ଘାରିଛି। ନିପା ଭାଇରସ ଏମିତି ଏକ ରୋଗ ଯାହା ଘୁଷୁରି ଏବଂ ବାଦୁଡ଼ି ଭଳି ପ୍ରାଣୀଠାରୁ ମଣିଷ ଶରୀରକୁ…
ଜର୍ମାନ ଚାନ୍ସେଲରଙ୍କ ପରିବର୍ତ୍ତେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ, ଭାଜପା କହିଲା ହାଇକମାଣ୍ଡଙ୍କୁ ଖୁସି କରିବା…
ବେଙ୍ଗାଲୁରୁ,୧୪।୧: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ସମାଲୋଚନାର ଶିକାର ହେଉଛନ୍ତି। ରାହୁଲ ଗାନ୍ଧୀ ଗୋଟିଏ ଦିନ ପୂର୍ବରୁ, ଜାନୁଆରୀ ୧୩ ତାରିଖରେ ମାଇସୁର ବିମାନବନ୍ଦର ଗସ୍ତ କରିଥିଲେ ଏବଂ ଜର୍ମାନ…
୫ କ୍ରିକେଟରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା କୌଣସି ରାଜପ୍ରାସାଦରୁ ବି କମ୍ ନୁହେଁ, ଧୋନୀଙ୍କଠାରୁ ଆରମ୍ଭ କରି…
କ୍ରିକେଟରମାନେ ପଡ଼ିଆରେ ଯେତିକି ଚର୍ଚ୍ଚାରେ ଥାନ୍ତି, ପଡ଼ିଆ ବାହାରେ ବି ସେମାନଙ୍କ ବିଷୟରେ ଅଧିକ ଚର୍ଚ୍ଚା ହୁଏ। ଯେମିତିକି ସେମାନଙ୍କର ବିଳାସପୂର୍ଣ୍ଣ ବଙ୍ଗଳା, କାର୍ ଏବଂ ଘଣ୍ଟା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଅନ୍ତର୍ଜାତୀୟ କ୍ରିକେଟରେ ଅନେକ କ୍ରିକେଟର ଅଛନ୍ତି,…
ଦେଖିବାକୁ ମିଳିଲା ଟ୍ରମ୍ପଙ୍କ ଆକ୍ରମଣର ପ୍ରଭାବ, ବନ୍ଦୀ ଥିବା ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଛି ଭେନେଜୁଏଲା
ଓ୍ବାଶିଂଟନ,୧୪।୧: ଜାନୁଆରୀ ୨ ଏବଂ ୩ ରାତିରେ ଆମେରିକା ଭେନେଜୁଏଲାରେ ଏକ ବିସ୍ଫୋରକ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣରେ, ଆମେରିକୀୟ ସେନା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରି ଆମେରିକା ନେଇଯାଇଥିଲା।…
ଅର୍ଜୁନଙ୍କୁ ନେଇ ମୁହଁ ଖୋଲିଲେ ମଲାଇକା: ସେ ମୋ ଜୀବନର…
ଅଭିନେତ୍ରୀ ମଲାଇକା ଆରୋରା ନିଜ ଆଇଟମ୍ ନମ୍ବର ପାଇଁ ଯେତିକି ଚର୍ଚ୍ଚାରେ ନ ଥାନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ସେ ସୁବବେଳେ ଅଲୋଚନାରେ ଥାନ୍ତି। ୨୦୧୭ରେ ଅରବାଜ ଖାନଙ୍କ ସହ ଛାଡପତ୍ର ପରେ ମଲାଇକା ଏକଦା ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ…
କେନ୍ଦ୍ର ମନ୍ତ୍ରୀଙ୍କ ଘରେ ପୋଙ୍ଗଲ ପାଳିଲେ ମୋଦି, କହିଲେ ଏହା ଏବେ ବିଶ୍ୱ ମହୋତ୍ସବ
ନୂଆଦିଲ୍ଲୀ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଙ୍ଗଲ ପର୍ବ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଏଲ. ମୁରୁଗାନଙ୍କ ବାସଭବନକୁ ଯାଇ ସମସ୍ତ ରୀତିନୀତି ସହିତ ପୂଜା କରିଥିଲେ। ସମସ୍ତ ଦେଶବାସୀଙ୍କୁ ପୋଙ୍ଗଲର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…
Gig Workers: ଶେଷ ହୋଇଛି ୧୦ ମିନିଟର ଡେଲିଭରି ଦାବି, ଚାପ ଏବେବି ରହିଛି; ଗିଗ କର୍ମୀ ବଖାଣିଲେ…
ନୂଆଦିଲ୍ଲୀ,୧୪।୧: ଫାଷ୍ଟ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ଗ୍ରାହକମାନଙ୍କୁ ସେମାନଙ୍କର ୧୦-ମିନିଟ ଡେଲିଭରି ପ୍ରତିଶ୍ରୁତି ହଟାଇ ଦେବାର ଅଭିଯୋଗ କରାଯାଇଥିବା ଘୋଷଣା ଗିଗ କର୍ମଚାରୀଙ୍କ ଜୀବନ ଉପରେ ବହୁତ କମ ପ୍ରଭାବ ପକାଇଥିବା ପରି ମନେ ହେଉଛି। ଜାତୀୟ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟ କରୁଥିବା…
୩୫ ହଜାର ବିକ୍ରି ହୋଇଥିଲେ ଶିଶୁ କନ୍ୟା: ଉଦ୍ଧାର ପରେ ଘଟିଲା…
ଭଦ୍ରକ,୧୪।୧(ସନାତନ ରାଉତ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବୟବନାପୁର ଗ୍ରାମରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି l ଏନେଇ ଶିଶୁ କନ୍ୟାର ଜେଜେମା ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲେ। ଶିଶୁ କନ୍ୟାର ବାପା ମା’ ଋଣ ଶୁଝିବା…
ଗୌତମ ଗମ୍ଭୀରଙ୍କ ସହ କଥା ହୁଅନ୍ତି ନାହିଁ ବିରାଟ କୋହଲି? ଡ୍ରେସିଂ ରୁମର ରାଜ୍ ଖୋଲିଲେ ବ୍ୟାଟିଂ କୋଚ
ନୂଆଦିଲ୍ଲୀ,୧୪।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ। ସେମାନେ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। ସେମାନଙ୍କ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ବିରାଟ ଏବଂ…
ବଡ଼ ରେକର୍ଡ ଅପେକ୍ଷାରେ ବିରାଟ କୋହଲି: ଆଜି ଭାଙ୍ଗିପାରନ୍ତି….
ନୂଆଦିଲ୍ଲୀ,୧୪।୧: ଫୁଲ୍ ଫର୍ମରେ ଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। କୋହଲି ଗତ ୫ ମ୍ୟାଚ୍ରେ ୫ଥର ୫୦ରୁ ଅଧିକ ସ୍କୋର କରିଛନ୍ତି। ଏହି ଧାରା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ର…
Archives


